ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 08th, 01:00 pm
ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 08th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
December 13th, 06:52 pm
ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜନ୍ମଜୟନ୍ତୀ ବର୍ଷର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କର ମୁଁ ହୃଦୟରୁ ଅଭିନନ୍ଦନ କରୁଛି । ଏହି ପୂଣ୍ଣ୍ୟ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଅକେ ଅନେକ ଶୁଭକାମନା ଜଣାଉଛି । ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜନ୍ମବର୍ଷ ସମଗ୍ର ଦେଶ ପାଇଁ ଏକ ଐତିହାସିକ ଅବସର ଅଟେ । ତାଙ୍କର ପ୍ରେରଣାଗୁଡ଼ିକୁ, ତାଙ୍କର ବିଚାରଗୁଡ଼ିକୁ ଆମର ନୂତନ ପୀଢ଼ି ପାର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦେଶ ଏହି ପୁରା ବର୍ଷକୁ ବିଶେଷ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେଇଥିଲା । ଏଥିପାଇଁ ଏକ ବିଶେଷ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ସଂସ୍କୃତି ମନ୍ତ୍ରଣାଳୟର ନେତୃତ୍ୱରେ ସମସ୍ତ ଭିନ୍ନ-ଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ପୁଡ଼ୁଚେରୀର ଭୂମିରେ, ଯାହାକି ମହର୍ଷିଙ୍କର ନିଜର ତପୋଃସ୍ଥଳୀ ମଧ୍ୟ ରହିଛି, ଆଜି ରାଷ୍ଟ୍ର ତାଙ୍କୁ ଆହୁରି ଏକ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଆଜି ଶ୍ରୀ ଅରବିନ୍ଦଙ୍କ ଉପରେ ଏକ ସ୍ମଅତିସ୍ୱରୂପ କଏନ ଏବଂ ପୋଷ୍ଟାଲ ଷ୍ଟାମ୍ପ ମଧ୍ୟ ରିଲିଜ୍ କରାଯାଇଛି । ମୋତେ ବିଶ୍ୱାସ ଅଛି ଯେ ଶ୍ରୀ ଅରବିନ୍ଦଙ୍କର ଜୀବନ ଏବଂ ତାଙ୍କର ଶିକ୍ଷା ଦ୍ୱାରା ପ୍ରେରଣା ଦେବାକୁ ଯାଇ ରାଷ୍ଟ୍ରର ଏହି ପ୍ରୟାସ ଆମର ସଙ୍କଳ୍ପକୁ ଏକ ନୂତନ ଶକ୍ତି ଦେବ, ନୂତନ ବଳ ମଧ୍ୟ ଦେବ ।PM addresses programme commemorating Sri Aurobindo’s 150th birth anniversary via video conferencing
December 13th, 06:33 pm
The Prime Minister, Shri Narendra Modi addressed a programme celebrating Sri Aurobindo’s 150th birth anniversary via video conferencing today in Kamban Kalai Sangam, Puducherry under the aegis of Azadi ka Amrit Mahotsav. The Prime Minister also released a commemorative coin and postal stamp in honour of Sri Aurobindo.ପ୍ରଧାନମନ୍ତ୍ରୀ (ତା୦୧.୦୯.୨୦୨୧)ଦିନ ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ
August 31st, 03:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୦୧.୦୯.୨୦୨୧) ଅପରାହ୍ନ ୪.୩୦ରେ ଶ୍ରୀଲ ଭକ୍ତ ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବେ ।ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଜନ୍ମ ଶତବାର୍ଷିକୀ ପୂରଣ ଅବସରରେ ସ୍ୱତନ୍ତ୍ର 100 ଟଙ୍କିଆ ମୁଦ୍ରା ଉନ୍ମୋଚନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 12th, 11:01 am
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀଗଣ, ଭିନ୍ନ-ଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଗଣ, ଦେଶ-ବିଦେଶରୁ ରାଜମାତା ବିଜୟାରାଜେ ସିନ୍ଧିଆ ମହାଶୟାଙ୍କ ସହିତ ଜଡିତ ପ୍ରଶଂସକ ଏବଂ ପରିବାରର ସଦସ୍ୟଗଣ, ସେମାନଙ୍କର ସ୍ନେହୀ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ଅବସରରେ 100 ଟଙ୍କିଆ ସ୍ଵତନ୍ତ୍ର ସ୍ମାରକୀ ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ
October 12th, 11:00 am
ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ରାଜମାତାଙ୍କୁ ଏହି ଅବସରରେ ଶ୍ରୀ ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି । ରାଜମାତାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର 100 ଟଙ୍କିଆ ସ୍ମାରକୀ ଉନ୍ମୋଚନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ଦୃଷ୍ଟି ବାଧିତ ଲୋକଙ୍କ ଅନୁକୂଳ ମୁଦ୍ରାର ନୂତନ ଶୃଙ୍ଖଳା
March 07th, 12:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଦୃଷ୍ଟି ବାଧିତ ଲୋକମାନଙ୍କ ଅନୁକୂଳ ମୁଦ୍ରାର ନୂଆ ଶୃଙ୍ଖଳାଗୁଡ଼ିକୁ ଜାରି କରିଛନ୍ତି । ଏହି ମୁଦ୍ରା ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା, ଦଶ ଟଙ୍କା ଏବଂ କୋଡ଼ିଏ ଟଙ୍କା ମୂଲ୍ୟର ହୋଇଥିବା ବେଳେ ଏଗୁଡ଼ିକୁ ନୂତନ ଶୃଙ୍ଖଳାଗୁଡ଼ିକର ଅଂଶ ଭାବରେ ଜାରି କରାଯାଇଛି ।ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ 350 ଟଙ୍କାର ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ;
January 13th, 11:00 am
ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଆଜି ଜାତୀୟ ରାଜଧାନୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 350 ଟଙ୍କାର ଏକ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ସେ ଗୁରୁ ଗୋବିନ୍ଦ ସିଂଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ – ମାନବତା, ଭକ୍ତି, ବୀରତ୍ୱ ଏବଂ ବଳିଦାନର ନିସ୍ୱାର୍ଥ ସେବାର ପ୍ରଶଂସା କରିଥିଲେ ଏବଂ ଲୋକମାନଙ୍କୁ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ଲାଗି ପରାମର୍ଶ ଦେଇଥିଲେ ।ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଜାରି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 13th, 11:00 am
ଦେଶର ଭିନ୍ନ ଭିନ୍ନ କୋଣରୁ ଏଠାରେ ଉପସ୍ଥିତ ଆପଣମାନେ ସମସ୍ତ ମହାନୁଭବମାନଙ୍କୁ ମୁଁ ସ୍ୱାଗତ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ, ସମଗ୍ର ଦେଶକୁ ଲୋହରିର ମଧ୍ୟ ଅନେକ ଅନେକ ଶୁଭକାମନା । ବିଶେଷ କରି ମୁଁ ମୋ ଦେଶର ଅନ୍ନଦାତା ସାଥୀମାନଙ୍କ ପାଇଁ ଫସଲ ଅମଳର ଏ ଋତୁ ଅନନ୍ତ ଖୁସି ନେଇ ଆସିଛି, ସେଥିପାଇଁ ମଙ୍ଗଳକାମନା କରୁଛି ।ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
January 12th, 11:06 am
ଜାନୁଆରୀ 13, 2019ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଗୋବିନ୍ଦ ସିଂଙ୍କ ଉପରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଏହା କରାଯିବ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।Today, people of the country are working towards creating a strong India, in line with Netaji's vision: PM Modi
December 30th, 05:01 pm
The Prime Minister, Shri Narendra Modi, visited Port Blair in the Andaman and Nicobar Islands today. In Port Blair, he laid a wreath at the Martyrs Column, and visited the Cellular Jail. At Cellular Jail, he visited the cells of Veer Savarkar, and other freedom fighters. He hoisted a high mast flag and offered floral tributes at the Statue of Netaji Subhas Chandra Bose.ଆଣ୍ଡାମାନରେ ପ୍ରଧାନମନ୍ତ୍ରୀ: ପୋର୍ଟ ବ୍ଲେୟାର ସେଲ୍ୟୁଲାର ଜେଲ ପରିଦର୍ଶନ ସହ ଉଚ୍ଚ ମାସ୍ତୁଲ ପତାକା ଉତ୍ତୋଳନ
December 30th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହରେ ପୋର୍ଟ ବ୍ଲେୟାର ଗସ୍ତ କଲେ ।ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସମ୍ମାନାର୍ଥେ ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
December 24th, 09:25 am
ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ବାଜପାୟୀ ଆମ ଗହଣରେ ଆଉ ନାହାନ୍ତି ଏକଥା ବିଶ୍ୱାସ କରିବା ପାଇଁ ଆମ ମନ ପ୍ରସ୍ତୁତ ନୁହେଁ । ସେ ଥିଲେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ ସମାଜର ସବୁ ବର୍ଗର ବ୍ୟକ୍ତି ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ କରୁଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀର ଉଦ୍ଘାଟନ କରିଛନ୍ତି
April 13th, 07:30 pm
ପ୍ରଧାନମନ୍ତ୍ରୀ ମୋଦୀ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଦିଲ୍ଲୀର 26 ଆଲିପୁର ରୋଡରେ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀକୁ ଦେଶ ଉଦ୍ଦେଶ୍ୟ ସମର୍ପଣ କରିଛନ୍ତି ।Let us work together and create India of Mahatma Gandhi's dreams: PM Modi
June 29th, 06:43 pm
PM Narendra Modi attended centenary year celebrations of Sabarmati Ashram in Gujarat. Speaking at the event, he said Mahatma Gandhi’s thoughts inspired us even today to mitigate the challenges the world was facing.ଅହମ୍ମଦାବାଦ ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
June 29th, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ସମ୍ମୁଖିନ ହେଉଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାର ଶକ୍ତି ମହାତ୍ମାଗାନ୍ଧୀଙ୍କ ବିଚାରରେ ରହିଛି ।ସେ କହିଥିଲେ ଯେ ଇତିହାସ ସହିତ ଯୋଡ଼ି ହୋଇ ରହିବା ଏକ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ 150ତମ ଜନ୍ମବାର୍ଷିକୀରେ ତାଙ୍କ ଯୋଗଦାନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜୀବନୀ ଏବଂ ବିଚାରଧାରା ଉପରେ ଅଧିକ ଶୈକ୍ଷିକ ଅନୁସନ୍ଧାନ କରିବା ଲାଗି ଆହ୍ୱାନ କରିଥିଲେ ।PM Modi releases commemorative coins on Dr. B.R. Ambedkar
December 06th, 11:50 am