ଭିଡିଓ କନଫରେନ୍ସିଂ ଜରିଆରେ ସାଂସଦଙ୍କ ପାଇଁ ବହୁତଳ ଫ୍ଲାଟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 23rd, 11:27 am

ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀ, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଏହି ସମିତିର ଅଧ୍ୟକ୍ଷ ଶ୍ରୀ ସି.ଆର. ପାଟିଲ ଜୀ, ସାଂସଦ, ଭାଇ ଓ ଭଉଣୀମାନେ!! ଦିଲ୍ଲୀରେ ଜନ ପ୍ରତିନିଧିମାନଙ୍କ ପାଇଁ ଏହି ନୂଆ ଆବାସିକ ସୁବିଧାର ଉଦଘାଟନ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି ଆଉ ଏକ ସୁଖଦ ସଂଯୋଗ ମଧ୍ୟ। ଆଜି ଆମର ସଂକଳ୍ପବଦ୍ଧ ଏବଂ ସ୍ୱଳ୍ପଭାଷୀ ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କ ଜନ୍ମଦିନ ମଧ୍ୟ। ଓମ ଜୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣ ସୁସ୍ଥ ଏବଂ ଦୀର୍ଘଜୀବୀ ହୁଅନ୍ତୁ ଏବଂ ଦେଶ ସେବା ଜାରି ରଖନ୍ତୁ ।

ସାଂସଦମାନଙ୍କ ନିମନ୍ତେ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 23rd, 11:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାଂସଦମାନଙ୍କ ନିମନ୍ତେ ନିର୍ମିତ ବହୁତଳ ଫ୍ଲାଟଗୁଡ଼ିକର ଉଦଘାଟନ କରିଛନ୍ତି । ଏହିସବୁ ଫ୍ଲାଟ ନୂଆଦିଲ୍ଲୀର ଡକ୍ଟର ବି ଡ଼ି ମାର୍ଗରେ ନିର୍ମିତ ହୋଇଛି । 80 ବର୍ଷରୁ ଅଧିକ ପୁରୁଣା ଆଠଟି ବଙ୍ଗଳାକୁ ଭାଙ୍ଗି ଏହା ସ୍ଥାନରେ ସେଠାରେ ମୋଟ 76ଟି ଫ୍ଲାଟ ନିର୍ମିତ ହୋଇଛି ।

Inspired by Pt. Deendayal Upadhyaya, 21st century India is working for Antyodaya: PM Modi

February 16th, 01:01 pm

PM Modi unveiled the statue of Deendayal Upadhyaya in Varanasi. He flagged off the third corporate train Mahakaal Express which links 3 Jyotirling Pilgrim Centres – Varanasi, Ujjain and Omkareshwar. The PM also inaugurated 36 development projects and laid foundation stone for 14 new projects.

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମାରକୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

February 16th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ତିନୋଟି ଜ୍ୟୋତିର୍ଲିଙ୍ଗ ତୀର୍ଥସ୍ଥଳୀ- ବାରାଣସୀ, ଉଜ୍ଜୟିନୀ ଏବଂ ଓଁକାରେଶ୍ୱରକୁ ସଂଯୋଗ କରୁଥିବା ତୃତୀୟ ସମନ୍ୱୟ ଟ୍ରେନ ମହାକାଳ ଏକ୍ସପେସର ଶୁଭାରମ୍ଭ କରିଛନ୍ତି । ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ 36ଟି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଯାହା ମଧ୍ୟରେ 430 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ସରକାରୀ ହସପିଟାଲ ଅନ୍ତର୍ଭୁକ୍ତ । ସେହିଭଳି ସେ ଅନ୍ୟ 14ଟି ବିକାଶମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଆସାମର କୋକ୍ରାଝରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 07th, 12:46 pm

ମଞ୍ଚରେ ଉପସ୍ଥିତ ଆସାମର ରାଜ୍ୟପାଳ, ସଂସଦରେ ମୋର ସାଥୀ, ବିଭିନ୍ନ ବୋର୍ଡ ଓ ସଂଗଠନ ସହିତ ଜଡ଼ିତ ନେତାଗଣ, ଏଠାରେ ଉପସ୍ଥିତ ବିଭିନ୍ନ ଗୋଷ୍ଠୀର ସାଥୀଗଣ, ଏଠାକୁ ଆସିଥିବା ସମ୍ମାନନୀୟ ମହାନୁଭବ ଓ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବାକୁ ଆସିଥିବା ମୋ ପ୍ରିୟ ଭାଇ ଓ ଭଉଣୀମାନେ ।

ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

February 07th, 12:40 pm

ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଛୋଟ ସହର ନୂଆ ଭାରତର ଆଧାର;

February 06th, 08:29 pm

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ବୃହତ ଚିନ୍ତା କରି ଆଗେଇବାକୁ ପଡିବ । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି, ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି । ଭାରତ ତୀବ୍ର ଗତି ତଥା ପୂର୍ଣ୍ଣ ଦକ୍ଷତାର ସହ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସ୍ୱପ୍ନର ପିଛା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆମ ସରକାର ଶାସନରେ ନୂଆ ବିଚାର ଏବଂ ନୂଆ ଦୃଷ୍ଟିକୋଣ ଆଣିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

February 06th, 07:51 pm

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖି କହିଛନ୍ତି ,ଗତ ପାଞ୍ଚ ବର୍ଷରେ ଆମ ସରକାର ଶାସନରେ ନୂଆ ବିଚାର ଏବଂ ନୂଆ ଦୃଷ୍ଟିକୋଣ ଆଣିଛନ୍ତି ।

ପ୍ରଶାସନ ନୂତନ ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରା ନେଇ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ

February 06th, 07:50 pm

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇ କହିଛନ୍ତି ବିଗତ ପାଞ୍ଚ ବର୍ଷ ସରକାର ଶାସନ ବ୍ୟବସ୍ଥାରେ ନୂତନ ଦୃଷ୍ଟିଭଙ୍ଗୀ ଓ ନୂତନ ଚିନ୍ତାଧାରା ଆଣିଛନ୍ତି । ଡିଜିଟାଲ ଇଣ୍ଡିଆକୁ ନୂଆ ଚିନ୍ତାଧାରା ଓ ନୂଆ ଦୃଷ୍ଟିଭଙ୍ଗୀର ଉଦାହରଣ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2014 ପୂର୍ବରୁ ମାତ୍ର 59ଟି ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସଂଯୋଗ ଥିଲା । କିନ୍ତୁ ଗତ ପାଞ୍ଚ ବର୍ଷରେ 1.25 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ବ୍ରଡ ବ୍ୟାଣ୍ଡ ସେବା ଯୋଗାଇ ଦିଆଯାଇଛି ।

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା : ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ

February 06th, 06:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତି ରଖିଛନ୍ତି ।

Our vision is for greater investment, better infrastructure and maximum job creation: PM Modi

February 06th, 03:51 pm

PM Narendra Modi in Lok Sabha said that the Government has kept the fiscal deficit in check. He dwelt on the many steps taken by the Government to increase confidence of investors and strengthen the country's economy.

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

February 06th, 03:50 pm

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତି ରଖି ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ ଆଶାର ଭାବନା ଜାଗ୍ରତ କରିଛି ଏବଂ ଆଗାମୀ ଦିନରେ ଦେଶକୁ ଆଗେଇ ନେବାର କାର୍ଯ୍ୟଖସଡ଼ା ଏଥିରେ ଉପସ୍ଥାପିତ ହୋଇଛି ।

ବିଜେପି ସରକାର ସର୍ବଦା ଗରିବ ଏବଂ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

February 04th, 03:09 pm

ଦିଲ୍ଲୀର ନିର୍ବାଚନ ପୂର୍ବରୁ ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏକ ବିଶାଳ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,ଦିଲ୍ଲୀର ଲୋକେ ବିଜେପି ପକ୍ଷରେ ଅଛନ୍ତି । ସେ କହିଛନ୍ତି ,ବିରୋଧୀ ଦଳମାନଙ୍କ ରାତି ନିଦ ହଜିଯାଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି

February 04th, 03:08 pm

ଦିଲ୍ଲୀର ନିର୍ବାଚନ ପୂର୍ବରୁ ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏକ ବିଶାଳ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,ଦିଲ୍ଲୀର ଲୋକେ ବିଜେପି ପକ୍ଷରେ ଅଛନ୍ତି । ସେ କହିଛନ୍ତି ,ବିରୋଧୀ ଦଳମାନଙ୍କ ରାତି ନିଦ ହଜିଯାଉଛି ।

ବିଜେପି ହିଁ କେବଳ ଦିଲ୍ଲୀକୁ ଶିଖର ପର୍ଯ୍ୟନ୍ତ ନେଇଯାଇପାରିବ : ପ୍ରଧାନମନ୍ତ୍ରୀ ମୋଦୀ

February 03rd, 04:06 pm

ଦିଲ୍ଲୀରେ ଆଗାମୀ ବିଧାନସଭା ପୂର୍ବରୁ ,ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶାହଦରାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଦିଲ୍ଲୀର ଲୋକମାନଙ୍କ ପ୍ରଶଂସା କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଦିଲ୍ଲୀର ପ୍ରତିଟି ବାସିନ୍ଦାଙ୍କ ଝାଳ ସହରକୁ ସେହି ଜାଗାରେ ପହଂଚିବାରେ ସାହାଯ୍ୟ କରିଛି ,ଯାହା ଆଜି ଅଛି । ଦିଲ୍ଲୀ କେବଳ ଏକ ସହର ନାହିଁ ,ଏହା ଭାରତର ସାଂସ୍କୃତିକ ଐତିହ୍ୟ । ଦିଲ୍ଲୀ ପ୍ରତିଟି ଭାରତୀୟଙ୍କୁ ଆଶ୍ରୟ ଦେଇଛି ।''

ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଶାହଦରାରେ ଏକ ମେଗା ରାଲିକୁ ସମ୍ବୋଧିତ କରିଛନ୍ତି

February 03rd, 04:00 pm

ଦିଲ୍ଲୀରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ,ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶାହଦରାରେ ଏକ ମେଗା ରାଲିକୁ ସମ୍ବୋଧିତ କରିଛନ୍ତି । ଦିଲ୍ଲୀର ଲୋକମାନଙ୍କ ପ୍ରଶଂସା କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଦିଲ୍ଲୀର ପ୍ରତିଟି ବାସିନ୍ଦାଙ୍କ ଝାଳ ସହରକୁ ସେହି ଜାଗାରେ ପହଂଚିବାରେ ସାହାଯ୍ୟ କରିଛି ,ଯାହା ଆଜି ଅଛି । ଦିଲ୍ଲୀ କେବଳ ଏକ ସହର ନାହିଁ ,ଏହା ଭାରତର ସାଂସ୍କୃତିକ ଐତିହ୍ୟ । ଦିଲ୍ଲୀ ପ୍ରତିଟି ଭାରତୀୟଙ୍କୁ ଆଶ୍ରୟ ଦେଇଛି ।''

Address by the President of India Shri Ram Nath Kovind to the joint sitting of Two Houses of Parliament

January 31st, 01:59 pm

In his remarks ahead of the Budget Session of Parliament, PM Modi said, Let this session focus upon maximum possible economic issues and the way by which India can take advantage of the global economic scenario.

ଜମ୍ମୁ ଓ କଶ୍ମୀରକୁ ଭାରତର ମୁକୁଟ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ

January 28th, 06:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ, ୟଙ୍ଗ୍ ଇଣ୍ଡିଆ ସମସ୍ୟାକୁ ଟାଳିବା ପାଇଁ ନୁହେଁ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ଇଚ୍ଛା ରଖିଛି । ସେ ଆଜି ଦିଲ୍ଲୀରେ ଏନସିସି ରାଲିକୁ ସମ୍ବୋଧନ କରୁଥିଲେ ।

ନ୍ୟାସନାଲ କ୍ୟାଡେଟ୍ କର୍ପସ ରାଲିରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

January 28th, 12:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନ୍ୟାସନାଲ କ୍ୟାଡେଟ୍ କର୍ପସ (NCC) ରାଲିରେ ଯୋଗଦେଇଥିଲେ । ରାଲିରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନରର ତଦାରଖ କରିଥିଲେ ଏବଂ ଦେଶର ବିଭିନ୍ନ ଏନସିସି ଟିମ୍ ତଥା ଅନ୍ୟ ବନ୍ଧୁ ଓ ପଡ଼ୋଶୀ ରାଷ୍ଟ୍ରରୁ ଆସିଥିବା କ୍ୟାଡେଟ୍ ଦ୍ୱାରା ମାର୍ଚ୍ଚ ପାଷ୍ଟର ସମୀକ୍ଷା କରିଥିଲେ ।

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 28th, 12:07 pm

ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ରାଜନାଥ ସିଂହଜୀ, ଶ୍ରୀପଦ ୟେଶୋ ନାୟକଜୀ, ଚିଫ୍‌ ଅଫ୍‌ ଡ଼ିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାୱତଜୀ, ତିନି ବାହିନୀର ଉଚ୍ଚ ପଦାଧିକାରୀଗଣ, ପ୍ରତିରକ୍ଷା ସଚିବ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମହା ନିର୍ଦ୍ଦେଶକ, ବନ୍ଧୁ ରାଷ୍ଟ୍ରମାନଙ୍କରୁ ଆସିଥିବା ଆମର ଅତିଥିଗଣ ;ଏବଂ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ଉପସ୍ଥିତ ଏନସିସିର ମୋର ଯୁବ ସାଥୀଗଣ,