Prime Minister Narendra Modi to launch Rozgar Mela
October 20th, 02:34 pm
PM Modi will launch Rozgar Mela – the recruitment drive for 10 lakh personnel – on 22nd October at 11 AM via video conferencing. During the ceremony, appointment letters will be handed over to 75,000 newly inducted appointees. This will be a significant step forward towards fulfilling the continuous commitment of the Prime Minister to providing job opportunities for the youth and ensuring welfare of citizens.ଆଇନ ମନ୍ତ୍ରୀ ଓ ସଚିବଙ୍କ ସର୍ବଭାରତୀୟ ସମ୍ମିଳନୀର ଉଦଘାଟନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 15th, 12:42 pm
ଦେଶର ଏବଂ ସମସ୍ତ ରାଜ୍ୟଗୁଡ଼ିକର ଆଇନମନ୍ତ୍ରୀ ଏବଂ ସଚିବମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ, ଷ୍ଟାଚ୍ୟୁ ଅଫ ୟୁନିଟିର ଭବ୍ୟତା ମଧ୍ୟରେ ହେଉଛି । ଆଜି ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଜନହିତକୁ ନେଇ ସର୍ଦ୍ଦାର ପଟେଲଙ୍କର ପ୍ରେରଣା, ଆମକୁ ସଠିକ ଦିଗରେ ମଧ୍ୟ ନେଇଯିବ ଆଉ ଆମକୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଂଚାଇବ।ସର୍ବଭାରତୀୟ ଆଇନ ମନ୍ତ୍ରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 15th, 12:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ଆଇନ ମନ୍ତ୍ରୀ ଓ ଆଇନ ସଚିବଙ୍କ ସମ୍ମିଳନୀରେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଉଦବୋଧନ ଦେଇଛନ୍ତି ।ଉହାନ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
February 13th, 09:58 pm
ନୋଭେଲ କରୋନା ଭୂତାଣୁ ପ୍ରଭାବିତ ଚୀନର ଉହାନ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିବା ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଦଳର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକ ପ୍ରଶଂସାପତ୍ର ଜାରି କରିଛନ୍ତି । ଏହି ପ୍ରଶଂସାପତ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଉଦ୍ଧାରକାରୀ ବିମାନରେ ଥିବା କର୍ମଚାରୀମାନଙ୍କୁ ଦିଆଯିବ ।Launch of key metro projects in Mumbai will greatly enhance ‘Ease of Living’ for people: PM Modi
September 07th, 12:29 pm
Addressing a public meeting in Mumbai, Prime Minister Narendra Modi inaugurated and laid the foundation stones for several metro projects today. PM Modi laid the foundation stone of three new metro lines of Mumbai Metro as well as for the new Metro Bhavan to be built for controlling Mumbai Metro’s operations.ମୁମ୍ବାଇ ଇନ ମିନିଟ୍ସ ପରିକଳ୍ପନା ସହିତ ମୁମ୍ବାଇ ମେଟ୍ରୋ ପରିଯୋଜନାକୁ ପ୍ରୋତ୍ସାହିତ କଲେ ପ୍ରଧାନମନ୍ତ୍ରୀ
September 07th, 12:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଇନ ମିନିଟ୍ସ ପରିକଳ୍ପନା ଅନୁରୂପ ଆଜି ବିଭିନ୍ନ ମୁମ୍ବାଇ ମେଟ୍ରୋ ପରିଯୋଜନାର ଉଦଘାଟନ କରିଥିଲେ ଏବଂ ଆଧାରଶୀଳା ରଖିଥିଲେ । ଏହି ପରିଯୋଜନା ଫଳରେ ସହରରେ ମେଟ୍ରୋ ମୌଳିକ ଢ଼ାଂଚାକୁ ପ୍ରୋତ୍ସାହନ ମିଳିବ ଏବଂ ପ୍ରତ୍ୟେକ ମୁମ୍ବାଇବାସୀଙ୍କ ପାଇଁ ସୁରକ୍ଷିତ, ଦ୍ରୂତ ଓ ଉନ୍ନତ ଯାତାୟତର ସାଧନ ଉପଲବ୍ଧ ହେବ ।କୋଏମ୍ବାଟୁର ଶ୍ରୀରାମକୃଷ୍ଣ ମଠ ଦ୍ଵାରା ଆୟୋଜିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ବତ୍କୃତାର 125ତମ ବର୍ଷ ପୂର୍ତ୍ତିର ଉଦଯାପନୀ ସମାରୋହକୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 11th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଏମ୍ବାଟୁରସ୍ଥିତ ଶ୍ରୀରାମକୃଷ୍ଣ ମଠ ପକ୍ଷରୁ ଆୟୋଜିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ବତ୍କୃତାର 125ତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କରିଛନ୍ତି ।ଯେଉଁ ଦଳରେ କୌଣସି ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ,ସେମାନଙ୍କଠୁ ଗଣତନ୍ତ୍ରର ଆଦର୍ଶକୁ ପାଳନ କରିବାର ନେଇ ବିଶ୍ୱାସ କରାଯାଇପାରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
June 26th, 12:50 pm
ମୁମ୍ବାଇରେ ଜରୁରୀକାଳୀନ ପରିସ୍ଥିତି ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଏବଂ ଦେଶକୁ ଜେଲରେ ପରିବର୍ତ୍ତନ କରିବା ପ୍ରସଙ୍ଗରେ କଂଗ୍ରେସ ଦଳକୁ ସମାଲୋଚନା କରିଛନ୍ତି ।କଂଗ୍ରେସ ଆମର ବୀର ଯବାନଙ୍କ ଅପମାନ କରିଛନ୍ତି ,ସେମାନେ କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ନାହାନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
May 03rd, 01:17 pm
କର୍ଣ୍ଣାଟକର କଲବୁର୍ଗୀ ରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ରାଜ୍ୟରେ ନିର୍ବାଚନ କର୍ଣ୍ଣାଟକର ଭବିଷ୍ୟତ ନିର୍ଣ୍ଣୟ କରିବାକୁ ଯାଉଛି । '' ଏହା ମହିଳାଙ୍କ ସୁରକ୍ଷା ଏବଂ କୃଷକମାନଙ୍କ ହିତ ବିଷୟରେ । ମାନିନିଅନ୍ତୁ ,ଏହା କେବଳ ବିଧାୟମାନଙ୍କୁ ଚୟନ କରିବା ବିଷୟରେ ନାହିଁ ,ଏହା ତାହା ଉର୍ଦ୍ଧରେ ବୋଲି ପ୍ରଧାନମନ୍ତ୍ରୀ କହିଲେ ।ଶୃଙ୍ଖଳା ଓ ଧୈର୍ଯ୍ୟର ସହ ନୋଟ ପ୍ରତିବଦଳ ଚାଲିଥିବାରୁ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ପ୍ରକାଶ,
November 10th, 08:10 pm
PM Narendra Modi expressed happiness at the patient and orderly manner in which the citizens are getting the notes exchanged in banks following the cancellation of the legal tender character of the high denomination bank notes of Rs.500 and Rs.1000. The PM said that it is heartening to see such warmth, enthusiasm and patience of the citizens to bear this limited inconvenience for a greater good.ଉପରାଷ୍ଟ୍ରପତିଙ୍କ ଦ୍ୱାରା ରଚିତ ପୁସ୍ତକ ‘Citizen and Society’ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
September 23rd, 01:42 pm
PM Narendra Modi attended a function for release of the book ‘Citizen and Society,’ written by Vice-President, Hamid Ansari. PM Modi congratulated the Vice President for presenting his thoughts to the future generations through the book. “India should be proud to be a country of so many dialects and languages, and so many different faiths, living in harmony”, PM Modi remarked at the event.