ରୋଜଗାର ମେଳା ଅଧୀନରେ ଅଗଷ୍ଟ ୨୮ ତାରିଖରେ ସରକାରୀ ବିଭାଗ ଏବଂ ସଂଗଠନ ଗୁଡିକରେ ନବନିଯୁକ୍ତ ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

August 27th, 07:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଅଗଷ୍ଟ, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ ।

ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

March 13th, 10:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ପ୍ରଶଂସା କରିଛନ୍ତି ।

ସିଆଇଏସ୍ଏଫ୍ ପ୍ରତିଷ୍ଠା ଦିବସରେ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

March 10th, 11:07 am

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଆଇଏସ୍ଏଫ୍ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେୱଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ ପ୍ରଧାନମନ୍ତ୍ରୀ

October 31st, 03:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କେୱଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।

ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

October 31st, 02:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ କେୱଡ଼ିଆଠାରେ ଏକ ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳର ଉଦଘାଟନ କରିଛନ୍ତି ।

ସିଆଇଏସଏଫର 50ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ

March 10th, 11:01 am

ଏକ ସଂଗଠନ ହିସାବରେ ଆପଣମାନେ ଯେଉଁ 50 ବର୍ଷ ପୂରଣ କରିଛନ୍ତି, ତାହା ନିଜସ୍ୱ ଦୃଷ୍ଟିରୁ ଏକ ପ୍ରଶଂସନୀୟ ଉପଲବ୍ଧି । ଏବଂ ଏହି କାର୍ଯ୍ୟକୁ ଏପର୍ଯନ୍ତ ପହଞ୍ଚାଇବାରେ ଆଜି ସିଆଇଏସଏଫରେ ଯେଉଁକିଛି ବ୍ୟବସ୍ଥା ହୋଇଛି, ଏହାର ଯେଉଁ ଯୋଗଦାନ ରହିଛି, ତାହା ମଧ୍ୟ ଉଲ୍ଲେଖନୀୟ । କିନ୍ତୁ 50 ବର୍ଷର କାଳଖଣ୍ଡରେ ଯେଉଁ ଯେଉଁ ମହାନୁଭବଗଣ ଏହାର ଦାୟିତ୍ୱ ନିର୍ବାହ କରିଛନ୍ତି, ଏହାର ନେତୃତ୍ୱ ନେଇଛନ୍ତି ସେମାନେ ମଧ୍ୟ ପ୍ରଶଂସନୀୟ ।

ସିଆଇଏସଏଫର 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

March 10th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ଇନ୍ଦିରାପୁରମଠାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀ (ସିଆଇଏସଏଫ) 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଛନ୍ତି ।

ଆସନ୍ତାକାଲି ସିଆଇଏସଏଫର 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

March 09th, 05:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମାର୍ଚ୍ଚ 10, 2019ରେ ଗାଜିଆବାଦ ଠାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀ (ସିଆରପିଏଫ)ର 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ ।

କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଗଠନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

March 10th, 10:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଗଠନ ଦିବସ ଅବସରରେ ସିଆଇଏସଏଫ’ର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

PM greets CISF on their 48th Raising Day

March 10th, 12:22 pm

PM Narendra Modi today greeted CISF on their 48th Raising Day. The PM tweeted, Greetings to CISF on their 48th Raising Day. This dynamic force plays a vital role in securing key units & establishments across India.

BJP Is the Only Ray of Hope for Development of Uttar Pradesh: PM Modi

February 15th, 02:25 pm

Prime Minister Narendra Modi addressed a large gathering in Kannauj, Uttar Pradesh. PM Modi alleged that the SP government had only helped increasing crime and corruption in the state. He said, “What is 'UP' in Uttar Pradesh are crime rates, migration of youth for jobs, corruption, riots, poverty, mortality rate, school dropouts.”

କୃଷକ ଏବଂ ଗରିବଙ୍କ କଲ୍ୟାଣ ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ ମୋଦୀ

February 15th, 02:22 pm

PM Modi addressed a large gathering in Kannauj, Uttar Pradesh. Shri Modi said that the first responsibility of the government was to work for the poor, the marginalized and the underprivileged but sadly, SP government in UP was against the empowerment of the poor. PM attacked the opposition and said that SP, BSP, Congress all had been favouring each other in some way or the other in these elections. He said BJP was the only ray of hope development of UP.

PM salutes CISF personnel on 46th Raising Day of CISF

March 10th, 12:00 pm

PM salutes CISF personnel on 46th Raising Day of CISF