ରାଜସ୍ଥାନର ଚିତ୍ତୋରଗଡ଼ର ସାନୱାରିଆ ସେଠ୍ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିଛନ୍ତି

October 02nd, 04:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଚିତ୍ତୋରଗଡ଼ର ସାନୱାରିଆ ସେଠ୍ ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି ।

Paper leak mafia will be held accountable and punished, I guarantee the youth of Rajasthan: PM Modi

October 02nd, 12:30 pm

In Chittorgarh, Rajasthan, PM Modi remarked that the sentiments and aspirations of both Rajasthan and Mewar are vividly evident in the immense crowd gathered here today. Entire Rajasthan is saying – ‘Rajasthan ko Bachayenge, Bhajpa Sarkar ko Layenge’. In a public address, the PM expressed deep regret over the five-year tenure of the Congress government in Rajasthan, citing a tarnished reputation for the state due to rising crime, anarchy, riots, stone pelting, and atrocities against women, Dalits, and backward classes.

PM Modi addresses a public meeting at Chittorgarh in Rajasthan

October 02nd, 12:00 pm

In Chittorgarh, Rajasthan, PM Modi remarked that the sentiments and aspirations of both Rajasthan and Mewar are vividly evident in the immense crowd gathered here today. Entire Rajasthan is saying – ‘Rajasthan ko Bachayenge, Bhajpa Sarkar ko Layenge’. In a public address, the PM expressed deep regret over the five-year tenure of the Congress government in Rajasthan, citing a tarnished reputation for the state due to rising crime, anarchy, riots, stone pelting, and atrocities against women, Dalits, and backward classes.

ରାଜସ୍ଥାନର ଚିତ୍ତୋଡଗଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 02nd, 11:58 am

ଆଜି ଆମ ସମସ୍ତଙ୍କର ପ୍ରେରଣାର ସ୍ରୋତ ପୂଜ୍ୟ ବାପୁ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ। ଗତକାଲି ଅକ୍ଟୋବର ପହିଲାରେ ରାଜସ୍ଥାନ ସମେତ ସମଗ୍ର ଦେଶ ସ୍ୱଚ୍ଛତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା । ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ମୁଁ ସମସ୍ତ ଦେଶବାସୀଙ୍କୁ କୃତଜ୍ଞତା ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚିତ୍ତୋଡଗଡ ଓ ରାଜସ୍ଥାନରେ ୭୦୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ତଥା ଶିଳାନ୍ୟାସ

October 02nd, 11:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିତ୍ତୋଡଗଡ ଓ ରାଜସ୍ଥାନରେ ପ୍ରାୟ ୭୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ୍ ପାଇପ୍‌ଲାଇନ, ଆବୁ ରୋଡରେ ଏଚପିସିଏଲ୍‌ର ଏଲ୍‌ପିଜି ପ୍ଲାଣ୍ଟ, ଆଜମେର ଆଇଓସିଏଲ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାରଣ ସୁବିଧା, ରେଳବାଇ ଓ ସଡକ ପ୍ରକଳ୍ପ, ନାଥଦ୍ୱାରାରେ ପର୍ଯ୍ୟଟନ ସୁବିଧା ଓ କୋଟାରେ ଆଇଆଇଆଇସିର ସ୍ଥାୟୀ କ୍ୟାମ୍ପସ୍ ।