ମଧ୍ୟପ୍ରଦେଶର ଚିତ୍ରକୁଟସ୍ଥିତ ଶ୍ରୀ ସଦ୍ ଗୁରୁ ସେବା ସଂଘ ଟ୍ରଷ୍ଟରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି
October 27th, 07:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଶ୍ରୀ ସଦ୍ଗୁରୁ ସେବା ସଂଘ ଟ୍ରଷ୍ଟ ଚିତ୍ରକୁଟଠାରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ମୋଦୀ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ସହ ପୂଜା ରଣଛୋଡ଼ ଦାସ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ଗୁରୁକୁଳର କାର୍ଯ୍ୟକଳାପକୁ ଦେଖିବା ପାଇଁ ଗ୍ୟାଲେରି ବୁଲିଥିଲେ। ଏହାପରେ ସେ ସଦ୍ଗୁରୁ ନେତ୍ର ଚିକିତ୍ସାଳୟ ଅଭିମୁଖେ ଯାଇ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ବୁଲିଥିଲେ। ସେ ସଦ୍ଗୁରୁ ମେଡିସିଟିର ମଡେଲ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।ମଧ୍ୟ ପ୍ରଦେଶର ଚିତ୍ରକୁଟ ତୁଲସୀ ପୀଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 03:55 pm
ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ପୂଜନୀୟ ଜଗତଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀ, ଏଠାକୁ ଆସିଥିବା ସମସ୍ତ ତପସ୍ୱୀ, ବରିଷ୍ଠ ସନ୍ଥଗଣ, ଋଷିଗଣ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !PM addresses programme at Tulsi Peeth in Chitrakoot, Madhya Pradesh
October 27th, 03:53 pm
PM Modi visited Tulsi Peeth in Chitrakoot and performed pooja and darshan at Kanch Mandir. Addressing the gathering, the Prime Minister expressed gratitude for performing puja and darshan of Shri Ram in multiple shrines and being blessed by saints, especially Jagadguru Rambhadracharya. He also mentioned releasing the three books namely ‘Ashtadhyayi Bhashya’, ‘Rambhadracharya Charitam’ and ‘Bhagwan Shri Krishna ki Rashtraleela’ and said that it will further strengthen the knowledge traditions of India. “I consider these books as a form of Jagadguru’s blessings”, he emphasized.ମଧ୍ୟପ୍ରଦେଶର ଚିତ୍ରକୁଟରେ ଲେଫ୍ଟନାଣ୍ଟ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 27th, 02:46 pm
ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ଜୀ, ସଦଗୁରୁ ସେବା ସଂଘ ଟ୍ରଷ୍ଟର ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରଲୋକମାନେ!ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
October 27th, 02:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ୧୯୬୮ ମସିହାରେ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଠାରୁ ପ୍ରେରଣା ପାଇଥିଲେ ଏବଂ ଟ୍ରଷ୍ଟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ସ୍ୱାଧୀନତା ପରବର୍ତ୍ତୀ ଭାରତର ଅନ୍ୟତମ ଅଗ୍ରଣୀ ଉଦ୍ୟୋକ୍ତା ଥିଲେ, ଯିଏ ଦେଶର ବିକାଶ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୭ ତାରିଖ ଦିନ ମଧ୍ୟ ପ୍ରଦେଶର ଚିତ୍ରକୂଟ ଗସ୍ତ କରିବେ
October 26th, 09:14 pm
ଅପରାହ୍ଣ ପ୍ରାୟ ୧.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସତନା ଜିଲ୍ଲାର ଚିତ୍ରକୂଟରେପହଂଚି ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ଠାରେ କେତେକ କାର୍ଯ୍ୟକ୍ରମରେଯୋଗଦେବେ । ସେ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବାପରେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ଯାଇ ଦିବଂଗତ ଶ୍ରୀ ଅରବିନ୍ଦ ଭାଇମଫତଲାଲଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପରେ ସେମଧ୍ୟ ଜାନକୀକୁଣ୍ଡ ଚିକିତ୍ସାଳୟର ନୂତନ ଶାଖାକୁ ଉଦଘାଟନ କରିବେ ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ।
September 14th, 12:01 pm
ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଜୀ, ଉତର ପ୍ରଦେଶ ସରକାରର ମନ୍ତ୍ରୀଗଣ, ଅନ୍ୟାନ୍ୟ ସାଂସଦଗଣ, ବିଧାୟକଗଣ ଏବଂ ଅଲିଗଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
September 14th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଛନ୍ତି । ସେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ
September 13th, 11:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ(ଷ୍ଟେଟ ୟୁନିଭରସିଟି)ର ଶିଳାନ୍ୟାସ କରିବେ । ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦିଆଯିବ । ଏହା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀରେ ଯୋଗଦେଇ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡଖଣ୍ଡର ମଡେଲ ପରିଦର୍ଶନ କରିବେ ।କୃଷକମାନଙ୍କ ପାଇଁ ମାତ୍ର 4% ସୁଧରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁନିଶ୍ଚିତ କରିବ କିସାନ୍ କ୍ରେଡିଟ୍ କାର୍ଡ ... ଅଧିକ ଜାଣନ୍ତୁ!
February 29th, 06:41 pm
ପ୍ରଧାନମନ୍ତ୍ରୀ-କିସାନ ଯୋଜନା ଆରମ୍ଭ ହେବାର ଏକ ବର୍ଷ ପୂରଣ ହେବା ପରେ, ପ୍ରଧାନମନ୍ତ୍ରୀ-କିସାନ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ କିସାନ କ୍ରେଡିଟ୍ କାର୍ଡ (କେସିସି) ବଣ୍ଟନ ପାଇଁ ଏକ ସାଚୁରେସନ୍ ଅଭିଯାନ ଉନ୍ମୋଚନ କରିଛନ୍ତି । ଏହି ଅଭିଯାନ ଏକ ଅଂଶ ଭାବରେ ସାରା ଦେଶରେ ପ୍ରଧାନମନ୍ତ୍ରୀ-କିସାନ 25 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ।ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ କିପରି ଅଞ୍ଚଳର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି ... ଅଧିକ ଜାଣିବା ପାଇଁ ପଢ଼ନ୍ତୁ !
February 29th, 06:41 pm
ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବ ଏବଂ ଦିଲ୍ଲୀ ସମେତ ବଡ଼ ବଡ଼ ସହର ସହ ଯୋଗାଯୋଗ କରିବାରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରିବ। ଉତ୍ତରପ୍ରଦେଶର ଚିତ୍ରକୁଟରେ 296 କିଲୋମିଟର ଲମ୍ବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ 10 ହଜାର କୃଷକ ଉତ୍ପାଦକ ସଂଗଠନର ଶୁଭାରମ୍ଭ କରିଛନ୍ତି ...ପଢ଼ନ୍ତୁ ସେମାନେ କିପରି କୃଷକମାନଙ୍କୁ ଉପକୃତ କରିବେ !
February 29th, 06:41 pm
କୃଷକମାନଙ୍କୁ ସେମାନଙ୍କ ଉତ୍ପାଦରେ ବାଣିଜ୍ୟ କରିବାରେ ସାହାଯ୍ୟ କରି କୃଷି ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ 10,000 କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଆରମ୍ଭ କରିଥିଲେ ।Bundelkhand Expressway will enhance connectivity in UP: PM Modi
February 29th, 02:01 pm
Prime Minister Narendra Modi laid the foundation stone for the 296-kilometres long Bundelkhand Expressway at Chitrakoot today. To be built at a cost of Rs 14,849 crore, the Expressway is expected to benefit Chitrakoot, Banda, Mahoba, Hamirpur, Jalaun, Auraiya and Etawah districts.ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଆଧାରଶିଳା ରଖିଲେ, ଏହାକୁ ଏକ ଐତିହାସିକ ଦିନ କହିଲେ ମୋଦୀ
February 29th, 02:00 pm
ଦେଶରେ ରୋଜଗାର ସୃଷ୍ଟି ପାଇଁ ଅନେକ ପଦକ୍ଷେପ ନେବାକୁ ସରକାରଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ ତଥା ପ୍ରସ୍ତାବିତ ଗଙ୍ଗା ଏକ୍ସପ୍ରେସୱେ ଦ୍ୱାରା ଉତ୍ତର ପ୍ରଦେଶ ସହ ସଂପର୍କ ବୃଦ୍ଧି ହେବା ସହ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି ଏବଂ ଏହା ବଡ ସହରଗୁଡିକରେ ଉପଲବ୍ଧ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ ।