କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 03rd, 03:50 pm
କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ୍ ଡୋଭାଲ୍ ଜୀ, କ୍ୟାବିନେଟ ସଚିବ, ବ୍ୟୁରୋର ନିର୍ଦେଶକ, ଅନ୍ୟାନ୍ୟ ଅଧିକାରୀଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ! ଆପଣ ସମସ୍ତଙ୍କୁ ସିବିଆଇର ୬ଠ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀର ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ।କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
April 03rd, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୪-୨୦୨୩) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉଦଘାଟନ କରିଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଏକ ସଂକଳ୍ପ ବଳରେ ଏପ୍ରିଲ ପହିଲା ୧୯୬୩ ମସିହାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗଠନ କରାହୋଇଥିଲା ।କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦ୍ୱାରା ଆୟୋଜିତ ଚିନ୍ତନ ଶିବିରରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
February 18th, 10:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଦ୍ୱାରା ଆୟୋଜିତ ଚିନ୍ତନ ଶିବିରରେ ଭାଗ ନେଇଛନ୍ତି ।ଅକ୍ଟୋବର ୨୮ରେ ରାଜ୍ୟଗୁଡିକର ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିରରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
October 26th, 10:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୮, ୨୦୨୨ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟଗୁଡିକର ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ । ହରିଆଣାର ସୁରଜକୁଣ୍ଡ ଠାରେ ଅକ୍ଟୋବର ୨୭ ଓ ୨୮, ୨୦୨୨ରେ ଏହି ଚିନ୍ତନ ଶିବିର ଆୟୋଜିତ ହେବ । ରାଜ୍ୟଗୁଡିକର ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ(ସିଏପିଏଫ) ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମହାନିର୍ଦ୍ଦେଶକମାନେ ଏହି ଚିନ୍ତନ ଶିବିରରେ ଭାଗ ନେବେ ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବର୍ଷ 2021 ର 21ଟି ସ୍ୱତନ୍ତ୍ର ଫଟୋ
December 31st, 11:59 am
ବର୍ଷ 2021 ଶେଷ ହେବାକୁ ଯାଉଥିବାବେଳେ, ଏଠାରେ ନଜର ପକାନ୍ତୁ ବର୍ଷ 2021 ର ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ସ୍ୱତନ୍ତ୍ର ଫଟୋ ।Narendra Modi speaks at ATVT Chintan Shibir
October 14th, 02:48 pm
Narendra Modi speaks at ATVT Chintan ShibirCM exhorts ITIs to imbibe the mantra of “Shramev Jayate”
July 28th, 12:57 pm
CM exhorts ITIs to imbibe the mantra of “Shramev Jayate”