ଗୁଜରାଟର ଛୋଟା ଉଦେପୁର ବୋଡେଲୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 27th, 08:14 pm

ମଂଚ ଉପରେ ବିରାଜମାନ ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ସାଥୀ ଗୁଜରାଟ ଭାଜପାର ଅଧ୍ୟକ୍ଷ ଶ୍ରୀମାନ ସି. ଆର. ପାଟିଲ, ଗୁଜରାଟ ସରକାରରେ ସମସ୍ତ ମନ୍ତ୍ରିଗଣ, ରାଜ୍ୟ ପଂଚାୟତର ପ୍ରତିନିଧି ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଗୁଜରାଟର ବୋଡେଲି, ଛୋଟାଉଦେପୁର ରେ 5200 କୋଟି ଟଙ୍କାରୁ ଅଧିକର ପ୍ରକଳ୍ପର ଶିଳାନ୍ୟାସ ଓ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

September 27th, 01:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବୋଡେଲି, ଛୋଟାଉଦେପୁରରେ 5200 କୋଟି ଟଙ୍କାରୁ ଅଧିକର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ଏଥିରେ ‘ମିଶନ୍ ସ୍କୁଲ୍ ଅଫ୍ ଏକ୍ସିଲେନ୍‌ସ’ କାର୍ଯ୍ୟକ୍ରମ ଅନ୍ତର୍ଗତ 4500 କୋଟି ଟଙ୍କାରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ, ‘ବିଦ୍ୟା ସମୀକ୍ଷା କେନ୍ଦ୍ର 2.0’ ର ଶିଳାନ୍ୟାସ ଏବଂ ଅନ୍ୟ ବିକାଶ ପ୍ରକଳ୍ପରେ ସାମିଲ୍ ହୋଇଛନ୍ତି।

୨୬-୨୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

September 25th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬-୨୭ ସେପ୍ଟେମ୍ବର ୨୦୨୩ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ। ସେପ୍ଟେମ୍ବର ୨୭ ପୂର୍ବାହ୍ନ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ବିକ ଶିଖର ବୈଠକରେ ୨୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତା’ପରେ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ବୋଦେଲୀ ଓ ଛୋଟା ଉଦୟପୁର ପହଂଚି ସେଠାରେ ୫୨୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

Congress raised 'Garibi Hatao' slogan, but poverty actually increased under its rule as it misguided people: PM Modi in Himmatnagar

December 01st, 11:30 am

Addressing his final rally of the day in Himmatnagar, PM Modi said, “In 20 years, the area covered by groundnut has more than doubled. Now the yield of groundnut is 8 times more in Sabarkantha as compared to earlier. I am told, this time farmers are getting very good money in the purchase of groundnut. The facility of cold storage for potatoes here has also brought a lot of ease to the farmers. The happiness of all of us grows today when french fries made from Sabarkantha potatoes are exported.”

PM Modi addresses public meetings in Kalol, Chhota Udepur and Himmatnagar, Gujarat

December 01st, 11:29 am

Continuing his campaigning spree for the second phase of assembly elections, PM Modi today addressed public meetings in Kalol, Chhota Udepur and Himmatnagar, Gujarat. Taking over the G20 presidency, PM Narendra Modi said today is a big day for India, a historic day. “With the blessings of Maa Kalika, today is an auspicious day for the presidency of India to begin in the G20. This is a matter of great pride for all of us,” he said.

In order to be a healthy nation we need to be free of the disease called misgovernance: CM at Chhota Udepur dist.

August 30th, 02:01 pm

In order to be a healthy nation we need to be free of the disease called misgovernance: CM at Chhota Udepur dist.