ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ମାଳଦ୍ୱୀପ ମଧ୍ୟରେ ରାଜିନାମାକୁ କ୍ୟାବିନେଟ୍ ଅନୁମୋଦନ କରିଛି

May 17th, 04:00 pm

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏ) ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ମାଳଦ୍ୱୀପ (ସିଏ ମାଳଦ୍ୱୀପ) ମଧ୍ୟରେ ରାଜିନାମା ସ୍ୱାକ୍ଷରକୁ ଅନୁମୋଦନ କରିଛି ।

ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସମସ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 01st, 10:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସମସ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ଅର୍ଥନୀତି କ୍ଷେତ୍ରରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଗୁରୁତ୍ୱ ଉପରେ ନିଜର ମତ ରଖିଛନ୍ତି ।

ଭାରତର ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱ ପାଇଁ ଏକ କେସ ଷ୍ଟଡି ହୋଇପାରେ: 'ମନ୍ କି ବାତ୍' ରେ ପ୍ରଧାନମନ୍ତ୍ରୀ ମୋଦୀ

June 27th, 11:30 am

ମନ୍ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଟୋକିଓ ଅଲିମ୍ପିକ୍ସ ସମେତ ଅନେକ ବିଷୟରେ କହିଥିଲେ, ସ୍ୱର୍ଗତ ମିଲଖା ସିଂ ଏବଂ ତାଙ୍କ ଅବଦାନକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ଟିକାକରଣ ଅଭିଯାନ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହା ବିଶ୍ୱ ପାଇଁ ଏକ କେସ ଷ୍ଟଡି ହୋଇପାରେ। ସେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସହ କଥା ହୋଇଥିଲେ ଏବଂ କୌଣସି ଗୁଜବର ଶିକାର ନହେବାକୁ ଏବଂ ଟିକା ନେବାକୁ ଅନୁରୋଧ କରିଥିଲେ। ଜଳ ସଂରକ୍ଷଣ, ଅମୃତ ମହୋତ୍ସବ ଏବଂ ଅନ୍ୟାନ୍ୟ ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2020 ଅଗଷ୍ଟ 13ରେ ‘ସ୍ୱଚ୍ଛ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ ପ୍ଲାଟଫର୍ମର ଉଦ୍‌ଘାଟନ କରିବେ

August 12th, 11:00 am

ଅଗଷ୍ଟ 13, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ (ଟ୍ରାନ୍ସପାରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ) ପ୍ଲାଟଫର୍ମର ଉଦ୍‌ଘାଟନ କରିବେ ।

PM greets Chartered Accountants on Chartered Accountants' Day

July 01st, 10:35 am

The Prime Minister, Shri Narendra Modi, has greeted Chartered Accountants on Chartered Accountants' Day.

ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ : ପ୍ରଧାନମନ୍ତ୍ରୀ ମୋଦୀ

February 12th, 07:32 pm

ଟାଇମ୍ସ ନାଓ ସମ୍ମିଳନୀକୁ ସମ୍ବୋଧିତ କରି ,ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ,ଭାରତ ତୀବ୍ର ଗତିରେ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବ ।

ଇଣ୍ଡିଆ ଆକ୍ସନ ପ୍ଲାନ – 2020 ଶିଖର ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ

February 12th, 07:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ଇଣ୍ଡିଆ ଆକ୍ସନ ପ୍ଲାନ 2020ରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି ।

ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 21st, 04:31 pm

ମହାଲେଖାକାରରେ ମୋତେ ପୁଣି ଥରେ ଆସିବାର ସୁଯୋଗ ମିଳିଛି । ଅଧିକ ସୁଯୋଗ ତ ମୋତେ ମିଳୁ ନାହିଁ କଥାବାର୍ତ୍ତା କରିବା ପାଇଁ କିନ୍ତୁ କିଛି ସମୟରେ ହିଁ କିଛି ଅନୁଭବ ହୋଇ ଯାଇଥାଏ । ଗାନ୍ଧିଜୀଙ୍କର 150ତମ ଜନ୍ମ ଜୟନ୍ତୀ ବର୍ଷରେ ଏହି କାର୍ଯ୍ୟକ୍ରମ ହେବା, ଏହା ମଧ୍ୟ ହେଉଛି ନିଜକୁ ନିଜ ମଧ୍ୟରେ ଏକ ସୁଖଦ ଅନୁଭବ । ଆଉ ଗାନ୍ଧିଜୀ କହୁଥିଲେ କି ଯେଉଁଭଳି ଭାବେ ବ୍ୟକ୍ତି ନିଜର ପିଠିକୁ ଦେଖିପାରେ ନାହିଁ, ନିଜର ପଛ ଦେଖିପାରେ ନାହିଁ, ସେହିଭଳି ଭାବେ ବ୍ୟକ୍ତି ପାଇଁ ନିଜର ତ୍ରୁଟିଗୁଡ଼ିକୁ ଦେଖିବା ମଧ୍ୟ ବଡ଼ କଷ୍ଟକର ହୋଇଥାଏ ।

ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିଙ୍କର ବୃହତ ଭୂମିକା ରହିଛି – ପ୍ରଧାନମନ୍ତ୍ରୀ

November 21st, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମେଳନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିର ମହତ୍ଵପୂର୍ଣ୍ଣ ଭୂମିକା ରହିଛି ।

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

July 01st, 12:46 pm

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Social Media Corner 2nd July 2017

July 02nd, 08:37 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଦିବସରେ ଦିଲ୍ଲୀ, IGI ଷ୍ଟାଡିୟମରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

July 01st, 08:07 pm

ମୋ ପାଇଁ ଏହା ଖୁସିର କଥା ଯେ ଏହି ଐତିହାସିକ ଅବସରରେ ମୁଁ ଆପଣମାନଙ୍କ ଗହଣରେ ଉପସ୍ଥିତ ଅଛି । ଏହା ମୋ ପାଇଁ ସୌଭାଗ୍ୟର ବିଷୟ । ଯୁବକଗଣ, ଚାର୍ଟାର୍ଡ ଏକାଉଣ୍ଟାଣ୍ଟ କ୍ଷେତ୍ର ସହିତ ଅନେକ ବର୍ଷ ଧରି ଯୋଡ଼ି ରହିଥିବା ସମସ୍ତ ମହାନୁଭବ, ଆପଣଙ୍କୁ ଦେଶର ସଂସଦ ଏକ ପବିତ୍ର ଅଧିକାର ଦେଇଛି । ସେଇଠି ଖାତାରେ ଠିକ୍ କୁ ଠିକ୍ ଏବଂ ଭୁଲ୍ କୁ ଭୁଲ୍ ବୋଲି ପ୍ରାମାଣିକତା ଦେବାର, ଅଡିଟ୍ କରିବାର, ଏହି ଅଧିକାର କେବଳ ଏବଂ କେବଳ ଆପଣଙ୍କ ପାଖରେ ରହିଛି । ଯେପରି ଡାକ୍ତର ସମାଜର ଏବଂ ବ୍ୟକ୍ତିର ଶାରୀରିକ ସ୍ୱାସ୍ଥ୍ୟର ଚିନ୍ତା କରିଥାନ୍ତି ସେହିପରି ଆପଣଙ୍କ ଉପରେ ସମାଜର ଆର୍ଥିକ ସ୍ୱାସ୍ଥ୍ୟର ଉତ୍ତରଦାୟିତ୍ୱ ରହିଛି ।

PM addresses gathering on the occasion of Chartered Accountants’ Day

July 01st, 08:06 pm

Prime Minister Narendra Modi, today while speaking at Chartered Accountants Day said that the CAs were responsible for maintaining a good economic health of the country just as a doctor ensures good health of any patient. Shri Modi spoke at length about curbing the menace of corruption and CAs could play a vital role in doing so.

PM wishes doctors and CAs on Doctor's Day and CA Day

July 01st, 11:49 am