
ଗ୍ରାମୀ ପୁରସ୍କାର ଜିତିଥିବାରୁ ସଂଗୀତଜ୍ଞ ଚନ୍ଦ୍ରିକା ଟଣ୍ଡନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
February 03rd, 02:32 pm
ଆଲ୍ବମ୍ ତ୍ରିବେଣୀ ପାଇଁ ଗ୍ରାମୀ ପୁରସ୍କାର ଜିତିଥିବାରୁ ପ୍ରଧାନମନ୍ତ୍ରୀ ଆଜି ସଂଗୀତଜ୍ଞ ଚନ୍ଦ୍ରିକା ଟଣ୍ଡନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ଉଦ୍ୟୋଗୀ, ସମାଜସେବୀ ତଥା ସଂଗୀତଜ୍ଞ ଭାବରେ ତାଙ୍କର ଉପଲବ୍ଧିକୁ ସେ ପ୍ରଶଂସା କରିଥିଲେ ।