ହିମାଚଳ ପ୍ରଦେଶର ଚମ୍ବାରେ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

October 13th, 05:23 pm

ସର୍ବପ୍ରଥମେ ମୁଁ ଚମ୍ବାବାସୀଙ୍କୁ କ୍ଷମା ମାଗୁଛି କାରଣ ଏଥର ମୋତେ ଏଠାକୁ ଆସିବାରେ ବହୁତ ବିଳମ୍ବ ହୋଇଗଲା, କିଛି ବର୍ଷ ଏହା ମଧ୍ୟ ବତିଯାଇଛି । କିନ୍ତୁ ମୋର ସୌଭାଗ୍ୟ ଯେ ପୁଣି ଆଜି ସମସ୍ତଙ୍କ ମଧ୍ୟକୁ ଆସି ଆପଣ ସମସ୍ତଙ୍କର ଦର୍ଶନ କରିବାର, ଆପଣଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ମୋତେ ଅବସର ମିଳିଲା ।

PM lays foundation stone of two hydropower projects in Chamba, Himachal Pradesh

October 13th, 12:57 pm

PM Modi laid the foundation stone of two hydropower projects and launched Pradhan Mantri Gram Sadak Yojana -III in Chamba. India’s Azadi ka Amrit Kaal has begun during which we have to accomplish the goal of making, he added.

ଅକ୍ଟୋବର ୧୩ ତାରିଖରେ ହିମାଚଳ ପ୍ରଦେଶର ଉନା ଏବଂ ଚାମ୍ବା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

October 12th, 03:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩ ତାରିଖରେ ହିମାଚଳ ପ୍ରଦେଶ ଗସ୍ତ କରିବେ । ଉନାରେ ପ୍ରଧାନମନ୍ତ୍ରୀ ଉନା ହିମାଚଳ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇବେ ଶୁଭାରମ୍ଭ କରିବେ । ଏହା ପରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଇଆଇଆଇଟି ଉନାକୁ ଦେଶ ପାଇଁ ଉତ୍ସର୍ଗ କରିବେ ଏବଂ ଉନାରେ ଏକାଧିକ ଔଷଧ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପରେ, ଚାମ୍ବା ଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦୁଇଟି ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ହିମାଚଳ ପ୍ରଦେଶରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‍ଜିଏସ୍‍ୱାଇ) -୩ର ଆରମ୍ଭ କରିବେ ।

ହିମାଚଳ ପ୍ରଦେଶର ଚମ୍ବା ବସ ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

March 10th, 07:47 pm

ହିମାଚଳ ପ୍ରଦେଶର ଚମ୍ବାଠାରେ ହୋଇଥିବା ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।