List of Highest Civilian Honours and International Awards Bestowed on PM Modi
May 22nd, 12:14 pm
Prime Minister Narendra Modi has been conferred highest civilian honours by several nations. These recognitions are a reflection of PM Modi’s leadership and vision which has strengthened India’s emergence on the global stage. It also reflects India’s growing ties with countries around the world.ସେରାୱିକ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଭାଷଣ
March 05th, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ 2021ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଆମର ମହାନ ମାତୃଭୂମି, ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ବହୁ ଶତାବ୍ଦୀ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତୀୟମାନେ ଅଗ୍ରଣୀ ରହିଆସିଛନ୍ତି। ଆମର ସଂସ୍କୃତି, ପ୍ରକୃତି ଏବଂ ଦେବତ୍ୱ ପରସ୍ପର ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଥିଲେ।ବର୍ତ୍ତମାନ ଯୁକ୍ତିଯୁକ୍ତ ଏବଂ ପରିବେଶଗତ ଭାବରେ ଚିନ୍ତା କରିବାର ସମୟ ଆସିଛି। ଏହା ମୋର କିମ୍ବା ଆପଣଙ୍କ କଥା ନୁହେଁ। ଏହା ଆମ ଗ୍ରହର ଭବିଷ୍ୟତ ସହ ଜଡ଼ିତ : ପ୍ରଧାନମନ୍ତ୍ରୀ
March 05th, 06:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ 2021ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଆମର ମହାନ ମାତୃଭୂମି, ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ବହୁ ଶତାବ୍ଦୀ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତୀୟମାନେ ଅଗ୍ରଣୀ ରହିଆସିଛନ୍ତି। ଆମର ସଂସ୍କୃତି, ପ୍ରକୃତି ଏବଂ ଦେବତ୍ୱ ପରସ୍ପର ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଥିଲେ।ମାର୍ଚ୍ଚ 5ରେ CERA Week ବୈଶ୍ଵିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ କରିବା ସହିତ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
March 04th, 06:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ମାର୍ଚ୍ଚ 05, 2021 ସନ୍ଧ୍ୟା 7ଟା ସମୟରେ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (CERA Week) ବୈଶ୍ଵିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ କରିବା ସହିତ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ।