Ken-Betwa Link Project will open new doors of prosperity in Bundelkhand region: PM in Khajuraho, MP
December 25th, 01:00 pm
PM Modi inaugurated and laid the foundation stone of multiple development projects in Khajuraho. Highlighting that Shri Vajpayee's government in the past had seriously begun addressing water-related challenges, but were sidelined after 2004, the PM stressed that his government was now accelerating the campaign to link rivers across the country. He added that the Ken-Betwa Link Project is about to become a reality, opening new doors of prosperity in the Bundelkhand region.PM Modi lays foundation stone of Ken-Betwa River Linking National Project in Khajuraho, Madhya Pradesh
December 25th, 12:30 pm
PM Modi inaugurated and laid the foundation stone of multiple development projects in Khajuraho. Highlighting that Shri Vajpayee's government in the past had seriously begun addressing water-related challenges, but were sidelined after 2004, the PM stressed that his government was now accelerating the campaign to link rivers across the country. He added that the Ken-Betwa Link Project is about to become a reality, opening new doors of prosperity in the Bundelkhand region.ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳା ଅଧିନରେ ଥିବା ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନଗୁଡ଼ିକରେ ନୂତନ ଭାବେ ନିଯୁକ୍ତି ପାଇଥିବା ନିଯୁକ୍ତିଦାତାମାନଙ୍କୁ ପ୍ରାୟ ୭୧,ଠଠଠ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 16th, 11:09 am
ଆଜି ୭୦ ହଜାରରୁ ଅଧିକ ଯୁବଗୋଷ୍ଠୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନମାନଙ୍କରେ ସରକାରୀ ଚାକିରିର ନିଯୁକ୍ତିପତ୍ର ଗ୍ରହଣ କରୁଛନ୍ତି । ଆପଣ ସମସ୍ତେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି । ମୁଁ ଆପଣ ଏବଂ ଆପଣଙ୍କ ପରିବାରକୁ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି । କିଛିଦିନ ପୂର୍ବରୁ ଗୁଜରାଟରେ ମଧ୍ୟ ଏମିତି ହଜାର ହଜାର ଲୋକମାନଙ୍କୁ ରୋଜଗାର ଦେଉଥିବା ରୋଜଗାର ମେଳା ଲାଗିଥିଲା । ଚଳିତ ମାସରେ ଆସାମରେ ମଧ୍ୟ ଗୋଟିଏ ବଡ଼ ରୋଜଗାର ମେଳା ଆୟୋଜିତ ହେବାକୁ ଯାଉଛି । ଭାରତ ସରକାର ଏବଂ ଫର୍ଜୀ ଷ୍ଟେଟ୍ ଆକାଉଣ୍ଟସରେ ଏହିଭଳି ଭାବରେ ରୋଜଗାର ମେଳା, ଯୁବଗୋଷ୍ଠୀଙ୍କ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାକୁ ରଖିପାରୁଛି ।ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 16th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬-୦୫-୨୦୨୩) ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।ନୂଆଦିଲ୍ଲୀରେ ଇକୋନୋମିକ ଟାଇମ୍ସ ବୈଶ୍ୱିକ ବ୍ୟବସାୟିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 17th, 08:59 pm
ମୁଁ ମୋ କଥା ଉପରକୁ ଆସିବା ପୂର୍ବରୁ ଶିବ ଶକ୍ତି ଏବଂ ଲକ୍ଷ୍ମୀ ଉପାସନା ଆଡକୁ ଟିକେ, ଆପଣମାନେ ପ୍ରସ୍ତାବ ଦେଇଥିଲେ ଆୟକର ଟିକସ ବୃଦ୍ଧି କରିବା ପାଇଁ, ଜଣା ନାହିଁ ପରେ ଏହି ଲୋକମାନେ କଣ କରିବେ, କିନ୍ତୁ ଆପଣମାନଙ୍କ ସୂଚନା ପାଇଁ ଚଳିତ ବଜେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ଏବଂ ବିଶେଷ କରି ଯଦି ମହିଳାମାନେ ବ୍ୟାଙ୍କରେ ଜମା କରିବେ ଆଉ ଦୁଇ ବର୍ଷ ସମୟ ସ୍ଥିର କରନ୍ତି, ତେବେ ସେମାନଙ୍କୁ ଏକ ସୁନିଶ୍ଚିତ ସ୍ୱତନ୍ତ୍ର ପ୍ରକାରର ସୁଧ ଦିଆଯିବ ଆଉ ମୁଁ ବୁଝାଉଛି ଯେ, ଆପଣମାନେ ଯାହା କହୁଛନ୍ତି ତାହା ଏକ ଭଲ ପଦକ୍ଷେପ ଆଉ ବୋଧହୁଏ ଏହା ଆପଣମାନଙ୍କୁ ପସନ୍ଦ ଆସିବ। ଏବେ ଏହା ହେଉଛି ଆପଣମାନଙ୍କର ସଂପାଦକୀୟ ବିଭାଗର କାର୍ଯ୍ୟ, ସେମାନେ ସମସ୍ତ ବିଷୟ ଖୋଜି କେବେ ଉଚିତ ଲାଗିବ ତେବେ, ଏହାକୁ ସ୍ଥାନ ଦେବେ। ଦେଶ ଏବଂ ସାରା ବିଶ୍ୱରୁ ଆସିଥିବା, ବ୍ୟବସାୟ ନେତୃତ୍ୱଙ୍କୁ ଅଭିନନ୍ଦନ ଜଣାଉଛି, ସ୍ୱାଗତ କରୁଛି ।ଦିଲ୍ଲୀ ଠାରେ ଇକୋନୋମିକ୍ ଟାଇମ୍ସର ଗ୍ଲୋବାଲ୍ ବିଜନେସ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 17th, 08:02 pm
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ତିନି ବର୍ଷ ପୂର୍ବେ ଇଟି ଗ୍ଲୋବାଲ ବିଜିନେସ୍ ସମ୍ମିଳନୀରେ ତାଙ୍କର ଶେଷ ଯୋଗଦାନ ପରେ ଘଟିଥିବା ପରିବର୍ତ୍ତନଗୁଡିକ ଉଲ୍ଲେଖ କରିଛନ୍ତି । ସେ ସ୍ମରଣ କରିଛନ୍ତି ଯେ ଗତ ସମ୍ମିଳନୀ ଶେଷ ହେବାର ତିନି ଦିନ ପରେ ଡବ୍ଳୁଏଚଓ କୋଭିଡକୁ ମହାମାରୀ ଘୋଷଣା କରିଥିଲା ଯାହା ବିଶ୍ୱ ତଥା ଭାରତରେ ବ୍ୟାପକ ଦ୍ରୁତ ପରିବର୍ତ୍ତନ ଘଟାଇଥିଲା ।ମନର କଥା ୨.୦ (ଏକବିଂଶ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
February 28th, 11:00 am
During Mann Ki Baat, PM Modi, while highlighting the innovative spirit among the country's youth to become self-reliant, said, Aatmanirbhar Bharat has become a national spirit. PM Modi praised efforts of inpiduals from across the country for their innovations, plantation and biopersity conservation in Assam. He also shared a unique sports commentary in Sanskrit.PM holds meeting with CMs of six States to review the flood situation
August 10th, 03:30 pm
Prime Minister Shri Narendra held a meeting today through video conference with Chief Ministers of six States, namely Assam, Bihar, Uttar Pradesh, Maharashtra, Karnataka and Kerala,to review their preparedness to deal with south-west monsoon and current flood situation in the country.The meeting was also attended by Defence Minister, Health Minister, both the Minister of State in Home Affairs, and senior officers of the concerned central Ministries and organizations.