ରୋଜଗାର ମେଳା ଅଧୀନରେ ଅଗଷ୍ଟ ୨୮ ତାରିଖରେ ସରକାରୀ ବିଭାଗ ଏବଂ ସଂଗଠନ ଗୁଡିକରେ ନବନିଯୁକ୍ତ ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
August 27th, 07:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଅଗଷ୍ଟ, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ ।ସିଆରପିଏଫ କର୍ମଚାରୀଙ୍କ ବୃକ୍ଷ ରୋପଣ ଅଭିଯାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
October 29th, 10:30 pm
ପ୍ରଧାନମନ୍ତ୍ରୀ ସିଆରପିଏଫ କର୍ମଚାରୀଙ୍କ ବୃକ୍ଷରୋପଣ ଅଭିଯାନକୁ ପ୍ରଶଂସା କରିଛନ୍ତି । ଏଥିରେ ବିଶ୍ୱନାଥ ଧାମ ଓ ଜ୍ଞାନବାପି ଠାରେ ସୁରକ୍ଷା ପାଇଁ ମୁତୟନ ସିଆରପିଏଫ ଜୱାନମାନେ ୭୫ ହଜାର ବୃକ୍ଷ ରୋପଣ ସାମିଲ ରହିଛି । ଏହି ଉଦ୍ୟମ ସାରା ଦେଶ ପାଇଁ ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ସିଆରପିଏଫ ସ୍ଥାପନା ଦିବସରେ ଏହାର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
July 27th, 09:49 am
କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ସ୍ଥାପନା ଦିବସ ଅବସରରେ ଏହାର କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।We are committed to free Tea, Tourism and Timber from the controls of mafia: PM Modi in Siliguri
April 10th, 12:31 pm
Addressing a massive rally ahead of fifth phase of election in West Bengal’s Siliguri, Prime Minister Narendra Modi today said, “The entire North Bengal has announced that TMC government is going and BJP government is coming. Today, the entire nation is proud to see the willpower of the people of Bengal. This willpower is of the ‘Ashol Poriborton’. This willpower is the power of ‘Sonar Bangla’.”PM Modi addresses public meetings at Siliguri and Krishnanagar, West Bengal
April 10th, 12:30 pm
PM Modi addressed two mega rallies ahead of fifth phase of election in West Bengal’s Siliguri and Krishnanagar. “The entire North Bengal has announced that TMC government is going and BJP government is coming. Today, the entire nation is proud to see the willpower of the people of Bengal. This willpower is of the ‘Ashol Poriborton’. This willpower is the strength of ‘Sonar Bangla’,” he said in Siliguri rally.PM salutes CRPF personnel, on its Valour Day today
April 09th, 04:49 pm
The courage of CRPF is widely known. On CRPF Valour Day today, I salute this brave force and remember the bravery of our CRPF personnel in Gujarat’s Sardar Patel Post in 1965. The sacrifices of the brave martyrs will never be forgotten. — PM Narendra Modiକେୱଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ ପ୍ରଧାନମନ୍ତ୍ରୀ
October 31st, 03:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କେୱଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
October 31st, 02:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ କେୱଡ଼ିଆଠାରେ ଏକ ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳର ଉଦଘାଟନ କରିଛନ୍ତି ।"ସ୍ୱଚ୍ଛତା ଭଳି ,ଆମେ ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନ କରିବା : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ "
June 30th, 11:30 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ଼ିଓ କାର୍ଯ୍ୟକ୍ରମ 'ମନ କି ବାତ' ଜରିଆରେ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ଗ୍ରହଣ କରିବା ପରେ ଏହା 'ମନ କି ବାତ' ର ପ୍ରଥମ ସଂସ୍କରଣ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ସମ୍ପ୍ରତି ସମ୍ପନ୍ନ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଯୋଗ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଥିଲେ । ସେ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ,ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତାନ୍ତ୍ରିକ ଅଧିକାର ଛଡ଼େଇ ନିଆଯାଇଥିଲା ।ସିଆଇଏସଏଫର 50ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ
March 10th, 11:01 am
ଏକ ସଂଗଠନ ହିସାବରେ ଆପଣମାନେ ଯେଉଁ 50 ବର୍ଷ ପୂରଣ କରିଛନ୍ତି, ତାହା ନିଜସ୍ୱ ଦୃଷ୍ଟିରୁ ଏକ ପ୍ରଶଂସନୀୟ ଉପଲବ୍ଧି । ଏବଂ ଏହି କାର୍ଯ୍ୟକୁ ଏପର୍ଯନ୍ତ ପହଞ୍ଚାଇବାରେ ଆଜି ସିଆଇଏସଏଫରେ ଯେଉଁକିଛି ବ୍ୟବସ୍ଥା ହୋଇଛି, ଏହାର ଯେଉଁ ଯୋଗଦାନ ରହିଛି, ତାହା ମଧ୍ୟ ଉଲ୍ଲେଖନୀୟ । କିନ୍ତୁ 50 ବର୍ଷର କାଳଖଣ୍ଡରେ ଯେଉଁ ଯେଉଁ ମହାନୁଭବଗଣ ଏହାର ଦାୟିତ୍ୱ ନିର୍ବାହ କରିଛନ୍ତି, ଏହାର ନେତୃତ୍ୱ ନେଇଛନ୍ତି ସେମାନେ ମଧ୍ୟ ପ୍ରଶଂସନୀୟ ।ସିଆଇଏସଏଫର 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ଇନ୍ଦିରାପୁରମଠାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀ (ସିଆଇଏସଏଫ) 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର 53ତମ ସଂସ୍କରଣ
February 24th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । “ମନ କି ବାତ୍” ଆରମ୍ଭ କରିବା ସମୟରେ ଆଜି ମନ ଦୁଃଖରେ ଭରି ରହିଛି । 10 ଦିନ ପୂର୍ବେ ଭାରତମାତା ନିଜର ବୀର ପୁତ୍ରମାନଙ୍କୁ ହରାଇଛି । ଏହି ପରାକ୍ରମୀ ବୀରମାନେ, ଆମ 125 କୋଟି ଭାରତୀୟମାନଙ୍କ ସୁରକ୍ଷା ପାଇଁ ନିଜର ବଳିଦାନ ଦେଇଛନ୍ତି ।Government committed to ensuring a house to the homeless by 2022: PM Modi
February 16th, 10:46 am
PM Modi, while addressing a gathering in Maharashtra's Yavatmal after launching various development projects said that the government was working hard to meet the target of ensuring house to every homeless by 2022. On Pulwama attack, the PM said that perpetrators will surely be punished and those responsible for the attack will be made to pay heavy price.ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ରର ୟବତମାଳ ଗସ୍ତ,
February 16th, 10:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୟବତମାଳ ଗସ୍ତ କରିଥିଲେ । ସେ ରାଜ୍ୟରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଉପସ୍ଥିତ ଥିଲେ ।କାଶ୍ମୀରର ପୁଲୱାମାଠାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା
February 14th, 07:22 pm
କାଶ୍ମୀରର ପୁଲୱାମାଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ ଭାବେ ନିନ୍ଦା କରିଛନ୍ତି ।ସୁକମା ଆକ୍ରମଣରେ ସହିଦ ବୀର ସିଆରପିଏଫ ଯବାନମାନଙ୍କୁ ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
March 13th, 06:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ସୁକମାରେ ହୋଇଥିବା ଆକ୍ରମଣରେ ସହିଦ ବୀର ସିଆରପିଏଫ ଯବାନମାନଙ୍କୁ ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।BJP lives in the hearts of people of Gujarat: PM Modi
December 11th, 06:30 pm
PM Narendra Modi today highlighted several instances of Congress’ mis-governance and their ignorance towards people of Gujarat.ଗୁଜରାଟ ମୋର ଆତ୍ମା ,ଭାରତ ମୋର ପରମାତ୍ମା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 27th, 12:19 pm
କଚ୍ଛ ,ଜସଦନ ଏବଂ ଆମରେଲିରେ ସାର୍ବଜନିକ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଉପେକ୍ଷା ଲାଗି କଂଗ୍ରେସ ଦଳ ଉପରେ ବର୍ଷିଲେ । ସେ କଂଗ୍ରେସକୁ ନିନ୍ଦା କରି କହିଲେ କଂଗ୍ରେସର ଭୁଲ ଶାସନ କଚ୍ଛ ଏବଂ ଗୁଜରାଟର ସମଗ୍ର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।କଂଗ୍ରେସ ହସ କ୍ଲବ ହୋଇଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ
November 02nd, 11:21 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ରେହାନ ଏବଂ ଧୌଲା କୁଆଁରେ ସାର୍ବଜନିକ ସଭାକୁ ସମ୍ବୋଧିତ କଲେ । ସେ ରାଜ୍ୟରେ ଜଳର ଉପଲବ୍ଧତା ସୁନିଶ୍ଚିତା ପାଇଁ ଶାନ୍ତା କୁମାରଙ୍କ ଯୋଗଦାନ ଏବଂ ପ୍ରେମ କୁମାର ଧୁମଲ ଜିଙ୍କ ଶିକ୍ଷା ଏବଂ ପର୍ଯ୍ୟଟନଙ୍କୁ ପ୍ରୋତ୍ସାହନ ପାଇଁ କାର୍ଯ୍ୟକୁ ପାଇଁ ସ୍ମରଣ କଲେ ।PM Modi addresses public meetings in Rehan and Dhaula Kuan in Himachal Pradesh
November 02nd, 11:16 am
Prime Minister Shri Narendra Modi addressed public meetings in Rehan and Dhaula Kuan, Himachal Pradesh. He recalled Shanta Kumar ji's contribution who ensured availability of water in the state, and Prem Kumar Dhumal ji who worked towards enhancing education & tourism.