ଜାମ୍ମୁ ଏବଂ କାଶ୍ମୀର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ

October 30th, 10:01 am

ଜାମ୍ମୁ-କାଶ୍ମୀରର ଉଦୀୟମାନ ଯୁବକମାନଙ୍କ ପାଇଁ, ଆମ ପୁଅ ଓ ଝିଅମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଜାମ୍ମୁ-କାଶ୍ମୀରରେ ୨୦ଟି ଭିନ୍ନ ଭିନ୍ନ ସ୍ଥାନରେ ୩ ହଜାର ଯୁବକମାନଙ୍କୁ ସରକାରଙ୍କ ଠାରେ କାମ କରିବାକୁ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି । ଏହି ଯୁବକମାନଙ୍କୁ ପିଡବ୍ଲୁଡି, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗ, ପଶୁପାଳନ, ଜଳଶକ୍ତି, ଶିକ୍ଷା-ସଂସ୍କୃତି ଭଳି ବିଭିନ୍ନ ବିଭାଗରେ ସେବା କରିବାର ସୁଯୋଗ ପାଇବାକୁ ଯାଉଛନ୍ତି । ଆଜି ନିଯୁକ୍ତିପତ୍ର ପାଇଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବଂ ରୋଜଗାର ମେଳାର ଏହି ଆୟୋଜନ ପାଇଁ ଶ୍ରୀମାନ ମନୋଜ ସିହ୍ନା ଜୀଙ୍କୁ ଏବଂ ତାଙ୍କର ପୁରା ଦଳକୁ ମଧ୍ୟ ଶୁଭକାମନା ଜଣାଉଛି । ମୋତେ କୁହାଯାଇଛି ଯେ ଆଗାମୀ ଦିନରେ ଅନ୍ୟ ବିଭାଗର ମଧ୍ୟ ୭୦୦ରୁ ଅଧିକ ନିଯୁକ୍ତିପତ୍ର ଦେବା ପାଇଁ ପ୍ରସ୍ତୁତ ଜୋରସୋରରେ ଚାଲିଛି । ଏହାର ଲାଭ ଯେଉଁ ଲୋକମାନଙ୍କୁ ମିଳିବ ଏବଂ ତାହା ମଧ୍ୟ କିଛି ଦିନ ମଧ୍ୟରେ ହେବାକୁଯାଉଛି ତାଙ୍କୁ ମଧ୍ୟ ମୁଁ ଆଗରୁ ଶୁଭେଚ୍ଛା ଜଣାଉଛି ।

ଜମ୍ମୁ ଓ କଶ୍ମୀର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

October 30th, 10:00 am

ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିର ଦିନଟିକୁ ଜମ୍ମୁ ଓ କଶ୍ମୀରର ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସଭାବେ ଅବିହିତ କରିଛନ୍ତି । ଜମ୍ମୁ ଓ କଶ୍ମୀରର ୨୦ଟି ବିଭିନ୍ନ ସ୍ଥାନରେ ନିଯୁକ୍ତିପତ୍ର ପାଇଥିବା ତିନି ହଜାର ଯୁବକଯୁବତୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଏହି ପିଲାମାନେ ପିଡବ୍ଲଡି, ସ୍ୱାସ୍ଥ୍ୟବିଭାଗ, ଖାଦ୍ୟ ଓ ସାଧାରଣ ବଣ୍ଟନ, ପଶୁସମ୍ପଦ, ଜଳଶକ୍ତି, ଶିକ୍ଷା ଓ ସଂସ୍କୃତି ବିଭାଗର କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ । ଆଗାମୀ ଦିନରେ ଆହୁରି ସାତଶହ ନିଯୁକ୍ତି ପ୍ରଦାନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ ।

ଘରୋଇକରଣ ଏବଂ ସମ୍ପତି ମୁଦ୍ରାୟନ ଉପରେ ଅନୁଷ୍ଠିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

February 24th, 05:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍‍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 24th, 05:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍‍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

"ମୁଁ ଆମର ଉଦ୍ୟୋଗୀଙ୍କୁ ' ବିକାଶ ରାଷ୍ଟ୍ରଦୂତ ' ବୋଲି ବିଚାର କରେ : ଇକୋନୋମିକ ଟାଇମ୍ସକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ "

August 12th, 11:06 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବ୍ୟବସାୟ କରିବାର ଏକ ଉନ୍ନତ ସ୍ଥଳ ଭାବେ ନିର୍ମାଣ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହି ,ଘରୋଇ କ୍ଷେତ୍ରମାନଙ୍କୁ ଭାରତର ବିକାଶ ଗାଥା ଉପରେ ବିଶ୍ୱାସ ଜାରି ରଖିବା ଉଚିତ ବୋଲି କହିଛନ୍ତି । ଇକୋନୋମିକ ଟାଇମ୍ସକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ସରକାର ଦୀର୍ଘକାଳୀନ ବିକାଶ ଦିଗରେ କାମ କରୁଛନ୍ତି । ଏବଂ ସେ ଉଦ୍ୟୋଗୀଙ୍କୁ ' ବିକାଶ ରାଷ୍ଟ୍ରଦୂତ ' ବୋଲି ମଧ୍ୟ କହିଛନ୍ତି ।

ବିଜ୍ଞାନ ଭବନରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 09th, 09:57 pm

ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରଣାଳୟରେ ମୋର ସାଥୀ ମନ୍ତ୍ରୀ ଶ୍ରୀମାନ ଅନନ୍ତ ଗିତେ ମହୋଦୟ, ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ବାବୁଲ ସୁପ୍ରିୟୋ, ମୋର ସହଯୋଗୀ ଶ୍ରୀମାନ ପି.କେ ମିଶ୍ର, ଶ୍ରୀ ପି.କେ ସିହ୍ନା, ସାରା ଦେଶରୁ ଆସିଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହର ବରିଷ୍ଠ ଅଧିକାରୀଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ।

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 09th, 07:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ସମୂହର ସମ୍ମେଳନରେ ଯୋଗ ଦେଇଥିଲେ ।

ବିଜ୍ଞାନ ଭବନରେ ଆସନ୍ତାକାଲି ସିପିଏସଇ ସମ୍ମେଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

April 08th, 03:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏପ୍ରିଲ 9, 2018 ରେ ଅନୁଷ୍ଠିତ ହେବାକୁ ଥିବା ସିପିଏସଇ ସମ୍ମେଳନରେ ଯୋଗ ଦେବେ ।