ଚନ୍ଦ୍ର ଓ ମଙ୍ଗଳ ପରେ ଶୁକ୍ର ଗ୍ରହକୁ ନେଇ ବିଜ୍ଞାନ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

September 18th, 04:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶୁକ୍ର ବା ଭିନସ୍‌ ଅର୍ବିଟର ମିଶନ (ଭିଓଏମ)ର ବିକାଶକୁ ଅନୁମୋଦନ ମିଳିଛି, ଯାହା ଚନ୍ଦ୍ର ଓ ମଙ୍ଗଳ ଗ୍ରହ ବ୍ୟତୀତ ଶୁକ୍ର ଗ୍ରହର ଅନୁସନ୍ଧାନ ଏବଂ ଅଧ୍ୟୟନ କରିବା ଲାଗି ସରକାରଙ୍କ ଦୃଷ୍ଟିକୋଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ପୃଥିବୀର ସବୁଠାରୁ ନିକଟତମ ଗ୍ରହ ତଥା ପୃଥିବୀ ଭଳି ପରିସ୍ଥିତିରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଉଥିବା ଶୁକ୍ର ଗ୍ରହ ପରିବେଶ କିପରି ଭିନ୍ନ ଭାବରେ ବିକଶିତ ହୋଇପାରିବ ତାହା ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 09th, 06:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

We all stand with the people of Kerala during this challenging time says Prime Minister Shri Narendra Modi

August 10th, 10:58 pm

Prime Minister Shri Narendra Modi has today said that Center will provide all possible assistance to the landslide affected Wayanad. In a series of posts on X, the Prime Minister has said that “the landslides in Wayanad have saddened us all. Since the tragedy unfolded, I've been closely monitoring the situation. The Central government has mobilised all resources to assist those affected. Today, I went there and reviewed the situation. I also undertook an aerial survey”

କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 10th, 07:40 pm

ସମ୍ମାନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ରାଜ୍ୟପାଳ ଶ୍ରୀ, କେନ୍ଦ୍ର ସରକାରରେ ମୋର ସାଥୀ ମନ୍ତ୍ରୀ ଏବଂ ଏହି ମାଟିର ସନ୍ତାନ ସୁରେଶ ଗୋପୀ ମହୋଦୟ! ଯେବେଠାରୁ ମୁଁ ଏହି ବିପର୍ଯ୍ୟୟ ବିଷୟରେ ଶୁଣିଛି, ସେହିଦିନ ଠାରୁ ମୁଁ ନିରନ୍ତର ଭାବେ ଯୋଗାଯୋଗରେ ଅଛି । ମୁଁ ପ୍ରତ୍ୟେକ ମଧ୍ୟ ମୁହୂର୍ତ୍ତର ଖବର ନେଉଛି ଏବଂ କେନ୍ଦ୍ର ସରକାରଙ୍କ ଯେଉଁ ସମସ୍ତ ସମସ୍ତ ଅଛି ଏହି ପରିସ୍ଥିତିରେ ଯାହା ବି ସହାୟତା ହୋଇପାରିବ, ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ଆମେ ସମସ୍ତେ ମିଶି ଏହି ଭୟଙ୍କର ବିପର୍ଯ୍ୟୟରେ ଆମର ପରିବାରଗଣଙ୍କ ଏହି ସମସ୍ୟାରେ ଘେରି ହୋଇ ରହିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ ।

ୱାୟନାଡରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ, ରିଲିଫ କାର୍ଯ୍ୟରେ ସହାୟତା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 10th, 07:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୱାୟନାଡରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଆମର ପ୍ରାର୍ଥନା ରହିଛି ଏବଂ ରିଲିଫ ପ୍ରୟାସରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସରକାର ପ୍ରତ୍ୟେକ ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କେରଳର ୱାୟନାଡରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।