Government of India announces a Liberalised and Accelerated Phase 3 Strategy of Covid-19 Vaccination from 1st May
April 19th, 07:23 pm
In a meeting chaired by PM Narendra Modi, an important decision of allowing vaccination to everyone above the age of 18 from 1st May has been taken. PM said that the Government has been working hard from over a year to ensure that maximum numbers of Indians are able to get the vaccine in the shortest possible of time. He added that India is vaccinating people at world record pace& we will continue this with even greater momentum.ଭାରତ-ଫିନଲ୍ୟାଣ୍ଡ ଭର୍ଚୁଆଲ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ
March 16th, 05:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗର ବ୍ୟାପକ ଦିଗ ସମେତ ଆପୋସ ହିତ ସମ୍ବଳିତ କ୍ଷେତ୍ରୀୟ ଏବଂ ବହୁପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।ଭାରତ-ଫିନଲ୍ୟାଣ୍ଡ ଭର୍ଚୁଆଲ ଶିଖର ସମ୍ମିଳନୀ
March 16th, 05:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗର ବ୍ୟାପକ ଦିଗ ସମେତ ଆପୋସ ହିତ ସମ୍ବଳିତ କ୍ଷେତ୍ରୀୟ ଏବଂ ବହୁପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।ଲକ୍ଷ୍ନୌଠାରେ ଅବଦୁଲ କଲାମ ବୈଷୟିକ ବିଶ୍ୱବିଦ୍ୟାଳୟର ନୂତନ ପରିସରର ଉଦଘାଟନ ଏବଂ ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 20th, 07:24 pm
ଆଜି ଏକା ସଙ୍ଗେ ଅନେକ ପ୍ରକଳ୍ପ ପାଇଁ ଏହି କାର୍ଯ୍ୟକ୍ରମରେ ମୋତେ ସମ୍ମିଳିତ ହେବାର ଅବସର ମିଳିଛି । ଉତ୍ତରପ୍ରଦେଶରେ ସରକାରଙ୍କ ଦ୍ୱାରା ଯେଉଁ ଉଦ୍ଦୀପନା ଆଉ ଉତ୍ସାହର ସହିତ, ସ୍ପଷ୍ଟ ଦୃଷ୍ଟିକୋଣ ସହିତ ବିକାଶର ଧାରା ଚାଲୁଅଛି; ଦେଶର ପ୍ରତି କୋଣରେ ଉତ୍ତରପ୍ରଦେଶର ପ୍ରତି କ୍ଷଣର ଘଟଣାଗୁଡ଼ିକ ଆଡ଼କୁ ଲୋକଙ୍କ ଧ୍ୟାନ ରହିଛି, ବଡ଼ ଉତ୍ସୁକତା ରହିଛି ।ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
June 20th, 07:19 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ ଡଃ ଏ.ପି.ଜେ.ଅବଦୁଲ କଲାମ ବୈଷୟିକ ବିଶ୍ଵବିଦ୍ୟାଳୟର ଏକ କୋଠା ଉଦ୍ଘାଟନ କରିଛନ୍ତି , 400 କେଭି ଲକ୍ଷ୍ନୌ-କାନପୁର D/C ଟ୍ରାନ୍ସମିସନ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅନୁମୋଦନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଆଜି ଗସ୍ତ କରିବେ ଲକ୍ଷ୍ନୌ; ଆସନ୍ତାକାଲି ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗନେବେ
June 20th, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ଗସ୍ତ କରିବେ ଏବଂ ଆସନ୍ତାକାଲି ସେ ଯୋଗ ଦିବସ ସମାରୋହ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।