PM Modi attends News18 Rising Bharat Summit
March 20th, 08:00 pm
Prime Minister Narendra Modi attended and addressed News 18 Rising Bharat Summit. At this time, the heat of the election is at its peak. The dates have been announced. Many people have expressed their opinions in this summit of yours. The atmosphere is set for debate. And this is the beauty of democracy. Election campaigning is in full swing in the country. The government is keeping a report card for its 10-year performance. We are charting the roadmap for the next 25 years. And planning the first 100 days of our third term, said PM Modi.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 03rd, 03:50 pm
କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ୍ ଡୋଭାଲ୍ ଜୀ, କ୍ୟାବିନେଟ ସଚିବ, ବ୍ୟୁରୋର ନିର୍ଦେଶକ, ଅନ୍ୟାନ୍ୟ ଅଧିକାରୀଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ! ଆପଣ ସମସ୍ତଙ୍କୁ ସିବିଆଇର ୬ଠ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀର ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ।କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
April 03rd, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୪-୨୦୨୩) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉଦଘାଟନ କରିଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଏକ ସଂକଳ୍ପ ବଳରେ ଏପ୍ରିଲ ପହିଲା ୧୯୬୩ ମସିହାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗଠନ କରାହୋଇଥିଲା ।ଏପ୍ରିଲ ୩ତାରିଖରେ ସିବିଆଇର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
April 02nd, 10:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଏପ୍ରିଲରେ ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ।BJP is the only pan-India party from east to west and from north to south: PM Modi
March 28th, 06:37 pm
Prime Minister Narendra Modi addressed party karyakartas at the BJP headquarters during the inauguration of residential complex and auditorium of BJP. Addressing the gathering, he said, “I remember, in February 2018, when I had come to inaugurate this headquarters, I had said that the soul of this office is our karyakartas. Today when we are expanding this office, it is also not just an expansion of a building. Rather, it is an extension of the dreams of every BJP worker, it is an extension of BJP's resolve to serve.”PM Modi addresses Party Karyakartas at BJP HQ in Delhi
March 28th, 06:36 pm
Prime Minister Narendra Modi addressed party karyakartas at the BJP headquarters during the inauguration of residential complex and auditorium of BJP. Addressing the gathering, he said, “I remember, in February 2018, when I had come to inaugurate this headquarters, I had said that the soul of this office is our karyakartas. Today when we are expanding this office, it is also not just an expansion of a building. Rather, it is an extension of the dreams of every BJP worker, it is an extension of BJP's resolve to serve.”କେଭାଡିଆଠାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 20th, 09:36 am
ଲୋକପାଳର ଅଧ୍ୟକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ମହାଶୟ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ସୁରେଶ ଏନ.ପଟେଲ ମହାଶୟ, ସିବିଆଇର ନିର୍ଦ୍ଦେଶକ ସୁବୋଧ କୁମାର ଜୟଶ୍ୱାଲ ମହାଶୟ, ପ୍ରତିଷ୍ଠିତ ଆଲୋଚକ ଗଣ (ପ୍ୟାନେଲିଷ୍ଟ), ଭିନ୍ନ ଭିନ୍ନ ରାଜ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ,ସିଭିସି ଓ ସିବିଆଇର ମିଳିତ ସମ୍ମିଳନୀରେ ଭିଡ଼ିଓ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
October 20th, 09:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମିଳିତ ସମ୍ମିଳନୀରେ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀ ଗୁଜରାଟର କେଓଡ଼ିଆ ଠାରେ ଅନୁଷ୍ଠିତ ହେଉଛି।PM’s inaugural address at the National Conference on Vigilance and Anti-Corruption
October 27th, 05:06 pm
PM Narendra Modi inaugurated national conference on Vigilance and Anti-corruption today. Addressing the event, PM Modi said, It is imperative for development that our administrative processes are transparent, responsible, accountable and answerable to the people. Corruption is the biggest enemies of all these processes. Corruption hurts development and disrupts social balance.ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସତର୍କତା ଓ ଦୁର୍ନୀତି ନିବାରଣ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ
October 27th, 04:25 pm
ପ୍ରଧାନମନ୍ତ୍ରୀ ଆଜି ‘ସତର୍କ ଭାରତ, ସମୃଦ୍ଧ ଭାରତ’ ବିଷୟବସ୍ତୁ ଉପରେ ସତର୍କତା ଓ ଦୁର୍ନୀତି ନିବାରଣ ଉପରେ ଏକ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଆୟୋଜନ କରାଯାଇଛି, ଯାହାର ଉଦ୍ଦେଶ୍ୟ ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହିତ ଜନ ଭାଗିଦାରୀ ଜରିଆରେ ସାର୍ବଜନୀନ ଜୀବନରେ ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରୋତ୍ସାହନ ଲାଗି ଭାରତର ସଂକଳ୍ପକୁ ଦୋହରାଇବା ତଥା ଏ ଦିଗରେ ଜନସଚେତନତା ସୃଷ୍ଟି କରିବା।ସତର୍କତା ଓ ଦୁର୍ନୀତି ନିବାରଣ ଉପରେ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
October 25th, 02:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 27 ତାରିଖ ଅପରାହ୍ଣ 4:45 ମିନିଟ ସମୟରେ ସତର୍କ ଭାରତ, ସମୃଦ୍ଧ ଭାରତ ବିଷୟବସ୍ତୁ ଉପରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ସତର୍କତା ଏବଂ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ। ଏହି ସମ୍ମିଳନୀର ଉଦଘାଟନୀ ଅଧିବେଶନOpposition wants ‘majboor’ government, India wants ‘majboot’ dispensation for holistic development: PM
January 12th, 02:16 pm
Prime Minister Narendra Modi addressed a huge gathering of BJP Karyakartas for the party’s ongoing National Convention in Delhi’s Ramlila Maidan today. The gathering saw PM Modi speak at length on a wide range of issues concerning the party and the country.PM Modi addresses BJP National Convention at Ramlila Maidan
January 12th, 02:15 pm
Prime Minister Narendra Modi addressed a huge gathering of BJP Karyakartas for the party’s ongoing National Convention in Delhi’s Ramlila Maidan today. The gathering saw PM Modi speak at length on a wide range of issues concerning the party and the country."ଉର୍ଜିତ ପଟେଲ ଆରବିଆଇ ଗଭର୍ଣ୍ଣର ଭାବେ ଭଲ କାମ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "
January 02nd, 05:49 pm
ବିରୋଧୀଙ୍କ ଦ୍ୱାରା ସିବିଆଇ ଏବଂ ଆରବିଆଇ ଭଳି ସଂସ୍ଥାନ ଉପରେ ଦିଆଯାଇଥିବା ଟିପ୍ପଣୀ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,କଂଗ୍ରେସକୁ ଏହି ପ୍ରସଙ୍ଗ ଉପରେ କହିବାର କୌଣସି ଅଧିକାର ନାହିଁ । 10 ବର୍ଷ ପୂର୍ବରୁ ପିଏମଓ ଦୁର୍ବଳ ଥିଲା ଏବଂ ଏକ ଏନଏସି ଗଠନ କରାଯାଇଥିଲା । ଏହି ସଂସ୍ଥାନମାନ ଅସମ୍ମାନଜନକ ଥିଲା । ପିଏମଓର ଏହା କିଭଳି ସଶକ୍ତିକରଣ ଥିଲା ? ଏକ ସଂସ୍ଥାନ ପ୍ରତି କେଉଁ ଭଳି ଏହା ସମ୍ମାନ ଥିଲା ?Our mission is to build a prosperous India. To achieve this, it is essential to fight relentlessly against corruption: PM Narendra Modi
November 18th, 11:36 am
Nation has lost faith in the CBI...do not spread lies to defame Gujarat: CM attacks Congress-led UPA on misuse of CBI
June 24th, 01:20 pm
Nation has lost faith in the CBI...do not spread lies to defame Gujarat: CM attacks Congress-led UPA on misuse of CBICongress only putting up candidates, it is CBI that is fighting upcoming Gujarat Elections: CM
October 09th, 11:32 pm
Congress only putting up candidates, it is CBI that is fighting upcoming Gujarat Elections: CM"ભારતમાતાના દિકરા મોદીને જેલમાં પૂરવાના અને વિદેશી એવા સોનિયાના સગા કવાટ્રોચીને સીબીઆઇ છોડી મૂકે - નરેન્દ્ર મોદી
April 29th, 06:01 am
ભારતમાતાના દિકરા મોદીને જેલમાં પૂરવાના અને વિદેશી એવા સોનિયાના સગા કવાટ્રોચીને સીબીઆઇ છોડી મૂકે - નરેન્દ્ર મોદી