"ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ ବିଳାସପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି "
November 12th, 12:08 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଳାସପୁର ଛତିଶଗଡ଼ରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ରେ କଠିନ ପରିଶ୍ରମୀ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ପ୍ରଶଂସା କରିଛନ୍ତି ,ଯେଉଁମାନେ ଛତିଶଗଡ଼ ଲୋକମାନଙ୍କ ସେବା କରିବା ଏବଂ ସେମାନଙ୍କୁ ସରକାରଙ୍କ ପଦକ୍ଷେପଗୁଡ଼ିକୁ ଅବଗତ କରାଇବା ପାଇଁ ନିରନ୍ତର ଭାବେ କାମ କରୁଛନ୍ତି । କଂଗ୍ରେସ କେନ୍ଦ୍ରରେ ଥିବା ସମୟରେ ଛତିଶଗଡ଼ର କଲ୍ୟାଣର ଉପେକ୍ଷା କରିବା ନେଇ ମଧ୍ୟ କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।To take the country to newer heights of glory, it is necessary to focus on all-round development: PM Modi in Bilaspur
November 12th, 12:08 pm
Prime Minister Narendra Modi addressed a huge public meeting in Bilaspur, Chhattisgarh today. PM Modi lauded the hardworking BJP Karyakartas in Chhattisgarh who have been working tirelessly to serve the people of Chhattisgarh and making them aware of the government’s initiatives. The PM also attacked the Congress for neglecting the welfare of Chhattisgarh when they were in power at Centre.For Congress, EVM, Army, Courts, are wrong, only they are right: PM Modi
May 09th, 12:06 pm
Addressing a massive rally at Chikmagalur, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.ଡିଲ କରିବା କ୍ଷେତ୍ରରେ କଂଗ୍ରେସ ବହୁମାତ୍ରାରେ ସାମିଲ ରହିଛି :ପ୍ରଧାନମନ୍ତ୍ରୀ ମୋଦୀ
May 09th, 12:05 pm
ବାଙ୍ଗରାପେଟରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଏହି ନିର୍ବାଚନ କିଏ ଜିତିବ,କିଏ ପରାଜୟ ହେବ ତାହାନୁହେଁ ,କିନ୍ତୁ ଲୋକମାନଙ୍କ ଆକାଂକ୍ଷାଗୁଡିକ ପୁରା କରିବାର । ସେ କର୍ଣ୍ଣାଟକ କଂଗ୍ରେସ ନେତାମାନଙ୍କ ଉପରେ ଆରୋପ ଲଗେଇ କହିଲେ ,କଂଗ୍ରେସ ସର୍ବଦା ଡିଲ କରିବାରେ ସାମିଲ ରୁହେ ,ଲୋକମାନଙ୍କ ଆକାଂକ୍ଷାକୁ କିପରି ପୁରୁଣ କରିବ ।BJP believes in 'Rashtra Bhakti' and serving the society: PM Modi
May 08th, 02:01 pm
Campaigning in Karnataka today, PM Narendra Modi said launched fierce attack on the Congress party for pisive politics. He accused the Congress party for piding people on the grounds of caste.କଂଗ୍ରେସ ବିଭାଜନକାରୀ ରାଜନୀତି ଖେଳୁଛି :ପ୍ରଧାନମନ୍ତ୍ରୀ ମୋଦୀ
May 08th, 01:55 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର ଅଭିଯାନରେ କଂଗ୍ରେସର ବିଭାଜନକାରୀ ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ଜାତି ଆଧାରରେ ଲୋକମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବାର ପ୍ରୟାସକୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି ।Congress does not care about ‘dil’, they only care about ‘deals’: PM Modi
May 06th, 11:55 am
Addressing a massive rally at Bangarapet, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.କଂଗ୍ରେସ ପାଇଁ ବିଦାୟ ନିଲାମ କରନ୍ତୁ ,କାରଣ କର୍ଣ୍ଣାଟକର ଲୋକମାନଙ୍କ କଲ୍ୟାଣ ବିଷୟରେ କଂଗ୍ରେସ ଧ୍ୟାନ କେନ୍ଦ୍ରିତ କରିପାରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
May 06th, 11:46 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକରେ ଚାରୋଟି ଚିତ୍ରଦୁର୍ଗ ,ରାୟଚୁର ,ବାଗଲକୋଟ ଏବଂ ହୁବଳୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଲେ ,କଂଗ୍ରେସ ବିଭାଜନକାରୀ ରାଜନୀତି କରୁଛି ଏବଂ ସେମାନେ କର୍ଣ୍ଣାଟକର କୃଷକମାନଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରୁନାହାନ୍ତି । ସେ କର୍ଣ୍ଣାଟକର ଲୋକମାନଙ୍କୁ ସେମାନଙ୍କ କଲ୍ୟାଣ ଦିଗରେ ବିଚାର କରି କଂଗ୍ରେସର ବିଦାୟ ନିଲାମ କରିବାକୁ କହିଛନ୍ତି ।ଆଧୁନିକ ,ପ୍ରଗତିଶୀଳ ଏବଂ ବିକଶିତ କର୍ଣ୍ଣାଟକ ବିଜେପିର ଭିଜନ :ପ୍ରଧାନମନ୍ତ୍ରୀ ମୋଦୀ
May 05th, 12:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କର୍ଣ୍ଣାଟକରେ ଚାରୋଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ତୁମକୁରୁ ,ଗଡଙ୍ଗ ଏବଂ ଶିବମୋଗା ଏବଂ ମାଙ୍ଗାଲୁରୁରେ ହୋଇଥିବା ଏହି ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଭାରି ଭିଡ଼ ଜମିଥିଲା ଯେଉଁଥିରେ ମହିଳା ଏବଂ ଯୁବାଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା ।ମେଘାଳୟରେ ନିର୍ବାଚନ କଂଗ୍ରେସର ଘୋଟାଲାରୁ ରାଜ୍ୟକୁ ମୁକ୍ତ କରିବାର ନିର୍ବାଚନ :ପ୍ରଧାନମନ୍ତ୍ରୀ ମୋଦୀ
February 22nd, 04:34 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଜଣାଇଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ତାଙ୍କୁ ବିଜେପି ପ୍ରତି ମେଘାଳୟର ଲୋକମାନଙ୍କ ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଅନୁଭବ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ
February 22nd, 04:33 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କୁ ମେଘାଳୟର ଜନତାଙ୍କ ବିଜେପି ପ୍ରତି ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଲାଗୁଛି ।ଜାତୀୟ ଯୁବ ଦିବସ ଅବସରରେ ଦୁଇଟି ସମାବେଶକୁ ଭିଡିଓ କନଫେରେନସିଙ୍ଗ ଯୋଗେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 12th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁବ ଦିବସ ଅବସରରେ ଭିଡିଓ କନଫେରେନସିଙ୍ଗ ଯୋଗେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମାବେଶକୁ ସମ୍ବୋଧିତ କରିଛନ୍ତି ।କର୍ଣ୍ଣାଟକର ବେଲାଗାଭିରେ ‘ରାଷ୍ଟ୍ରୀୟ ଯୁବ ଦିବସ’ ଓ ‘ସର୍ବ ଧର୍ମ ସଭା’କୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (12.01.2018)
January 12th, 05:31 pm
ଆଜି ବେଲାଗାଭିର ଏହି ବିହଙ୍ଗମ ଦୃଶ୍ୟ, ଏହି ଭବ୍ୟ ଚିତ୍ର ଦେଖି ଲାଗୁଛି କି ସମସ୍ତେ ବିବେକାନନ୍ଦମୟ ହୋଇଯାଇଛନ୍ତି । ଆଜି ଏଠି ସର୍ବ ଧର୍ମ ସଭାର ମଧ୍ୟ ଆୟୋଜନ କରାଯାଉଛି । ଏଥିପାଇଁ ବି ଆପଣମାନଙ୍କ ମଙ୍ଗଳ କାମନା କରୁଛି ।ଆସନ୍ତୁ ଆମେ “ସକାରାତ୍ମକ ଭାରତ”ରୁ “ପ୍ରଗତିଶୀଳ ଭାରତ” ଦିଗରେ ଦୃଢ଼ତାର ସହ ଅଗ୍ରସର ହେବା : ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ
December 31st, 11:30 am
ପ୍ରଧାନମନ୍ତ୍ରୀ ମୋଦୀ 2017 ରେ 'ମନ କି ବାତ' ର ଶେଷ ସଂସ୍କରଣ ଅବସରରେ ଲୋକମାନଙ୍କୁ “ସକାରାତ୍ମକ ଭାରତ”ରୁ “ପ୍ରଗତିଶୀଳ ଭାରତ” ଦିଗରେ ଦୃଢ଼ତାର ସହ ଅଗ୍ରସର ହୋଇ ନବ-ବର୍ଷର ଶୁଭାରମ୍ଭ କରିବାକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏକବିଂଶ ଶତାବ୍ଦୀର ନୂଆ ମତଦାତାମାନଙ୍କ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଗଣତନ୍ତ୍ରରେ ଭୋଟର ଶକ୍ତି ହେଉଛି ବଡ଼ ଶକ୍ତି ,ଯାହା କୌଣସି ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ।Support for BJP shows the nation is ready for reform agenda and every citizen wants India transformed: PM Modi
December 18th, 07:10 pm
While addressing a gathering at the BJP HQ after the victories in Gujarat and Himachal Pradesh today, PM Narendra Modi thanked the people of both states for reposing their faith in the BJP.People are well aware of the difference between Congress and the BJP: PM Modi
December 08th, 03:41 pm
Campaigning in Banaskantha district today, PM Narendra Modi said that the mood of people in the region clearly indicated in which direction the wind was blowing.ରାମାନୁଜାଚାର୍ଯ୍ୟ ସ୍ମାରକ ଡାକ ଟିକଟ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 01st, 05:50 pm
ମହାନ ସମାଜ ସଂସ୍କାରକ ଏବଂ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଏକହଜାର ତମ ଜୟନ୍ତୀ ଅବସରରେ ସ୍ମାରକୀ ଟିକଟ ଉନ୍ମୋଚନ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ମତେ ଏହି ସୌଭାଗ୍ୟ ମିଳିଥିବାରୁ ମୁଁ ଗୌରବାନ୍ୱିତ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନର ସନ୍ଦେଶ ଥିଲା ସମ୍ମିଳିତ ସମାଜ, ଧର୍ମ ଓ ଦର୍ଶନ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ବିଶ୍ୱାସ କରୁଥିଲେ ଯାହା କିଛି ବି ଅଛି ଏବଂ ଯାହା କିଛି ହେବ, ତାହା ହେବ ଭଗବାନଙ୍କ ଅଭିବ୍ୟକ୍ତି । ସେ ମନୁଷ୍ୟଙ୍କ ମଧ୍ୟରେ ପରମେଶ୍ୱରଙ୍କୁ ଏବଂ ପରମେଶ୍ୱରଙ୍କଠାରେ ମଣିଷକୁ ଦେଖିଥିଲେ । ସେ ଭଗବାନଙ୍କ ସମସ୍ତ ଭକ୍ତଙ୍କୁ ସମାନ ଭାବରେ ଦେଖୁଥିଲେ ।କେରଳର ତିରୁଭଲ୍ଲା ଶ୍ରୀ ରାମକୃଷ୍ଣ ବଚନାମୃତ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 21st, 04:55 pm
PM Modi addressed Sri Ramakrishna Vachanamrita Satram through video conferencing. The PM said India was a land blessed with a rich cultural and intellectual milieu. The PM said, “Whenever the history of human civilization entered into the era of knowledge, it is India that has always shown the way.” He added, “Sri Ramakrishna’s teachings are relevant to us today, when we are confronted with people who use religion, caste to pide & create animosity.”Forget a tea seller, in a democracy everyone has the right to be the PM: Narendra Modi addresses rallies in Uttar Pradesh
May 06th, 06:15 pm
Forget a tea seller, in a democracy everyone has the right to be the PM: Narendra Modi addresses rallies in Uttar Pradesh