ଆବୁ ଧାବି, ସଂଯୁକ୍ତ ଆରବ ଏମିରେଟସ୍ରେ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 13th, 11:19 pm
ଆଜି ଆବୁ ଧାବିରେ ଆପଣମାନେ ଏକ ନୂତନ ଇତିହାସ ସୃଷ୍ଟି କରି ଦେଇଛନ୍ତି । ଆପଣମାନେ ସମସ୍ତେ ୟୁଏଇର କୋଣ ଅନୁକୋଣରୁ ଆସିଛନ୍ତି ଏବଂ ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, କିନ୍ତୁ ଆପଣ ସମସ୍ତଙ୍କ ହୃଦୟ ଯୋଡି ହୋଇଛି । ଏହି ଐତିହାସିକ ଷ୍ଟାଡିୟମ୍ରେ ପ୍ରତିଟି ସ୍ପନ୍ଦନ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ! ପ୍ରତିଟି ନିଶ୍ୱାସ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ । ପ୍ରତିଟି ଧ୍ୱନୀ କହୁଛି ଭାରତ-ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ ! ହଁ... ଏହି କ୍ଷଣକୁ ବଂଚିଯିବାର ଅଛି... ମନ ଭରି ଅନୁଭବ କରିନେବାର ଅଛି । ଆଜି ସେହି ସ୍ମୃତିଗୁଡିକୁ ସାଉଁଟି ନେବାର ଅଛି, ଯାହା ସାରା ଜୀବନ ଆପଣଙ୍କ ସହ ରହିବାକୁ ଯାଉଛି । ଯେଉଁ ସ୍ମୃତି ସାରା ଜୀବନ ମୋ ସହିତ ମଧ୍ୟ ରହିବ ।ୟୁଏଇରେ ଭାରତୀୟମାନଙ୍କ କାର୍ଯ୍ୟକ୍ରମ -"ଅହଲାନ ମୋଦୀ"ରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
February 13th, 08:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ଥିବା ଭାରତୀୟ ସମ୍ପ୍ରଦାୟ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 'ଅହଲନ ମୋଦୀ'ରେ ୟୁଏଇରେ ଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ଟି ଏମିରେଟ୍ସରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ସମସ୍ତ ସମ୍ପ୍ରଦାୟର ଭାରତୀୟମାନେ ସାମିଲ ହୋଇଥିଲେ। ଦର୍ଶକଙ୍କ ମଧ୍ୟରେ ଏମିରାଟିସ୍ ମଧ୍ୟ ସାମିଲ ଥିଲେ।Prime Minister’s meeting with President of the UAE
February 13th, 05:33 pm
Prime Minister Narendra Modi arrived in Abu Dhabi on an official visit to the UAE. In a special and warm gesture, he was received at the airport by the President of the UAE His Highness Sheikh Mohamed bin Zayed Al Nahyan, and thereafter, accorded a ceremonial welcome. The two leaders held one-on-one and delegation level talks. They reviewed the bilateral partnership and discussed new areas of cooperation.ଶ୍ରୀଲଙ୍କା ଏବଂ ମରିସସ୍ରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 12th, 01:30 pm
ଭାରତ ମହାସାଗର କ୍ଷେତ୍ରର ତିନୋଟି ବନ୍ଧୁ ରାଷ୍ଟ୍ର ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମର ଦୀର୍ଘଦିନର ଐତିହାସିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆମେ ଆଧୁନିକ ଡିଜିଟାଲ୍ ସଂଯୋଗ ସ୍ଥାପନ କରୁଛୁ । ଏହି ପଦକ୍ଷେପ ଜନସାଧାରଣଙ୍କ ପ୍ରଗତି ପ୍ରତି ଆମର ଅତୁଟ ସମର୍ପଣକୁ ଦର୍ଶାଉଛି । ଫିନଟେକ୍ ଯୋଗାଯୋଗ ମାଧ୍ୟମରେ ଆମେ କେବଳ ସୀମାପାର କାରବାରକୁ ବୃଦ୍ଧି କରିବାକୁ ନୁହେଁ , ବରଂ ସୀମାରେ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ୟୁପିଆଇ ନାମରେ ପରିଚିତ ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଏବେ ଏକ ନୂଆ ଭୂମିକା ନିର୍ବାହ କରୁଛି , ଅର୍ଥାତ୍ ୟୁନିଟିଂ ପାର୍ଟନର୍ସ ୱିଥ ଇଣ୍ଡିଆ (ଭାରତ ସହିତ ଭାଗୀଦାରୀକୁ ଏକାଠି କରିବା ) ଆରମ୍ଭ କରୁଛି ।ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ଭାବେ ୟୁପିଆଇ ସେବା ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 12th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥଙ୍କ ସହ ମିଳିତ ଭାବେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ମରିସସରେ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି ।ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 03rd, 01:29 pm
ଏହି ସତର୍କତା ସପ୍ତାହ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀରୁ ଆରମ୍ଭ ହୋଇଛି। ସର୍ଦ୍ଦାର ସାହେବଙ୍କ ସମ୍ପୂର୍ଣ୍ଣ ଜୀବନ ସଚ୍ଚୋଟତା, ପାରଦର୍ଶିତା ଏବଂ ଏଥିରୁ ପ୍ରେରିତ ସର୍ବସାଧାରଣ ସେବାର ନିର୍ମାଣ ପାଇଁ ସମର୍ପିତ ରହିଛି। ଏବଂ ଏହି କମିଟମେଣ୍ଟ ସହିତ ଆପଣ ସତର୍କତା କୁ ନେଇ ଜାଗୃତିର ଏହି ଅଭିଯାନ ଚଲାଇଛି। ଚଳିତ ଥର ଆପଣ ସମସ୍ତ ‘ବିକଶିତ ଭାରତ ପାଇଁ ଦୁର୍ନୀତି ମୁକ୍ତ ଭାରତ’, ଏହି ସଙ୍କଳ୍ପ ସିହତ ସତର୍କତା ସପ୍ତାହ ପାଳନ କରୁଛନ୍ତି। ଏହି ସଙ୍କଳ୍ପ ଆଜିର ସମୟର ଆବଶ୍ୟକତା ଅଟେ, ପ୍ରାସଙ୍ଗିକ ଅଟେ ଏବଂ ଦେଶବାସୀଙ୍କ ପାଇଁ ସେହିପରି ମହତ୍ତ୍ବପୂର୍ଣ୍ଣ ଅଟେ।PM addresses programme marking Vigilance Awareness Week in New Delhi
November 03rd, 01:18 pm
PM Modi addressed the programme marking Vigilance Awareness Week of Central Vigilance Commission. The Prime Minister stressed the need to bring in common citizens in the work of keeping a vigil over corruption. No matter how powerful the corrupt may be, they should not be saved under any circumstances, he said.ଅଗଷ୍ଟ ୨ରେ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପି ଲଂଚ କରିବେ ପ୍ରଧାନମନ୍ତ୍ରୀ
July 31st, 08:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨, ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପି ଲଂଚ କରିବେ ।ନାସକମ୍ ଟେକ୍ନୋଲୋଜି ଓ ନେତୃତ୍ୱ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 17th, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନାସକମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚ (NTLF) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା କାଳରେ ପ୍ରଯୁକ୍ତି ଶିଳ୍ପ ଦେଖାଇଥିaବା ନମନୀୟତାର ଉଚ୍ଚପ୍ରଶଂସା କରିଥିଲେ । “ଯେତେବେଳେ ଚିପ୍ସ କାମ କରିବାରେ ଅକ୍ଷମ ହେଲା, ସେତେବେଳେ ଆପଣଙ୍କ କୋଡ କାମ ଜାରି ରଖିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧି ଆଶା ଯେତେବେଳେ ନିରାଶାରେ ପରିଣତ ହୋଇଥିଲା, ସେତେବେଳେ ଏହି କ୍ଷେତ୍ରରେ ଶତକଡା ଦୁଇଗୁଣ ଅଭିବୃଦ୍ଧି ହେବା ସହ ଚାରି ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି ।ନାସ୍କମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 17th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନାସକମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚ (NTLF) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା କାଳରେ ପ୍ରଯୁକ୍ତି ଶିଳ୍ପ ଦେଖାଇଥିaବା ନମନୀୟତାର ଉଚ୍ଚପ୍ରଶଂସା କରିଥିଲେ । “ଯେତେବେଳେ ଚିପ୍ସ କାମ କରିବାରେ ଅକ୍ଷମ ହେଲା, ସେତେବେଳେ ଆପଣଙ୍କ କୋଡ କାମ ଜାରି ରଖିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧି ଆଶା ଯେତେବେଳେ ନିରାଶାରେ ପରିଣତ ହୋଇଥିଲା, ସେତେବେଳେ ଏହି କ୍ଷେତ୍ରରେ ଶତକଡା ଦୁଇଗୁଣ ଅଭିବୃଦ୍ଧି ହେବା ସହ ଚାରି ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତର
February 08th, 08:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର
February 08th, 11:27 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।ଭିଡିଓ କନଫରେନ୍ସିଂ ଯୋଗେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 19th, 11:11 am
କର୍ଣ୍ଣାଟକର ରାଜ୍ୟପାଳ ଏବଂ ମହୀଶୂର ବିଶ୍ୱବିଦ୍ୟାଳୟର କୁଳାଧିପତି, ଶ୍ରୀ ଭଜୁ ଭାଇ ବାଲାଜୀ, କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱଥ ନାରାୟଣ ଜୀ, ମହୀଶୂର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି ହେମନ୍ତ କୁମାର ଜୀ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକଗଣ, ଛାତ୍ରଛାତ୍ରୀଗଣ, ଅଭିଭାବକଗଣ, ଦେବୀ ଏବଂ ସଜ୍ଜନଗଣ! ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ “ମହୀଶୂର ଦଶହରା, “ନାଇ ହବ୍ୱାର ଅନନ୍ତ ଅନନ୍ତ ଶୁଭକାମନା ଜ୍ଞାପନ କରୁଛି!ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 19th, 11:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଆଜି ଉଦ୍ବୋଧନ ଦେଇଛନ୍ତି । ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୀଶୂର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତର ମହାନ୍ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ କେନ୍ଦ୍ର । ଏହା ଭବିଷ୍ୟତ ଭାରତର ଆଶା ଆକାଂକ୍ଷା ଓ ଦକ୍ଷତାର ପ୍ରତୀକଭାବେ ରାଜଶ୍ରୀ ନଲୱାଡି କୃଷ୍ଣରାଜ ୱାଡିୟାର ଏବଂ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟାଜୀଙ୍କ ଲକ୍ଷ୍ୟ ପୂରଣରେ ସଫଳ ହୋଇଛି । ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଭଳି ମହାନ୍ ଶିକ୍ଷାବିତଙ୍କ ସ୍ମୃତିଚାରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ କରିଛନ୍ତି ।We've to take Indian economy out of 'command and control' and take it towards 'plug and play': PM
June 11th, 10:36 am
PM Narendra Modi addressed the Annual Plenary Session of the Indian Chamber of Commerce (ICC) via video conferencing. He said that India should convert the COVID-19 crisis into a turning point towards becoming a self-reliant nation.PM Modi addresses Annual Plenary Session of the ICC via video conferencing
June 11th, 10:35 am
PM Narendra Modi addressed the Annual Plenary Session of the Indian Chamber of Commerce (ICC) via video conferencing. He said that India should convert the COVID-19 crisis into a turning point towards becoming a self-reliant nation.କିର୍ଲୋସ୍କର ଗ୍ରୁପର ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 06th, 06:33 pm
ଆପଣମାନଙ୍କୁ ସମସ୍ତଙ୍କୁ ନବ ବର୍ଷର ଅନେକ ଅନେକ ଶୁଭକାମନା । କିର୍ଲୋସ୍କର ଗ୍ରୁପ ପାଇଁ ଏହା ହେଉଛି ଦୁଇଟି ଉତ୍ସବ ପାଳନ କଲାଭଳି । ରାଷ୍ଟ୍ରନିର୍ମାଣରେ ଯୋଗଦାନର ଶହେ ବର୍ଷ ପୂରଣ ହେଉଛି ଏବଂ କିର୍ଲୋସ୍କର ଗ୍ରୁପଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।କିର୍ଲୋସ୍କର ବ୍ରଦର୍ସ ଲିଃର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
January 06th, 06:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ କିର୍ଲୋସ୍କର ବ୍ରଦର୍ସ ଲିଃ (କେବିଏଲ)ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । କେବିଏଲକୁ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କିର୍ଲୋସ୍କର ବ୍ରଦର୍ସର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଲକ୍ଷ୍ମଣରାଓ କିର୍ଲୋସ୍କରଙ୍କ ଜୀବନୀ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଯାନ୍ତ୍ରିକ କୀ ଯାତ୍ରା-ଯନ୍ତ୍ର ନିର୍ମାଣ କରିଥିବା ବ୍ୟକ୍ତି’କୁ ଉନ୍ମୋଚନ କରିଥିଲେ ।India and Bahrain have deep rooted ancient ties: PM Modi
August 24th, 09:39 pm
PM Narendra Modi addressed a community programme in Bahrain. He spoke at length about India's growth and shed light on initiatives to make the country a $5 trillion economy. The PM appreciated the Indians living Bahrain and applauded them for their contributions. PM Modi also highlighted how the entire world was astonished by India's successful space missions."ବାହାରିନରେ ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ "
August 24th, 09:38 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହରୀନରେ ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ଅଭିବୃଦ୍ଧି ବିଷୟରେ ବିସ୍ତାର ଭାବେ କହିଛନ୍ତି ଏବଂ ଦେଶକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ପଦକ୍ଷେପ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ବହରୀନରେ ରହିଆସୁଥିବା ଭାରତୀୟ ଏବଂ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଷୟ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ,କିଭଳି ଭାରତ ଅନ୍ତରୀକ୍ଷ ଅଭିଯାନରେ ସାରା ବିଶ୍ୱକୁ ଚକିତ କରିଥିଲା ।