ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେବା ପାଇଁ ଏସିଆନ-ଭାରତ ମିଳିତ ବିବୃତି
October 10th, 05:42 pm
10.10.2024 : ୧୦ ଅକ୍ଟୋବର ୨୦୨୪ରେ ଲାଓ ପିଡିଆରର ଭିଏଣ୍ଟିଆନେଠାରେ ୨୧ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ଏସିଆନ୍ ଆସୋସିଏସନ୍ ଅଫ୍ ସାଉଥଇଷ୍ଟ ଏସିଆନ୍ ନେସନ୍ସ (ଏସିଆନ) ଏବଂ ଭାରତ ଗଣତନ୍ତ୍ରର ସଦସ୍ୟ ରାଷ୍ଟ୍ର ଭାବରେ ଆମେ; ଏସିଆନ-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ତଥା ୧୯୯୨ ମସିହାରେ ଏସିଆନ-ଭାରତ ଆଲୋଚନା ସମ୍ପର୍କ ପ୍ରତିଷ୍ଠା ପରଠାରୁ ଏସିଆନ-ଭାରତ ଆଲୋଚନା ସମ୍ପର୍କକୁ ଆଗେଇ ନେଉଥିବା ମୌଳିକ ନୀତି, ଅଂଶୀଦାର ମୂଲ୍ୟବୋଧ ଏବଂ ମାନଦଣ୍ଡ ଦ୍ୱାରା ପରିଚାଳିତ, ଏସିଆନ-ଭାରତ ସ୍ମାରକୀ ଶିଖର ସମ୍ମିଳନୀର ଭିଜନ ଷ୍ଟେଟମେଣ୍ଟ (୨୦୧୨), ଏସିଆନ-ଭାରତ ସ୍ମାରକୀ ଶିଖର ସମ୍ମିଳନୀର ଦିଲ୍ଲୀ ଘୋଷଣାନାମା (୨୦୧୮), ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଭାରତ-ପ୍ରଶାନ୍ତ ମହାସାଗରରେ ଏସିଆନ୍ ଦୃଷ୍ଟିକୋଣରେ ସହଯୋଗ ଉପରେ ଏସିଆନ୍-ଭାରତ ମିଳିତ ବିବୃତି (୨୦୨୧), ଏସିଆନ-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀ ଉପରେ ମିଳିତ ବିବୃତି (୨୦୨୨), ସାମୁଦ୍ରିକ ସହଯୋଗ ଉପରେ ଏସିଆନ-ଭାରତ ମିଳିତ ବିବୃତି (୨୦୨୩) ଏବଂ ସଙ୍କଟର ପ୍ରତିକ୍ରିୟାରେ ଖାଦ୍ୟ ସୁରକ୍ଷା ଏବଂ ପୋଷଣକୁ ସୁଦୃଢ଼ କରିବା ଉପରେ ଆସିଆନ-ଭାରତ ଯୁଗ୍ମ ନେତାଙ୍କ ବିବୃତି (୨୦୨୩); ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ।୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 07th, 01:28 pm
'ପୂର୍ବ ଏସିଆ ଶିଖର ସମ୍ମିଳନୀ’ରେ ପୁଣି ଥରେ ଅଂଶଗ୍ରହଣ କରି ମୁଁ ଆନନ୍ଦିତ। ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହାବ୍ୟତୀତ ଏହି ବୈଠକରେ ମୁଁ ତିମୋର-ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସ୍ମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
September 07th, 11:47 am
ପ୍ରଧାନମନ୍ତ୍ରୀ ୭ ସେପ୍ଟେମ୍ବର ୨୦୨୩ରେ ଜାକର୍ତ୍ତାଠାରେ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଥିଲେ ।୨୦ତମ ଏସିଆନ - ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଭାଷଣ
September 07th, 10:39 am
ଏହି ପରିପ୍ରେକ୍ଷୀରେ , ଭାରତ - ଏସିଆନ୍ ଶିଖର ସମ୍ମିଳନୀର ସହ - ଅଧ୍ୟକ୍ଷତା କରିବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ।କାମ୍ବୋଡିଆର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଡ. ହୁନ୍ ମାନେଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 24th, 10:05 pm
କାମ୍ବୋଡିଆର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଡ. ହୁନ୍ ମାନେଟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।କାମ୍ବୋଡିଆର ରାଜା ମହାମହିମ ନୋରୋଡମ୍ ସିହାମୋନିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
May 30th, 08:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ 29-31 ମଇ 2023 ରେ ଭାରତ ଗସ୍ତରେ ଆସିଥିବା କାମ୍ବୋଡିଆର ରାଜା ମହାମହିମ ନୋରୋଡମ ସିହାମୋନିଙ୍କୁ ଭେଟିଛନ୍ତି।କାମ୍ବୋଡିଆ ପ୍ରଧାନମନ୍ତ୍ରୀ ମହାମହିମ ସମଦେଚ ଅକ୍କା ମୋହା ସେନା ପଦଇ ତାକୋ ହୁନସେନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସି ବୈଠକ
May 18th, 08:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ମହାମହିମ ସାମଦେକ ଅକ୍କା ମୋହାସେନା ପଦଇ ତାକୋ ହୁନସେନଙ୍କ ମଧ୍ୟରେ ଆଜି ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଛି ।Phone call between Prime Minister Shri Narendra Modi and H.E. Samdech Akka Moha Sena Padei Techo Hun Sen, Prime Minister of Cambodia
June 10th, 08:02 pm
PM Narendra Modi had a phone call with the Prime Minister of Cambodia. The two leaders discussed the Covid-19 pandemic. They agreed to continue the ongoing cooperation for helping each other’s expatriates and facilitating their evacuation.ମିଆଁମାର ରାଷ୍ଟ୍ର ପରାମର୍ଶଦାତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
November 03rd, 06:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ ଆୟୋଜିତ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ମିଆଁମାରର ରାଷ୍ଟ୍ରୀୟ ପରାମର୍ଶଦାତା ଅଙ୍ଗ ସାନ ସୁ କିଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର 2017ରେ ମିଆଁମାରକୁ ତାଙ୍କ ଗସ୍ତ ଏବଂ ଜାନୁଆରୀ 2018ରେ ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀ ସମୟରେ ରାଷ୍ଟ୍ର ପରାମର୍ଶଦାତାଙ୍କ ଗସ୍ତ ସମ୍ବନ୍ଧରେ ସ୍ମରଣ କରି ନେତାମାନେ ଦୁଇ ଦେଶର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀରେ ହୋଇଥିବା ବିକାଶ ନେଇ ସନ୍ତୋଷ ପ୍ରକାଶ କରିଥିଲେ।କାମ୍ବୋଡିଆ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ସରକାରୀ ଗସ୍ତ ସମୟରେ ସ୍ଵାକ୍ଷରିତ ରାଜିନାମା ସମୂହ
January 27th, 03:43 pm
କାମ୍ବୋଡିଆ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ସରକାରୀ ଗସ୍ତ ସମୟରେ ସ୍ଵାକ୍ଷରିତ ରାଜିନାମା ସମୂହକାମ୍ବୋଡିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
January 27th, 02:05 pm
ପ୍ରଧାନମନ୍ତ୍ରୀ ହୁନ୍ ସେନ୍ଙ୍କୁ ପୁଣି ଥରେ ସ୍ୱାଗତ କରି ମୁଁ ବହୁତ ଆନନ୍ଦିତ । ତାଙ୍କର ଏହି ସରକାରୀ ଗସ୍ତ 10 ବର୍ଷ ବ୍ୟବଧାନ ପରେ ପୁଣି ହୋଇଛି । ଯଦିଓ ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ସ୍ୱୟଂ ଭାରତ ସହିତ ଭଲଭାବରେ ପରିଚିତ ଅଛନ୍ତି, ଆଉ ଭାରତ ଆପଣଙ୍କ ସହିତ ।ଆସିଆନ-ଭାରତ: ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ- ନରେନ୍ଦ୍ର ମୋଦୀ
January 26th, 05:48 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ-ଭାରତ ଭାଗିଦାରୀ ସମ୍ପର୍କରେ “ଆସିଆନ-ଭାରତ : ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ” ଶୀର୍ଷକ ଲେଖାରେ ନିଜର ଦୃଷ୍ଟିକୋଣକୁ ଅବଗତ କରାଇଛନ୍ତି । ଏହି ଲେଖା ଆସିଆନ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ଦୈନିକ ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠା ମଣ୍ଡନ କରିଛି । ଏହି ଲେଖାର ବିସ୍ତୃତ ପାଠ ନିମ୍ନରେ ପ୍ରଦତ୍ତ ହେଲା ।‘ଆସିଆନ-ଭାରତ ସୁଦୃଢ଼ ସହଯୋଗ ଓ ପ୍ରତିଶ୍ରୁତି, ଭବିଷ୍ୟତର ସମନ୍ୱୟ ପାଇଁ ଦୃଢ଼ ପ୍ରତିବଦ୍ଧ’:
January 25th, 11:32 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ଅଧ୍ୟକ୍ଷ ତଥା ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗଙ୍କ ଲେଖାର ପ୍ରଶଂସା କରିଛନ୍ତି ।Social Media Corner 28th July
July 28th, 08:32 pm