We will make East India the growth engine of Viksit Bharat: PM Modi in Barrackpore

May 12th, 11:40 am

Today, in anticipation of the 2024 Lok Sabha elections, Prime Minister Narendra Modi sparked enthusiasm and excitement among the audience with his speech in Barrackpore, West Bengal. Expressing gratitude to the numerous mothers and sisters in attendance, he remarked, This scene indicates a forthcoming change in Bengal. The victory of 2019 is poised to be even greater for the BJP this time around.

PM Modi electrifies crowds with his speeches in Barrackpore, Hooghly, Arambagh & Howrah, West Bengal

May 12th, 11:30 am

Today, in anticipation of the 2024 Lok Sabha elections, Prime Minister Narendra Modi sparked enthusiasm and excitement among the audience with his speeches in Barrackpore, Hooghly, Arambagh and Howrah, West Bengal. Expressing gratitude to the numerous mothers and sisters in attendance, he remarked, This scene indicates a forthcoming change in Bengal. The victory of 2019 is poised to be even greater for the BJP this time around.

ପ୍ରଥମ ଅଡିଟ୍ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

November 16th, 12:02 pm

ଆଜି ପ୍ରଥମ ଅଡିଟ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର କମ୍ପଟ୍ରୋଲର ଓ ଅଡିଟର ଜେନେରାଲ (ସିଏଜି) ଶ୍ରୀ ଗିରିଶଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ନଭେମ୍ବର ୧୬ତାରିଖରେ ପ୍ରଥମ ଅଡିଟ୍ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିବେ

November 15th, 11:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ନଭେମ୍ବର, ୨୦୨୧ ପୂର୍ବାହ୍ନ ୧୦:୩୦ ରେ ସିଏଜି କାର୍ଯ୍ୟାଳୟ ପରିସରରେ ପ୍ରଥମ ଅଡିଟ୍ ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ ।

ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 21st, 04:31 pm

ମହାଲେଖାକାରରେ ମୋତେ ପୁଣି ଥରେ ଆସିବାର ସୁଯୋଗ ମିଳିଛି । ଅଧିକ ସୁଯୋଗ ତ ମୋତେ ମିଳୁ ନାହିଁ କଥାବାର୍ତ୍ତା କରିବା ପାଇଁ କିନ୍ତୁ କିଛି ସମୟରେ ହିଁ କିଛି ଅନୁଭବ ହୋଇ ଯାଇଥାଏ । ଗାନ୍ଧିଜୀଙ୍କର 150ତମ ଜନ୍ମ ଜୟନ୍ତୀ ବର୍ଷରେ ଏହି କାର୍ଯ୍ୟକ୍ରମ ହେବା, ଏହା ମଧ୍ୟ ହେଉଛି ନିଜକୁ ନିଜ ମଧ୍ୟରେ ଏକ ସୁଖଦ ଅନୁଭବ । ଆଉ ଗାନ୍ଧିଜୀ କହୁଥିଲେ କି ଯେଉଁଭଳି ଭାବେ ବ୍ୟକ୍ତି ନିଜର ପିଠିକୁ ଦେଖିପାରେ ନାହିଁ, ନିଜର ପଛ ଦେଖିପାରେ ନାହିଁ, ସେହିଭଳି ଭାବେ ବ୍ୟକ୍ତି ପାଇଁ ନିଜର ତ୍ରୁଟିଗୁଡ଼ିକୁ ଦେଖିବା ମଧ୍ୟ ବଡ଼ କଷ୍ଟକର ହୋଇଥାଏ ।

ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିଙ୍କର ବୃହତ ଭୂମିକା ରହିଛି – ପ୍ରଧାନମନ୍ତ୍ରୀ

November 21st, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମେଳନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିର ମହତ୍ଵପୂର୍ଣ୍ଣ ଭୂମିକା ରହିଛି ।

ମହାଲେଖାକାରଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

November 20th, 05:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନଭେମ୍ବର 29, 2019ରେ ମହାଲେଖାକାର ଏବଂ ଉପ ମହାଲେଖାକାରଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ । ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ କାର୍ଯ୍ୟାଳୟରେ ଦେଶବ୍ୟାପୀ ମହାଲେଖାକାର ଓ ଉପମହାଲେଖାକାରଙ୍କୁ ସମ୍ବୋଧିତ କରିବା ପୂର୍ବରୁ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।