ଦେଶର ବିଭିନ୍ନ ଜିଲ୍ଲାରେ ୨୮ଟି ନୂତନ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ମଞ୍ଜୁରୀ
December 06th, 08:03 pm
06.12.2024 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ନବୋଦୟ ବିଦ୍ୟାଳୟ ଯୋଜନା (କେନ୍ଦ୍ରୀୟ କ୍ଷେତ୍ର ଯୋଜନା) ଅଧୀନରେ ଦେଶର ବିଭିନ୍ନ ଜିଲ୍ଲାରେ ୨୮ଟି ନବୋଦୟ ବିଦ୍ୟାଳୟ (ଏନଭି) ପ୍ରତିଷ୍ଠା କରିବାକୁ ମଞ୍ଜୁରୀ ଦେଇଛି। ଏହି ୨୮ଟି ଏନଭିର ତାଲିକା ଅନୁଚ୍ଛେଦରେ ପ୍ରଦାନ କରାଯାଇଛି।Cabinet approves opening of 85 new Kendriya Vidyalayas KVs under civil defence sector
December 06th, 08:01 pm
The Cabinet Committee on Economic Affairs, chaired by Prime Minister Narendra Modi approved opening of 85 new Kendriya Vidyalayas under Civil/Defence sector across the country and expansion of one existing KV i.e. KV Shivamogga, District Shivamogga, Karnataka to facilitate increased number of Central Government employees by adding two additional Sections in all the classes under the Kendriya Vidyalaya Scheme (Central Sector Scheme).୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ
October 16th, 03:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।Cabinet approves continuation of supply of free Fortified Rice under PMGKY and other welfare schemes from July 2024 to December 2028
October 09th, 03:07 pm
Union Cabinet, chaired by Prime Minister Narendra Modi, has approved the continuation of the universal supply of Fortified Rice under all schemes of the Government including Pradhan Mantri Garib Kalyan Anna Yojana (PMGKAY) and Other Welfare Schemes etc. in its present form, from July 2024 and upto December 2028. The rice fortification initiative will continue as a central sector initiative with 100% funding by the Government of India as part of PMGKAY (Food Subsidy), thus providing a unified institutional mechanism for implementation.Media and Entertainment sector poised for a Significant Leap
September 18th, 04:24 pm
The Union Cabinet has approved the establishment of the National Centre of Excellence (NCoE) for Animation, Visual Effects, Gaming, Comics, and Extended Reality (AVGC-XR) in Mumbai. This initiative aims to enhance skill development, research, and innovation in the AVGC-XR sector, fostering startups and positioning India as a global content hub. It aligns with the Atmanirbhar Bharat initiative, boosting employment and enhancing India's soft power in the media and entertainment industry.Unique package for farmers announced
June 28th, 04:06 pm
The Cabinet Committee on Economic Affairs (CCEA) chaired by PM Modi approved a unique package of innovative schemes for farmers with a total outlay of Rs.3,70,128.7 crore. The bouquet of schemes is focused at overall wellbeing and economic betterment of farmers by promoting sustainable agriculture. The initiatives will boost farmers’ income, strengthen natural / organic farming, rejuvenate soil productivity, and ensure food security.ରପ୍ତାନିକାରୀଙ୍କ ସମେତ ବ୍ୟାଙ୍କମାନଙ୍କୁ ସହାୟତା ଲାଗି ଆସନ୍ତା ୫ ବର୍ଷ ମଧ୍ୟରେ ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ
September 29th, 04:18 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ରପ୍ତାନି କ୍ଷେତ୍ରର ବ୍ୟାପକ ପ୍ରୋତ୍ସାହନ ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ, ସରକାର ଆଜି ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଇସିଜିସି ପୂର୍ବରୁ ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ନାମରେ ପରିଚିତ ଥିଲା। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୨୦୨୫-୨୦୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଇସିଜିସି ଲିମିଟେଡରେ ଏହି ଅର୍ଥ ନିବେଶ କରାଯିବ। ପ୍ରାରମ୍ଭିକ ପବ୍ଲିକ ଅଫରିଂ ମାଧ୍ୟମରେ ଇସିଜିସିର ଲିଷ୍ଟିଂ ପ୍ରକ୍ରିୟା ସହିତ ଉପଯୁକ୍ତ ଭାବେ ତାଳମେଳ ପ୍ରତିଷ୍ଠା କରିବା ଲାଗି କରାଯାଇଥିବା ପ୍ରୟାସ ସହ ଅନୁମୋଦିତ ପୁଞ୍ଜି ବିନିଯୋଗ ଅଧିକ ରପ୍ତାନିକୁ ସମର୍ଥନ କରିବା ଲାଗି ଇସିଜିସିର ଅଣ୍ଡର ରାଇଟିଂ କ୍ଷମତାକୁ ବଢ଼ାଇବ।2022-23 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ
September 08th, 02:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ 2022-23 ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।2021-22 ମାର୍କେଟିଂ ଋତୁ ପାଇଁ ରବି ଫସଲ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) କୁ କ୍ୟାବିନେଟ ଅନୁମୋଦନ କରିଛନ୍ତି
September 21st, 07:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ 2021-22 ମାର୍କେଟିଂ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରି ମିଳିଛି । ଏମଏସପିରେ ଏହି ବୃଦ୍ଧି ସ୍ୱାମୀନାଥନ ଆୟୋଗର ସୁପାରିଶ ଅନୁଯାୟୀ ହୋଇଛି।Historic decisions taken by Cabinet to boost infrastructure across sectors
June 24th, 04:09 pm
Union Cabinet chaired by PM Narendra Modi took several landmark decisions, which will go a long way providing a much needed boost to infrastructure across sectors, which are crucial in the time of pandemic. The sectors include animal husbandry, urban infrastructure and energy sector.ଆସାମରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ସ୍ଥାପନକୁ କ୍ୟାବିନେଟ ମଞ୍ଜୁରି
May 17th, 06:26 pm
ଆସାମରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ(ଆଇଏଆରଆଇ) ସ୍ଥାପନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଅନୁମୋଦନ ମିଳିଛି । ଏହି ପ୍ରତିଷ୍ଠାନ ପାଇଁ ଆସାମ ସରକାର 587 ଏକର ଜମି ଯୋଗାଇ ଦେବେ ବୋଲି ଆଗ୍ରହ ବ୍ୟକ୍ତ କରିଛନ୍ତି । କୃଷି ଶିକ୍ଷା କ୍ଷେତ୍ରରେ ଆଇଆରଆଇ-ଆସାମରେ ସ୍ନାତକୋତର ଶିକ୍ଷା ଉପଲବ୍ଧ ହେବ ।ସୋସିଆଲ ମିଡିଆ କର୍ଣ୍ଣର 1 ଏପ୍ରିଲ 2017
April 01st, 07:05 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Cabinet approves Capital Grant to GAIL for development of Gas Infrastructure in Eastern part of the country
September 21st, 05:32 pm
CCEA chaired by PM Modi approved viability partial capital grant at 40% (Rs. 5,176 crore) of the estimated capital cost of Rs. 12,940 crore to GAIL for development of 2539 km long Jagdishpur-Haidia and Bokaro-Dhamra Gas Pipeline (JHBDPL) project. Govt has taken this historic decision to provide Capital Support for developing this gas pipeline. JHBDPL project will connect Eastern part of the country with National Gas Grid.Cabinet approves Initiatives to revive the Construction Sector
August 31st, 04:34 pm
CCEA approved measures to revive the construction sector. Under the proposal, Govt agencies would pay 75% of arbitral award amount to an escrow account against margin free bank guarantee, in those cases where the award is challenged. It will increase ability of construction companies to bid for new contracts & resulting competition will be beneficial in containing costs of public works. This measure will provide stimulus to construction industry & to employment.Cabinet approval of road projects in Odisha and Punjab will improve the infrastructure and connectivity: PM
June 29th, 06:29 pm
PM’s interaction through PRAGATI
February 17th, 05:30 pm