ଯେଉଁମାନେ ଭୋଟ ଜିହାଦ କରୁଛନ୍ତି ସେମାନଙ୍କୁ ଏସପି-କଂଗ୍ରେସ ଫାଇଦା ବଣ୍ଟନ କରିବ: ହମିରପୁରରେ ପ୍ରଧାନମନ୍ତ୍ରୀ ମୋଦୀ

May 17th, 11:25 am

ଉତ୍ତର ପ୍ରଦେଶର ହମିରପୁରରେ ନିଜର ତୃତୀୟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଶକ୍ତିଶାଳୀ ଭାଷଣ ଦେଇ ବିଜେପି ସରକାର ଅଧୀନରେ ବୁନ୍ଦେଲଖଣ୍ଡର ବିକାଶ ଏବଂ ପରିବର୍ତ୍ତନ ଉପରେ ଗୁରୁତ୍ୱ ାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ସରକାରଙ୍କ ସଫଳତା ଉପରେ ଆଲୋକପାତ କରିବା ସହ ଏହି ଅଞ୍ଚଳର ଭବିଷ୍ୟତ ପାଇଁ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ।

ଉତ୍ତରପ୍ରଦେଶର ବାରବାଙ୍କୀ, ଫତେପୁର ଓ ହମିରପୁରରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 17th, 11:10 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରବାଙ୍କୀ, ଫତେପୁର ଏବଂ ହମିରପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଚଳିତ ନିର୍ବାଚନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଜେପିର ବିକାଶ ଓ ସଂସ୍କାର ଏଜେଣ୍ଡାଜାରି ରଖିବା ପାଇଁ ନିର୍ଣ୍ଣାୟକ ଜନାଦେଶ ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ସରକାରଙ୍କ ସଫଳତା ଏବଂ ବିରୋଧୀ ଦଳମାନଙ୍କ ସହିତ ସଂପୂର୍ଣ୍ଣ ମତଭେଦ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ବାରବାଙ୍କୀ ଏବଂ ମୋହନଲାଲଗଞ୍ଜବାସୀଙ୍କ ଆଶୀର୍ବାଦ ଏବଂ ସମର୍ଥନ ଲୋଡ଼ିଛନ୍ତି।

Congress wants to snatch your property and impose inheritance tax: PM Modi in Sagar

April 24th, 03:00 pm

Prime Minister Narendra Modi addressed a massive public gathering today in Sagar, Madhya Pradesh, reaffirming the strong support of the people for the BJP government and emphasizing the importance of stable governance for development.

Congress wants to loot your property and distribute it among its favorite vote bank: PM in Betul

April 24th, 03:00 pm

Prime Minister Narendra Modi addressed massive public gatherings in Madhya Pradesh’s Betul, reaffirming the strong support of the people for the BJP government and emphasizing the importance of stable governance for development.

PM Modi addresses public meetings in Sagar and Betul, Madhya Pradesh

April 24th, 02:50 pm

Prime Minister Narendra Modi addressed massive public gatherings in Madhya Pradesh’s Sagar and Betul, reaffirming the strong support of the people for the BJP government and emphasizing the importance of stable governance for development.

ଉତ୍ତର ପ୍ରଦେଶର ଜାଲୋନ ଠାରେ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

July 16th, 04:17 pm

ୟୁପିର ଲୋକମାନଙ୍କୁ, ବୁଂଦେଲଖଣ୍ଡର ସମସ୍ତ ଭଉଣୀ-ଭାଇମାନଙ୍କୁ ଆଧୁନିକ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ବହୁତ ବହୁତ ଶୁଭେଚ୍ଛା । ବହୁତ ବହୁତ ଶୁଭକାମନା । ଏହି ଏକ୍ସପ୍ରେସ ୱେ ବୁଂଦେଲଖଣ୍ଡର ଗୌରବଶାଳୀ ପରମ୍ପରାକୁ ସମର୍ପିତ ହୋଇଛି । ଯେଉଁ ଜନ୍ମଭୂମି ଅଗଣିତ ବୀର ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛି । ଯେଉଁମାନଙ୍କ ରକ୍ତରେ ଭାରତ ଭକ୍ତି ପ୍ରବାହିତ ହେଉଛି, ଯେଉଁଠିକାର ପୁଅ- ଝିଅମାନଙ୍କ ପରାକ୍ରମ ଏବଂ ପରିଶ୍ରମ ସବୁବେଳେ ଦେଶର ନାମକୁ ଉଜ୍ୱଳ କରିଛି, ସେହି ବୁଂଦେଲଖଣ୍ଡର ଧରିତ୍ରୀକୁ ଆଜି ଏକ୍ସପ୍ରେସ-ୱେର ଏହି ଉପହାର ଦେବାକୁ ଯାଇ ଉତ୍ତର ପ୍ରଦେଶର ସାଂସଦ ଭାବରେ, ଉତ୍ତର ପ୍ରଦେଶର ଜନପ୍ରତିନିଧି ଭାବରେ ମୋତେ ବିଶେଷ ଖୁସି ଲାଗୁଛି ।

ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ; ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦ୍‌ଘାଟିତ

July 16th, 10:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ (ଏକ୍ସପ୍ରେସ ସଡକ)କୁ ଉଦ୍‌ଘାଟନ କପରିଛନ୍ତି । ଏହି ଉପଲକ୍ଷେ ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ମନ୍ତ୍ରୀଗଣ ଓ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ । ୨୯୬କି.ମି. ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ।

ଜୁଲାଇ ୧୬ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

July 13th, 05:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଜୁଲାଇ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ ଏବଂ ଜଲାଉନ୍‍ ଜିଲ୍ଲାର ଓରାଇ ତହସିଲ ଅର୍ନ୍ତଗତ କାଇଥେରୀ ଗ୍ରାମରେ ପୂର୍ବାହ୍ନ ପ୍ରାୟ ୧୧.୩୦ ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ।