Our aim is to build a $5 trillion economy: PM Modi

July 06th, 11:31 am

Prime Minister Narendra Modi addressed a large gathering of party workers while launching a massive membership campaign in Varanasi, Uttar Pradesh today.

"ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ବାରାଣାସୀରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି "

July 06th, 11:30 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରାଣାସୀରେ ବିଜେପିର ସଦସ୍ୟତା ଅଭିଯାନର ଶୁଭାରମ୍ଭ ଅବସରରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଏକ ବିଶାଳ ସମାଗମକୁ ସମ୍ବୋଧିତ କରିଛନ୍ତି ।

କେନ୍ଦ୍ର ବଜେଟ 2019-20 ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

July 05th, 02:00 pm

ଦେଶର ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମକୁ ମୁଁ ଏହି ଲୋକାଭିମୂଖୀ, ବିକାଶ ଉନ୍ମୁଖି ତଥା ଭବିଷ୍ୟତ ଅଭିମୁଖୀ ବଜେଟ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

"କେନ୍ଦ୍ରୀୟ ବଜେଟ 2019-2020 ର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ "

July 05th, 01:59 pm

କେନ୍ଦ୍ର ବଜେଟ 2019-20 ଉପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ଏହି ବଜେଟ ଆଶା, ବିଶ୍ୱାସ ଏବଂ ଆକାଂକ୍ଷାର ବଜେଟ ଅଟେ । ଏହି ବଜେଟ ଏକବିଂଶ ଶତାବ୍ଦୀରେ ଭାରତର ଆଶାକୁ ପୁରା କରିବା ଦିଗରେ ନୂତନ ଭାରତ ନିର୍ମାଣ ଲାଗି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେ କହିଛନ୍ତି ,ଏହା ଦେଶକୁ ସମୃଦ୍ଧ ଏବଂ ଲୋକଙ୍କୁ ସାମର୍ଥ୍ୟ କରିବାର ବଜେଟ ଅଟେ । ଏହି ବଜେଟ ଦ୍ୱାରା ଗରିବ ସଶକ୍ତ ହେବେ, ଯୁବକଙ୍କୁ ଉନ୍ନତ ଭବିଷ୍ୟତ ମିଳିବ । 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାର ସ୍ୱପ୍ନକୁ ସାକାର କରିବା ଲାଗି ଦେଶକୁ ଏହି ଶକ୍ତି କେନ୍ଦ୍ରରୁ ଇନ୍ଧନ ମିଳିବ ।

ସନ୍ତ୍ରାସବାଦକୁ କଡା ଜବାବ ଦେବେ ସରକାର: ପ୍ରଧାନମନ୍ତ୍ରୀ

February 03rd, 03:57 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁମାନେ ଜାମ୍ମୁ ଏବଂ କାଶ୍ମୀରରେ ସନ୍ତ୍ରାସବାଦ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କଡା ଜବାବ ଦିଆଯିବ । ଶ୍ରୀନଗରରେ ଆଜି ଏକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ, “ଆମେ ପ୍ରତ୍ୟେକ ସନ୍ତ୍ରାସବାଦୀ ସହ କଡା ମୁକାବିଲା କରିବୁ । ଆମେ ଜାମ୍ମୁ କାଶ୍ମୀରରେ ସନ୍ତ୍ରାସବାଦର ମେରୁଦଣ୍ଡ ଭାଙ୍ଗିଦେବୁ ଏବଂ ସମସ୍ତ ଶକ୍ତିର ସହ ଏହା ବିରୋଧରେ ଲଢ଼େଇ କରିବୁ ।”

We will break the backbone of terrorism in Jammu and Kashmir and fight it with all our might: PM Modi

February 03rd, 03:57 pm

PM Modi today launched multiple development projects in Srinagar. Speaking to a gathering, PM Modi highlighted how in the last five years India has become a startup and innovation hub. He also spoke about the Centre's focus on healthcare and highlighted how the Ayushman Bharat Yojana is benefiting lakhs of people across the nation.

ଲେହ’ରେ ଉନ୍ନୟନ ପ୍ରକଳ୍ପସମୂହର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

February 03rd, 11:00 am

ଏଠାକୁ ଆସିବା ପୂର୍ବରୁ କିଏ ମୋତେ କହିଥିଲେ କି, ଲେହରେ ବହୁତ ଥଣ୍ଡା ପଡିଛି । ଶୂନ୍ୟଠାରୁ ମଧ୍ୟ ନିମ୍ନରେ ତାପମାତ୍ରା ଅଛି । ଏତେ ଥଣ୍ଡାରେ ଆପଣ ସମସ୍ତେ ଏଠାକୁ ଆସିଲେ, ବାସ୍ତବରେ ମୁଁ ଭାବ ବିହ୍ୱଳ ହୋଇପଡିଛି ଆଉ ସମସ୍ତଙ୍କୁ ପ୍ରଣାମ କରୁଛି । ବିମାନ ବନ୍ଦରରେ ଓହ୍ଲାଇବା ପରେ ବହୁତ ବଡ଼-ବୟସ୍କା ମାଆମାନେ ବିମାନ ବନ୍ଦର ବାହାରେ ଆଶୀର୍ବାଦ ଦେବାକୁ ଆସିଥିଲେ । ଏତେ ବିଯୁକ୍ତ ତାପମାତ୍ରାରେ ସେମାନେ ଖୋଲାରେ ଠିଆ ହୋଇଥିଲେ । ମୁଁ ମଧ୍ୟ କାରରୁ ଓହ୍ଲାଇ ସେମାନଙ୍କୁ ପ୍ରଣାମ କରିବାକୁ ତଳକୁ ପଳାଇ ଆସିଲି । ମନକୁ ଏତେ ଆନ୍ଦୋଳିତ କରିଦେଲା କି ଏତେ ଭଲପାଇବା, ଆଶୀର୍ବାଦ ଏହି ମାଆମାନଙ୍କର ସ୍ନେହ ଆଉ ତାହା ମଧ୍ୟ ଏହି ବିପରୀତ ପରିସ୍ଥିତିରେ ପ୍ରକୃତି ସାଥ ଦେଉ ନ ଥିଲେ ମଧ୍ୟ ଏକ ନୂତନ ଉର୍ଜା ମିଳୁଛି, ନୂତନ ଶକ୍ତି ମିଳୁଛି । ଆପଣମାନଙ୍କର ଏହି ନିଜରଭାବ, ଏହି ସ୍ନେହକୁ ଦେଖି ମୋତେ ଯେଉଁ ଟିକେ ଥଣ୍ଡା ମଧ୍ୟ ଲାଗୁଥିଲା । ଏବେ ତାହା ମଧ୍ୟ ଏତେ ଅନୁଭବ ହେଉ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ଲେହ, ଲଦାଖ ଗସ୍ତ

February 03rd, 10:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଯାତ୍ରାର ପ୍ରଥମ ଚରଣରେ ଲେହ ଓ ଶ୍ରୀନଗର ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେହି କ୍ଷେତ୍ରର ବିକାଶ ନିମନ୍ତେ ନିର୍ମିତ ତଥା ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Mahamilawat’s efforts to protect corrupt middlemen will never bear fruit under my watch: PM Modi

February 02nd, 05:25 pm

PM Narendra Modi addressed rally at Durgapur in West Bengal.PM Modi expressed confidence that in the upcoming elections, the Bharatiya Janata Party would emerge victorious in the state.

Our focus is on ensuring 'Ease of Living' for the citizens: PM Modi in Thakurnagar, West Bengal

February 02nd, 12:21 pm

PM Narendra Modi addressed rallies at Thakurnagar and Durgapur in West Bengal. Both the rallies saw PM Modi launch attack on the ruling Trinamool Congress led government in the state. PM Modi expressed confidence that in the upcoming elections, the Bharatiya Janata Party would emerge victorious in the state.

TMC is certain to go; people in West Bengal want change: PM Narendra Modi

February 02nd, 12:20 pm

PM Narendra Modi addressed rallies at Thakurnagar and Durgapur in West Bengal. Both the rallies saw PM Modi launch attack on the ruling Trinamool Congress led government in the state. PM Modi expressed confidence that in the upcoming elections, the Bharatiya Janata Party would emerge victorious in the state.

ନୂତନ ଭାରତ ପାଇଁ ବଜେଟ ରାଷ୍ଟ୍ରକୁ ସଶକ୍ତ କରିବ : ପ୍ରଧାନମନ୍ତ୍ରୀ

February 01st, 04:57 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବଜେଟକୁ ନୂତନ ଭାରତ ପାଇଁ ବଜେଟ ଭାବେ ଅଭିହିତ କରି ପ୍ରଶଂସା କରିବା ସହିତ ଏହା ଦେଶକୁ ସଶକ୍ତ କରିବ ବୋଲି ମତ ଦେଇଛନ୍ତି ।

ବଜେଟ 2019-20 ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

February 01st, 05:02 am

ଦେଶକୁ ସଠିକ୍ ଯୋଜନା ମାଧ୍ୟମରେ ଶକ୍ତିଶାଳୀ ରାଷ୍ଟ୍ର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏହି ବଜେଟରେ ମଧ୍ୟମବର୍ଗ ଠାରୁ ଆରମ୍ଭ କରି ଶ୍ରମିକମାନଙ୍କ ପର୍ଯ୍ୟନ୍ତ କୃଷକଙ୍କ ଉନ୍ନତି ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପ୍ରଗତି ପର୍ଯ୍ୟନ୍ତ ଆୟକର ରିହାତି ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଉତ୍ପାଦନ ଠାରୁ ଆରମ୍ଭ କରି ଏମଏସଏମଇ କ୍ଷେତ୍ର ପର୍ଯ୍ୟନ୍ତ ଆବାସ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, ଅର୍ଥବ୍ୟବସ୍ଥାକୁ ନୂତନ ଗତି ଦେବା ଠାରୁ ଆରମ୍ଭ କରି ନୂତନ ଭାରତ ନିର୍ମାଣ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତି ଏହି ବଜେଟରେ ଧ୍ୟାନ ରଖାଯାଇଛି ।