ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଏକ୍ସପୋ-୨୦୨୩ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 18th, 11:00 am

କ୍ୟାବିନେଟରେ ମୋର ସହଯୋଗୀ ଜି. କିଷନ ରେଡ୍ଡୀ ମହାଶୟ, ମୀନାକ୍ଷୀ ଲେଖୀ ମହାଶୟା, ଅର୍ଜୁନ ରାମ ମେଘୱାଲ ମହାଶୟ, ଲ୍ୟୁଭର ସଂଗ୍ରହାଳୟର ନିର୍ଦ୍ଦେଶକ ମୈନୁଅଲ ରୱାତେ ମହାଶୟ, ବିଶ୍ୱର ଭିନ୍ନ ଭିନ୍ନ ଦେଶରୁ ଆସିଥିବା ଅତିଥିଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସର ବହୁତ- ବହୁତ ଶୁଭକାମନା। ଆଜି ଏଠାରେ ସଂଗ୍ରହାଳୟ ଜଗତର ମହାନ ବ୍ୟକ୍ତିତ୍ୱ ମାନେ ଏକାଠି ହୋଇଛନ୍ତି । ଆଜିର ଏହି ଅବସର ଏଥିପାଇଁ ମଧ୍ୟ ହେଉଛି ସ୍ୱତନ୍ତ୍ର କାରଣ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଣ୍ଟରନାସନାଲ ମିଉଜିୟମ ଏକ୍ସପୋ-୨୦୨୩ ଉଦଘାଟିତ

May 18th, 10:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୫-୨୦୨୩) ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ-୨୦୨୩କୁ ଉଦଘାଟନ କରିଛନ୍ତି । ସେ ମଧ୍ୟ ନର୍ଥ ଓ ସାଉଥ ବ୍ଲକରେ ଏକ ଆଭାସୀ ଜାତାୟତକ୍ଷମ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଷୟିକ ମେଳା, ସଂରକ୍ଷଣ ଲ୍ୟାବ ଓ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି ।

ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

May 05th, 10:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।

କୁଶୀନଗରର ମହାପରିନିର୍ବାଣ ସ୍ତୁପରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା

May 16th, 07:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ କୁଶୀନଗର, ଉତ୍ତରପ୍ରଦେଶରେ ସ୍ଥିତ ମହାପରିନିର୍ବାଣ ସ୍ତୁପରେ ପୂଜାର୍ଚ୍ଚନା କରିଥିଲେ । ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ, ନେପାଳ ଗସ୍ତ କରିଥିଲେ ଓ ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନୀ ମଠ କ୍ଷେତ୍ରରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ଶିଳାନ୍ୟାସ ସମାରୋହରେ ଭାଗ ନେଇଥିଲେ । ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ର ଓ ଲୁମ୍ବିନୀ ସ୍ଥିତ ଧ୍ୟାନ ହଲରେ ଆୟୋଜିତ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ମଧ୍ୟ ଶ୍ରୀ ମୋଦୀ ଭାଗ ନେଇଥିଲେ ।

ମଇ ୧୬, ୨୦୨୨ରେ ନେପାଳର ଲୁମ୍ବିନି ଗସ୍ତରେ ପ୍ରଧାନମନ୍ତ୍ରୀ

May 16th, 06:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ମଇ ୧୬, ୨୦୨୨ ରେ ସରକାରୀ ଗସ୍ତରେ ନେପାଳର ଲୁମ୍ବିନି ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଭାବରେ ଏହା ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପଞ୍ଚମ ନେପାଳ ଗସ୍ତ ଏବଂ ପ୍ରଥମ ଲୁମ୍ବିନି ଗସ୍ତ ଥିଲା ।

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭଗବାନ ବୁଦ୍ଧଙ୍କ ନୀତିକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

May 16th, 09:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ନୀତିକୁ ମନେ ପକାଇଛନ୍ତି ଏବଂ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏହାକୁ ପୂରଣ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

୧୬ ମଇ ୨୦୨୨ ରେ ନେପାଳର ଲୁମ୍ବିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 12th, 07:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ, ୨୦୨୨ ରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ସରକାରୀ ଭାବେ ଲୁମ୍ବିନି ଗସ୍ତ କରିବେ । ୨୦୧୪ ପରଠାରୁ ଏହା ହେବ ପ୍ରଧାନମନ୍ତ୍ରୀଙ୍କର ପଞ୍ଚମ ନେପାଳ ଗସ୍ତ ।

ବୁଦ୍ଧ ପୂର୍ଣ୍ଣିମାରେ ଭର୍ଚୁଆଲ ବୈଶାଖ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

May 26th, 09:58 am

Prime Minister Shri Narendra Modi delivered a keynote address on the occasion of Vesak Global Celebrations on Buddha Purnima through video conference. Members of Venerated Mahasangha, Prime Ministers of Nepal and Sri Lanka, Union Ministers Shri Prahlad Singh and Shri Kiren Rijiju, Secretary General of International Buddhist Confederation, Venerable Doctor Dhammapiya were also at the event.

ୱେସାକ୍ ବିଶ୍ବ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଅଭିଭାଷଣ

May 26th, 09:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ୱେସାକ୍ ବିଶ୍ୱ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଦୀକ୍ଷାନ୍ତ ଅଭିଭାଷଣ ରଖିଛନ୍ତି। ପବିତ୍ର ମହାସଂଘର ସଦସ୍ୟଗଣ, ନେପାଳ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ଏବଂ କିରେନ ରିଜିଜୁ, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାସଚିବ ପୂଜ୍ୟ ଡ. ଧମ୍ମପିୟ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭର୍ଚୁଆଲ ଭେସାକ ବୈଶ୍ଵିକ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

May 25th, 07:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଅର୍ଥାତ୍ 26 ମେ 2021 ଦିନ ସକାଳ ପ୍ରାୟ 09:45 ସମୟରେ ଭର୍ଚୁଆଲ ଭେସାକ ବୈଶ୍ଵିକ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ।

Buddha is an example that strong will-power can bring a change in society: PM Modi

May 07th, 09:08 am

PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.

PM Modi addresses Virtual Vesak Global Celebration on Buddha Purnima

May 07th, 09:07 am

PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.

Prime Minister to participate in the Virtual Vesak Global Celebrations on Buddha Purnima, 7th May 2020

May 06th, 08:52 pm

Prime Minister Shri Narendra Modi shall be participating in the Buddha Purnima celebrations tomorrow, 7th May 2020.

PM Modi greets the nation on ‘Buddha Purnima’

May 18th, 08:00 am

Prime Minister Narendra Modi greeted the nation his wishes on the pious occasion of ‘Buddha Purnima’ today. PM Modi said, “Mahatma Buddha’s great ideals of non-violence, peace and compassion continue to inspire us in our daily endeavours.”

ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2018

April 30th, 07:41 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

April 30th, 03:55 pm

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 30th, 03:42 pm

ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ଡ଼କ୍ଟର ମହେଶ ଶର୍ମା ମହାଶୟ, ଶ୍ରୀମାନ କିରଣ ରିଜିଜୁ ମହାଶୟ, ଆନ୍ତର୍ଜାତିକ ବୁଦ୍ଧିଷ୍ଟ ଫାଉଣ୍ଡେଶନର ମହାସଚିବ ଡ଼କ୍ଟର ଧମ୍ମପିୟେ ମହାଶୟ, ସମଗ୍ର ଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଓ ସୁଧିମଣ୍ଡଳୀ ।

ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ବୁଦ୍ଧଙ୍କ ସନ୍ଦେଶ ବିସ୍ତାର କରୁଛନ୍ତି

April 30th, 10:57 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ଅଷ୍ଟାଙ୍ଗ ମାର୍ଗ ବିଷୟରେ ବ୍ୟାପକ ଭାବେ ଉଲ୍ଲେଖ କରି କରିଛନ୍ତି ଯେ ଏହି ମାର୍ଗ ଅନୁସରଣ କରିବା ଦ୍ୱାରା ଆମେ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ।

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 30th, 09:51 am

ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନୂଆଦିଲ୍ଲୀଠାରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗଦେବେ

April 29th, 04:33 pm

ବୁଦ୍ଧ ଜୟନ୍ତୀ ଅବସରରେ 2018 ଏପ୍ରିଲ 30 ସୋମବାର ଦିନ ରାଜଧାନୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ପାଳନ ହେବାକୁ ଥିବା ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ।