Brunei is an important partner in India's Act East policy and Indo-Pacific vision: PM Modi
September 04th, 03:18 pm
In his meeting with the Sultan of Brunei, PM Modi emphasized the deep-rooted friendship between India and Brunei. He highlighted the importance of Brunei in India’s Act East Policy and the Indo-Pacific vision, discussing ways to enhance cooperation in trade, investment, defense, and people-to-people exchanges, further solidifying the strong bilateral ties.Joint Statement on an Enhanced Partnership between the Republic of India and Brunei Darussalam
September 04th, 01:26 pm
At the invitation of His Majesty Sultan Haji Hassanal Bolkiah, PM Narendra Modi, visited Brunei Darussalam. This was PM Modi’s first visit as well as the first bilateral visit by an Indian PM to Brunei Darussalam. Reflecting on the excellent progress over the years in bilateral relations, both leaders reaffirmed their commitment to further strengthen, deepen and enhance partnership in all areas of mutual interest.ବ୍ରୁନେଇର ସୁଲତାନଙ୍କ ଦ୍ୱାରା ଆୟୋଜିତ ଭୋଜିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ
September 04th, 12:32 pm
ଏହି ଉଷ୍ମ ସ୍ୱାଗତ ଏବଂ ଆତିଥେୟତା ପାଇଁ ମୁଁ ମହାମହିମ ଏବଂ ସମଗ୍ର ରାଜ ପରିବାରକୁ ହୃଦୟରୁ କୃତଜ୍ଞତା ଜଣାଉଛି । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । କିନ୍ତୁ ଏଠାରେ ମୋତେ ଯେଉଁ ଆପଣାଗତ ମିଳିଛି, ଆମର ଉଭୟ ଦେଶରେ ଶତାବ୍ଦୀ ପୁରୁଣା ସମ୍ପର୍କର ଅନୁଭୁତି ପ୍ରତ୍ୟେକଟି ମୁହୂର୍ତ୍ତରେ ଅନୁଭବ କରିପାରୁଛି।ବ୍ରୁନେଇର ସୁଲତାନ ହାଜି ହସନାଲ ବୋଲକିଆଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 04th, 12:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ଦର ସେରୀ ବେଗାୱାନର ଇସ୍ତାନା ନୁରୁଲ ଇମାନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ବ୍ରୁନେଇର ମହାମହିମ ସୁଲତାନ ହାଜି ହସନାଲ ବୋଲକିଆ ଉତ୍ସାହର ସହ ସ୍ୱାଗତ କରିଥିଲେ ।ସରକାରୀ ଗସ୍ତରେ ବ୍ରୁନେଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
September 03rd, 03:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁଲତାନ ହାଜି ହସନାଲ ବୋଲକିଆଙ୍କ ନିମନ୍ତ୍ରଣକ୍ରମେ ଆଜି ଏକ ସରକାରୀ ଗସ୍ତରେ ବନ୍ଦର ସେରି ବେଗୱାନରେ ପହଞ୍ଚିଛନ୍ତି ।