ବ୍ରାସିଲିଆର ସରକାରୀ ଅନୁଷ୍ଠାନରେ ଦଙ୍ଗା ଓ ଭଙ୍ଗାରୁଜା ଖବରରେ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ବ୍ରାସିଲିଆର ସରକାରୀ ଅନୁଷ୍ଠାନରେ ଦଙ୍ଗା ଓ ଭଙ୍ଗାରୁଜା ଖବରରେ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

January 09th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାସିଲିଆର ସରକାରୀ ଅନୁଷ୍ଠାନରେ ଦଙ୍ଗା ଓ ଭଙ୍ଗାରୁଜା ଖବରରେ ଚିନ୍ତା ବ୍ୟକ୍ତ କରିଛନ୍ତି ।

PM Modi's remarks at BRICS Dialogue with Business Council and New Development Bank

PM Modi's remarks at BRICS Dialogue with Business Council and New Development Bank

November 14th, 09:40 pm

PM Modi addressed the Dialogue with BRICS Business Council and New Development Bank. The PM said the BRICS Business Council should make a roadmap of achieving the target of $500 billion Intra-BRICS trade. He also urged BRICS nations and New Development Bank to join coalition for disaster resilient infrastructure.

ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 14th, 08:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲରେ ଅନ୍ୟ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହିତ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣକାଳୀନ ଅଧିବେଶନକୁ ସମ୍ବୋଧିତ କରିଥିଲେ ।

ବ୍ରିକ୍ସ ବାଣିଜ୍ୟ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ

November 14th, 11:24 am

ବ୍ରିକ୍ସ ବାଣିଜ୍ୟ ମଞ୍ଚରେ ଅଂଶଗ୍ରହଣ କରିଥିବାରୁ ମୁଁ ଆନନ୍ଦିତ । ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମର ଆରମ୍ଭ ଏହି ମଞ୍ଚ ମାଧ୍ୟମରେ ହୋଇଛି । ବାଣିଜ୍ୟକୁ ପ୍ରାଥମିକତା ଦେଇଥିବାରୁ ମୁଁ ବ୍ରାଜିଲ ରାଷ୍ଟ୍ରପତି, ଏହି ମଞ୍ଚର ଆୟୋଜକ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଉଛି ।

ବ୍ରିକ୍ସ ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 14th, 11:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ବ୍ରିକ୍ସ ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କରିଛନ୍ତି । ବ୍ରିକ୍ସ ରାଷ୍ଟ୍ର ପ୍ରମୁଖ ମାନେ ମଧ୍ୟ ଏହି ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କରିଥିଲେ ।

ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

November 14th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ଚୀନ ରାଷ୍ଟ୍ରପତି ମିଷ୍ଟର ସି ଜିନପିଙ୍ଗଙ୍କୁ ଭେଟିଛନ୍ତି ।

ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ମି. ଜେୟର ମେସିୟସ ବୋଲସୋନାରୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

November 14th, 03:33 am

ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ଅନୁଷ୍ଠିତ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତି ମି. ଜେୟର ମେସିୟସ ବୋଲସୋନାରୋଙ୍କୁ ଭେଟିଛନ୍ତି ।

ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

November 14th, 03:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ରୁଷ ରାଷ୍ଟ୍ରପତି ମିଷ୍ଟର ଭ୍ଲାଦିମିର ପୁତିନଙ୍କ ସହ ସାକ୍ଷାତ କରିଛନ୍ତି ।

Prime Minister's visit to Brasilia, Brazil

November 12th, 01:07 pm

PM Modi will be visiting Brasilia, Brazil during 13-14 November to take part in the BRICS Summit. The PM will also hold bilateral talks with several world leaders during the visit

ନଭେମ୍ବର 13-14 ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 11th, 07:30 pm

ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 13ରୁ 14 ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ବ୍ରାସିଲିଆ ଗସ୍ତ କରିବେ । ଚଳିତ ବର୍ଷ ବ୍ରିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଅଭିନବ ଭବିଷ୍ୟତ ପାଇଁ ଆର୍ଥିକ ଅଭିବୃଦ୍ଧି” ରଖାଯାଇଛି ।