PM Modi greets the Border Security Force on their Raising Day
December 01st, 08:52 am
The Prime Minister Shri Narendra Modi today greeted the Border Security Force on their Raising Day. He lauded the BSF for standing as a critical line of defence, embodying courage, dedication and exceptional service.Our Jawans have proved their mettle on every challenging occasion: PM Modi in Kutch
October 31st, 07:05 pm
PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.PM Modi celebrates Diwali with security personnel in Kutch,Gujarat
October 31st, 07:00 pm
PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.ପଦାତିକ ବାହିନୀ ଦିବସରେ ସମସ୍ତ ରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ
October 27th, 09:07 am
ପଦାତିକ ବାହିନୀ ଦିବସରେ ପଦାତିକ ବାହିନୀର ସମସ୍ତରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।ଫେବୃଆରୀ ୩ ରେ ସିଏଲଇଏ –କମନୱେଲ୍ଥ ଆଟର୍ଣ୍ଣି ଏବଂ ସଲିସିଟର ଜେନେରାଲ ସମ୍ମିଳନୀ ୨୦୨୪ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
February 02nd, 11:10 am
ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି 'ନ୍ୟାୟ ପ୍ରଦାନରେ ସୀମାପାର ଆହ୍ୱାନ'। ଏହି ସମ୍ମିଳନୀରେ ନ୍ୟାୟିକ ପରିବର୍ତ୍ତନ ଏବଂ ଆଇନ ଅଭ୍ୟାସର ନୈତିକ ଦିଗ ଭଳି ଆଇନ ଓ ନ୍ୟାୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ; କାର୍ଯ୍ୟନିର୍ବାହୀ ଉତ୍ତରଦାୟିତ୍ୱ; ଏବଂ ଅନ୍ୟମାନଙ୍କ ମଧ୍ୟରେ ଆଧୁନିକ ଆଇନ ଶିକ୍ଷାର ପୁନଃସମୀକ୍ଷା କରିଥିଲେ ।ପିଏମ-ଜନମନ ଅଧୀନରେ ପିଏମଏୱାଇ (ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଜାରି କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 15th, 12:15 pm
ଶୁଭେଚ୍ଛା! ଉତ୍ତରାୟଣ, ମକର ସଂକ୍ରାନ୍ତି, ପୋଙ୍ଗଲ ଓ ବିହୁ ଭଳି ଉତ୍ସବ କୁ ନେଇ ଏବେ ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି। ଅନେକ ପର୍ବପର୍ବାଣୀର ଉତ୍ସାହ ଆମକୁ ଚତୁଃପାର୍ଶ୍ବରେ ଭରି ରହିଛି। ଆଜିର ଏହି କାର୍ଯ୍ୟକ୍ରମ ଉତ୍ସାହରେ ପରିପୂର୍ଣ୍ଣ ବହୁତ ଉଚ୍ଚକୋଟିର ଏବଂ ଜୀବନ୍ତ କରିଦେଇଛି। ଏହି ଅବସରରେ ଆପଣମାନଙ୍କ ସହ କଥାବାର୍ତ୍ତା କରିବା ମୋ ପାଇଁ ଏକ ଉତ୍ସବ ପରି ମନେ ହେଉଛି। ବର୍ତ୍ତମାନ ଅଯୋଧ୍ୟାରେ ପ୍ରତିଷ୍ଠା ଉତ୍ସବ ପାଳନ ହେଉଥିବା ବେଳେ ମୋ ପରିବାରର ଅଂଶ ଭାବରେ ବିବେଚିତ ଏକ ଲକ୍ଷ ଅତ୍ୟନ୍ତ ପଛୁଆ ଆଦିବାସୀ ଭାଇ ଭଉଣୀ ନିଜ ନିଜ ଘରେ ଖୁସିରେ ଉତ୍ସବ ପାଳନ କରୁଛନ୍ତି । ଏହା ମୋତେ ଅତ୍ୟନ୍ତ ଆନନ୍ଦ ଦେଉଛି। ଆଜି ସେମାନଙ୍କ ପକ୍କା ଘର ନିର୍ମାଣ ହେବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ମୁଁ ଏହି ସମସ୍ତ ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ମକର ସଂକ୍ରାନ୍ତିର ଶୁଭକାମନା ଜଣାଉଛି। ଏହି ମହାନ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ମୋ ଜୀବନକୁ ବହୁତ ଆନନ୍ଦ ଆଣି ଦେଇଥାଏ।ପିଏମ୍ - ଜନମନ ଯୋଜନା ଅଧୀନରେ ୧ ଲକ୍ଷ ପିଏମଏୱାଇ (ଜି) ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
January 15th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ - ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ - ଜନମନର ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
January 07th, 08:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ ଏବଂ ୭, ୨୦୨୪ ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଇନ୍ସପେକ୍ଟର ଜେନେରାଲମାନଙ୍କର ୫୮ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ।କେନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
December 05th, 01:33 pm
ରାଷ୍ଟ୍ରପତି ରୁଟୋ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତକୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।PM Narendra Modi addresses public meetings in Pali & Pilibanga, Rajasthan
November 20th, 12:00 pm
Amidst the ongoing election campaigning in Rajasthan, PM Modi’s rally spree continued as he addressed public meetings in Pali and Pilibanga. Addressing a massive gathering, PM Modi emphasized the nation’s commitment to development and the critical role Rajasthan plays in India’s advancement in the 21st century. The Prime Minister underlined the development vision of the BJP government and condemned the misgovernance of the Congress party in the state.PM Modi delivers powerful speeches at public meetings in Taranagar & Jhunjhunu, Rajasthan
November 19th, 11:03 am
PM Modi, in his unwavering election campaign efforts ahead of the Rajasthan assembly election, addressed public meetings in Taranagar and Jhunjhunu. Observing a massive gathering, he exclaimed, “Jan-Jan Ki Yahi Pukar, Aa Rahi Bhajpa Sarkar”. PM Modi said, “Nowadays, the entire country is filled with the fervour of cricket. In cricket, a batsman comes and scores runs for his team. But among the Congress members, there is such a dispute that scoring runs is far-fetched; these people are engaged in getting each other run out. The Congress government spent five years getting each other run out.”ହିମାଚଳ ପ୍ରଦେଶର ଲେପଚାରେ ସୁରକ୍ଷା ବାହିନୀ ସହ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 12th, 03:00 pm
ମା' ଭାରତୀଙ୍କର ଜୟଘୋଷର ଏହି ଶବ୍ଦ, ଭାରତୀୟ ସେନା ଓ ସୁରକ୍ଷା ବାହିନୀର ବୀରତ୍ବର ଏହି ସ୍ଲୋଗାନ, ଏହି ଐତିହାସିକ ଭୂମି ଏବଂ ଦୀପାବଳିର ଏହି ପବିତ୍ର ପର୍ବ । ଏହା ଏକ ଚମତ୍କାର ସଂଯୋଗ ଅଟେ, ଏହା ଏକ ଅଦ୍ଭୁତ ମିଳନ ଅଟେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତ ମୋ ପାଇଁ ମଧ୍ୟ ଆପଣଙ୍କ ପାଇଁ ଏବଂ ଦେଶବାସୀଙ୍କ ପାଇଁ ମଧ୍ୟ ଦୀପାବଳିରେ ନୂଆ ଆଲୋକ ଆଣିବ ଏହା ମୋର ବିଶ୍ବାସ ଅଛି। ମୁଁ ଆପଣ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କୁ ସୀମାର ଶେଷ ଗାଁରୁ, ଯାହାକୁ ମୁଁ ବର୍ତ୍ତମାନ ପ୍ରଥମ ଗାଁ ବୋଲି କହୁଛି, ସେଠାରେ ଆମର ମୁତୟନ ହୋଇଥିବା ସୁରକ୍ଷା ବାହିନୀର ସହଯୋଗୀମାନଙ୍କ ସହିତ ଯେତେବେଳେ ଦୀପାବଳି ପାଳନ କରୁଛି, ସେତେବେଳେ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଏହି ଶୁଭେଚ୍ଛା ବହୁତ ସ୍ବତନ୍ତ୍ର ହୋଇଥାଏ। ଏହି ଅବସରରେ ଦେଶବାସୀଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା, ଦୀପାବଳିର ଶୁଭକାମନା।ହିମାଚଳ ପ୍ରଦେଶର ଲେପ୍ଚାରେ ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ
November 12th, 02:31 pm
ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀପାବଳି ପର୍ବର ମିଶ୍ରଣ ଏବଂ ଯବାନଙ୍କ ସାହସର ପ୍ରତିଫଳନ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଦେଶର ଶେଷ ଗାଁ ଭାରତର ସୀମାନ୍ତ ଅଞ୍ଚଳର ଯବାନଙ୍କ ସହ ଦୀପାବଳି ଅବସରରେ ସେ ଶୁଭେଚ୍ଛା ଜଣାଇଥିଲେ, ଯାହା ବର୍ତ୍ତମାନ ପ୍ରଥମ ଗାଁ ଭାବେ ପରିଗଣିତ ହୋଇଛି।Our connectivity initiatives emerged as a lifeline during the COVID Pandemic: PM Modi
November 01st, 11:00 am
PM Modi and President Sheikh Hasina of Bangladesh jointly inaugurated three projects in Bangladesh. We have prioritized the strengthening of India-Bangladesh Relations by enabling robust connectivity and creating a Smart Bangladesh, PM Modi said.କେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ,
October 31st, 10:00 am
ଆପଣ ସମସ୍ତ ଯୁବକମାନଙ୍କର ସାହସୀମାନଙ୍କର ଏହି ଉତ୍ସାହ ଜାତୀୟ ଏକତା ଦିବସର ଏକ ବଡ଼ ଶକ୍ତି ଅଟେ। ଏକ ପ୍ରକାରରେ ମୁଁ ମୋ ସାମ୍ନାରେ ଲଘୁ ଭାରତ, ମିନି ଭାରତର ସ୍ଵରୂପ ଦେଖୁଛି । ରାଜ୍ୟ ଭିନ୍ନ, ଭାଷା ଭିନ୍ନ, ପରମ୍ପରା ଅଲଗା, କିନ୍ତୁ ଏଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଏକତାର ଏକ ଦୃଢ଼ ସୂତ୍ର ଦ୍ୱାରା ଜଡ଼ିତ ଅଛନ୍ତି । ମନ ଅନେକ, କିନ୍ତୁ ମାଳା ଗୋଟିଏ । ଶରୀର ଅନେକ, କିନ୍ତୁ ମନ ଏକ । ଯେମିତି ଅଗଷ୍ଟ ୧୫ ଆମର ସ୍ୱାଧୀନତା ପାଳନର ଦିନ ଏବଂ ଜାନୁଆରୀ ୨୬ ଆମ ଗଣତନ୍ତ୍ର ପାଳନର ଦିନ, ଠିକ୍ ସେହିପରି ଅକ୍ଟୋବର ୩୧ ର ଏହି ଦିନ ଦେଶର କୋଣ ଅନୁକୋଣରେ ଜାତୀୟତାର ସଂଚାର ପର୍ବ ପାଲଟିଛି ।ଗୁଜରାଟର କେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
October 31st, 09:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମୋଦୀ ବିଏସଏଫ ଏବଂ ବିଭିନ୍ନ ରାଜ୍ୟ ପୋଲିସର ଦଳଙ୍କୁ ନେଇ ରାଷ୍ଟ୍ରୀୟ ଏକତା ଦିବସ ପରେଡ, ସମସ୍ତ ମହିଳା ସିଆରପିଏଫ ବାଇକର୍ସଙ୍କ ଦ୍ୱାରା ଦୁଃସାହସିକ ପ୍ରଦର୍ଶନ, ବିଏସଏଫର ମହିଳା ପାଇପ୍ ବ୍ୟାଣ୍ଡ, ଗୁଜରାଟ ମହିଳା ପୋଲିସର କୋରିଓଗ୍ରାଫି କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଏନସିସି ଶୋ, ସ୍କୁଲ ବ୍ୟାଣ୍ଡ ପ୍ରଦର୍ଶନ, ଭାରତୀୟ ବାୟୁସେନା ଦ୍ୱାରା ଫ୍ଲାଇ ପାଷ୍ଟ, ଉନ୍ନତ ଗ୍ରାମର ଅର୍ଥନୈତିକ ସାମର୍ଥ୍ୟ ପ୍ରଦର୍ଶନ ଆଦି ଦେଖିଥିଲେ ।We should take a pledge to end evils, discrimination in society: PM Modi in Dwarka, Delhi
October 24th, 06:32 pm
PM Modi attended Ram Leela at Dwarka in Delhi and saw Ravan Dahan. Addressing on the occasion, the Prime Minister said that Vijaydashimi is a festival of victory of justice over injustice, of humility over arrogance and patience over anger. He said this is also a day of renewing pledges.ଦିଲ୍ଲୀର ଦ୍ୱାରକା ଠାରେ ବିଜୟା ଦଶମୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 24th, 06:31 pm
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜୟା ଦଶମୀ ହେଉଛି ଅନ୍ୟାୟ ଉପରେ ନ୍ୟାୟ, ଅହଂକାର ଉପରେ ନମ୍ରତା ଏବଂ କ୍ରୋଧ ଉପରେ ଧୈର୍ଯ୍ୟର ବିଜୟର ପର୍ବ । ଏହା ମଧ୍ୟ ପ୍ରତିଶ୍ରୁତି ନବୀକରଣର ଦିନ ବୋଲି ସେ କହିଛନ୍ତି ।ସରକାରୀ ବିଭାଗଗୁଡିକରେ 51000ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 28th, 11:20 am
ସ୍ୱାଧୀନତାର ଏହି ଅମୃତକାଳରେ, ଦେଶ ସ୍ୱାଧୀନତାର ଏବଂ ଦେଶର କୋଟି କୋଟି ଲୋକଙ୍କ ଅମୃତ- ରକ୍ଷକ ହେଇଥିବା ଅବସରରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ମୁଁ ଆପଣମାନଙ୍କୁ ଏଥିପାଇଁ ଅମୃତ ରକ୍ଷକ କହୁଛି କାରଣ ଆଜି ଯେଉଁ ଯୁବକମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି, ସେମାନେ ଦେଶର ସେବା ସହିତ ଦେଶର ନାଗରିକମାନଙ୍କର, ଦେଶର ମଧ୍ୟ ରକ୍ଷା କରିବେ । ଏଥିପାଇଁ ଏକ ପକ୍ଷରେ ଆପଣମାନେ ହେଉଛନ୍ତି ଏହି ଅମୃତକାଳର ଲୋକ ଏବଂ ଅମୃତ ରକ୍ଷକ ମଧ୍ୟ ।ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
August 28th, 10:43 am
ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍), ସୀମା ସୁରକ୍ଷା ବଳ (ବିଏସଏଫ୍), ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି । ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ - ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।