In Kargil, we didn't just win a war; we showcased the incredible strength of truth, restraint, and capability: PM Modi in Ladakh

July 26th, 09:30 am

PM Modi paid homage to the bravehearts who made the supreme sacrifice in the line of duty on the occasion of 25th Kargil Vijay Diwas in Ladakh. “In Kargil, we not only won the war, we presented an incredible example of 'truth, restraint and strength”, Prime Minister Modi remarked.

କାର୍ଗିଲ ବିଜୟ ଦିବସରେ ଲଦାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

July 26th, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା କାର୍ଗିଲ ଯୁଦ୍ଧ ସମ୍ପର୍କରେ ଗୌରବଗାଥାର ସୂଚନା ଶୁଣିଥିଲେ ଏବଂ ଅମର ସସ୍ମରଣ: ସ୍ମାରକୀ କୁଟୀର ପରିଦର୍ଶନ କରିଥିଲେ । ସେ ବୀର ଭୂମି ମଧ୍ୟ ପରିଦର୍ଶନ କରିଥିଲେ।

ବିଆର୍‌ଓ ଦ୍ୱାରା ନିର୍ମିତ ୯୦ ଟି ଭିତ୍ତିଭୂମି ପ୍ରକଳ୍ପ ଆଜି ଯାହା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ସେଗୁଡିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

September 12th, 09:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୀମା ସଡକ ସଂଗଠନ (ବିଆର୍‌ଓ) ଦ୍ୱାରା ନିର୍ମିତ ୨,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୦ ଟି ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ପ୍ରଶଂସା କରିଛନ୍ତି ଯାହା ୧୧ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପି ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ଆଜି ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା ।

୬୪ତମ ସ୍ଥାପନା ଦିବସ ଉପଲକ୍ଷେ ସୀମା ସଡ଼କ ସଙ୍ଗଠନ ପ୍ରୋଜେକ୍ଟ ଦନ୍ତକର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

May 05th, 10:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୀମା ସଡ଼କ ସଙ୍ଗଠନ(ବିଆରଓ)ର ୬୪ତମ ସ୍ଥାପନା ଦିବସ ଉପଲକ୍ଷେ ପ୍ରୋଜେକ୍ଟ ଦନ୍ତକର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ସୀମା ସଡକ ସଂଗଠନ ଦ୍ୱାରା ୨୭୮ କିଲୋମିଟର ହାପୋଲି- ସରଲି-ହୁରି ରାସ୍ତାର ବ୍ଲାକଟପିଂକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

March 23rd, 09:16 pm

ସୀମା ସଡକ ସଂଗଠନର ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆମର ଛୋଟ ଛୋଟ କଥା, ଯାହା ପରସ୍ପରଙ୍କୁ, କିଛି ଶିଖାଇଯାଏ, ଜୀବନର ତିକ୍ତ–ମଧୁର ଅନୁଭୂତି ଯାହା, ଜୀବନକୁ ମନଭରି ଉପଭୋଗ କରିବାର ପ୍ରେରଣା ଯୋଗାଇଦିଏ – ତାହା ହିଁ ତ ହେଉଛି – ମନର କଥା ।

January 31st, 10:39 am

ଏହି ମାସରେ କ୍ରିକେଟ ପିଚ୍‌ରୁ ବି ଖୁବ ଭଲ ଖବର ମିଳିଲା । ପ୍ରାରମ୍ଭିକ ଅସୁବିଧା ପରେ ଆମ କ୍ରିକେଟ ଟିମ୍ ପୁଣିଥରେ ଖୁବ ସୁନ୍ଦର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆରେ ସିରିଜ ଜିତିଲା । ଆମ ଖେଳାଳିମାନଙ୍କ କଠିନ ପରିଶ୍ରମ ଏବଂ ଟିମ୍‌ୱାର୍କ ପ୍ରେରଣାଦାୟୀ । ଏଇସବୁ ଭିତରେ ଦିଲ୍ଲୀରେ ଜାନୁଆରୀ 26 ଦିନ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖ ମଧ୍ୟ ଅନୁଭବ କଲା । ଆଗାମୀ ସମୟକୁ ଆମକୁ ନୂତନ ଆଶା ଏବଂ ଉଦ୍ଦୀପନା ସହ ପୂରଣ କରିବାକୁ ହେବ । ଗତବର୍ଷ ଆମେ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ । ଏ ବର୍ଷ ମଧ୍ୟ ଆମକୁ କଠିନ ପରିଶ୍ରମ କରି ଆମର ସଂକଳ୍ପଗୁଡ଼ିକୁ ସାକାର କରିବାକୁ ହେବ । ଆମ ଦେଶକୁ ଆହୁରି ତୀବ୍ର ଗତିରେ ଆଗେଇ ନେବାକୁ ହେବ ।

ଗୁଜରାଟର କେୱଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 31st, 11:01 am

ଆଜି ସର୍ଦ୍ଦାର ସରୋବରରୁ ସାବରମତୀ ନଦୀକୂଳ(ରିଭର ଫ୍ରଣ୍ଟ) ପର୍ଯ୍ୟନ୍ତ ସି-ପ୍ଲେନ ସେବାର ମଧ୍ୟ ଶୁଭାରମ୍ଭ ହେବାକୁ ଯାଉଛି । ଏହା ଦେଶର ପ୍ରଥମ ଏବଂ ନିଜକୁ ନିଜ ମଧ୍ୟରେ ହେଉଛି ଅନନ୍ୟ ସି-ପ୍ଲେନ ସେବା । ସର୍ଦ୍ଦାର ସାହେବଙ୍କ ଦର୍ଶନ ପାଇଁ, ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ଦେଶବାସୀଙ୍କୁ ଏବେ ସି-ପ୍ଲେନ ସେବାର ମଧ୍ୟ ବିକଳ୍ପ ମିଳିବ । ଏହି ସମସ୍ତ ପ୍ରୟାସ ଏହି କ୍ଷେତ୍ରରେ ପର୍ଯ୍ୟଟନକୁ ମଧ୍ୟ ବହୁତ ଅଧିକ ପ୍ରୋତ୍ସାହନ ଦେବ । ଏହାଦ୍ୱାରା ଏଠାକାର ଲୋକଙ୍କୁ, ମୋର ଆଦିବାସୀ ଭାଇ-ଭଉଣୀଙ୍କୁ ରୋଜଗାରର ମଧ୍ୟ ନୂତନ ସୁଯୋଗ ମିଳୁଛି ।

Prime Minister participates in the Ekta Diwas Celebrations at Kevadia, Gujarat

October 31st, 11:00 am

PM Narendra Modi took part in the Rashtriya Ekta Diwas celebrations at Gujarat's Kevadia and flagged off the parade from the Statue of Unity. Speaking at the event, PM Modi said 130 crore Indians have honoured Corona Warriors in their fight against the coronavirus and added that the country has proved its collective potential during the pandemic in an unprecedented way

ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 03rd, 11:08 am

ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ ରାଜନାଥ ସିଂ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ହିମାଚଳ ପ୍ରଦେଶର ଯୁବକ ଅନୁରାଗ ଠାକୁର, ହିମାଚଳ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧିଗଣ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସୀମା ସଡ଼କ ସଂଗଠନ ସହ ଜଡ଼ିତ ସମସ୍ତ ସାଥୀ ଏବଂ ହିମାଚଳ ପ୍ରଦେଶର ମୋର ଭାଇ ଓ ଭଉଣୀମାନେ। ଆଜି ଏକ ଐତିହାସିକ ଦିବସ। ଆଜି କେବଳ ଅଟଳ ଜୀଙ୍କ ସ୍ୱପ୍ନ ପୂରଣ ହୋଇନାହିଁ, ଆଜି ହିମାଚଳ ପ୍ରଦେଶର କୋଟି କୋଟି ଲୋକମାନଙ୍କର ବହୁ ଦଶନ୍ଧି ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅଟଳ ଟନେଲ ଲୋକାର୍ପିତ

October 03rd, 11:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵର ଦୀର୍ଘତମ ରାଜପଥ ସୁଡଙ୍ଗ ଅଟଳ ଟନେଲକୁ ଆଜି (03.10.2020) ମନାଲିର ସାଉଥ ପୋଟାଲରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି 9.2 କିଲୋମିଟର ଦୀର୍ଘ ସୁଡଙ୍ଗ ପଥ ମନାଲି ଓ ଲାହୋଲ-ସ୍ପିତି ଉପତ୍ୟକାକୁ ବର୍ଷ ସାରା ସଂଯୋଗ କରିବ । ପ୍ରବଳ ତୁଷାରପାତ ଯୋଗୁଁ ଏହି ଉପତ୍ୟକା ବର୍ଷକରେ ପ୍ରାୟ 6 ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିଲା । ହିମାଳୟର ପୀର ପଞ୍ଜାଲ ପର୍ବତମାଳାର ସମୁଦ୍ର ପତନଠାରୁ 10 ହଜାର ଫୁଟ ଉଚ୍ଚତାରେ ଏହି ଅତ୍ୟାଧୁନିକ ସୁଡଙ୍ଗ ପଥ ନିର୍ମାଣ କରାଯାଇଛି । ଏହି ସୁଡଙ୍ଗ ନିର୍ମାଣ ଫଳରେ ମନାଲିରୁ ଲେହ ମଧ୍ୟରେ ଦୂରତା 46 କିଲୋମିଟର ହ୍ରାସ ପାଇବା ସହ ଯାତ୍ରା ସମୟ 4 ରୁ 5 ଘଣ୍ଟା ହ୍ରାସ ପାଇବ । ଏହି ସୁଡଙ୍ଗରେ ଅଗ୍ନି ନିର୍ବାପକ ନିୟନ୍ତ୍ରଣ ପଦ୍ଧତି ସହ ଭେଣ୍ଟିଲେସନ ଓ ଇଲେକ୍ଟ୍ରୋ ମେକାନିକାଲ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି ।

Time for expansionism is over, this is the era of development: PM Modi

July 03rd, 02:37 pm

PM Narendra Modi visited Nimu, where he interacted with the valorous Jawans. PM Modi paid rich tributes to the martyred soldiers in the Galwan valley. The PM applauded the soldiers and said, Through display of your bravery, a clear message has gone to the world about India’s strength...Your courage is higher than the heights where you are posted today.

PM visits Nimu in Ladakh to interact with Indian troops

July 03rd, 02:35 pm

PM Narendra Modi visited Nimu, where he interacted with the valorous Jawans. PM Modi paid rich tributes to the martyred soldiers in the Galwan valley. The PM applauded the soldiers and said, Through display of your bravery, a clear message has gone to the world about India’s strength...Your courage is higher than the heights where you are posted today.

PM Modi to launch Garib Kalyan Rojgar Abhiyaan on 20th June to boost livelihood opportunities in Rural India

June 18th, 09:40 am

Government of India has decided to launch a massive rural public works scheme ‘Garib Kalyan Rojgar Abhiyaan’to empower and provide livelihood opportunities to the returnee migrant workers and rural citizens. PM Modi will launch this Abhiyaan on 20th June, 2020 at 11 am through Video-Conference in presence of the Chief Minister and Deputy Chief Minister of Bihar.

ଲେହରେ ପ୍ରଧାନମନ୍ତ୍ରୀ: ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦାନ; ଜୋଜିଲା ସୁଡ଼ଙ୍ଗ ନିର୍ମାଣ କାମର କଲେ ଶୁଭାରମ୍ଭ

May 19th, 12:21 pm

ଆଜି ଦିନିକିଆ ଜାମ୍ମୁ-କଶ୍ମୀର ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲେହଠାରେ ପହଂଚିଥିଲେ ।

PM salutes all personnel of Border Roads Organisation on foundation day

May 07th, 12:32 pm



PM conveys his best wishes to all personnel of Border Roads Organisation on the foundation day

May 07th, 09:59 pm