Ensuring a better life for Jharkhand’s sisters and daughters is my foremost priority: PM Modi in Bokaro
November 10th, 01:18 pm
Jharkhand’s campaign heats up as PM Modi’s back-to-back rallies boost enthusiasm across the state. Ahead of the first phase of Jharkhand’s assembly elections, PM Modi today addressed a mega rally in Bokaro. He said that there is only one echo among the people of the state that: ‘Roti, Beti, Maati ki pukar, Jharkhand mein BJP-NDA Sarkar,’ and people want BJP-led NDA to come to power in the assembly polls.”PM Modi captivates crowds with impactful speeches in Jharkhand’s Bokaro & Gumla
November 10th, 01:00 pm
Jharkhand’s campaign heats up as PM Modi’s back-to-back rallies boost enthusiasm across the state. Ahead of the first phase of Jharkhand’s assembly elections, PM Modi today addressed two mega rallies in Bokaro and Gumla. He said that there is only one echo among the people of the state that: ‘Roti, Beti, Maati ki pukar, Jharkhand mein BJP-NDA Sarkar,’ and people want BJP-led NDA to come to power in the assembly polls.”ଦେଓଘର ଏୟାରପୋର୍ଟର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 12th, 12:46 pm
ଝାଡ଼ଖଣ୍ଡର ଗଭର୍ଣ୍ଣର ଶ୍ରୀ ରମେଶ ବୈସ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ୍ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସାଥୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ନିଶିକାନ୍ତ ମହାଶୟ, ଅନ୍ୟ ସାଂସଦ ଏବଂ ବିଧାୟକଗଣ ତଥା ଉପସ୍ଥିତ ଭଦ୍ର ମହିଳା ଓ ପୁରୁଷ ।PM inaugurates and lays foundation stone of various development projects worth more than Rs 16,800 crores in Deoghar
July 12th, 12:45 pm
PM Modi addressed closing ceremony of the Centenary celebrations of the Bihar Legislative Assembly in Patna. Recalling the glorious history of the Bihar Assembly, the Prime Minister said big and bold decisions have been taken in the Vidhan Sabha building here one after the other.ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ରାଲି
December 09th, 11:57 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିରତା ଏବଂ ବିକାଶ ପାଇଁ କର୍ଣ୍ଣାଟକର ଉପନିର୍ବାଚନରେ ବିଜେପି ଉପରେ ବିଶ୍ୱାସ ପ୍ରକଟ କରିଥିବା ପାଇଁ କର୍ଣ୍ଣାଟକର ଲୋକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ,''କର୍ଣ୍ଣାଟକରେ ଯାହା ହୋଇଛି ତାହା ଜନତାଙ୍କ ରାୟର ବିଜୟ ,ଲୋକତନ୍ତ୍ରର ମଧ୍ୟ ବିଜୟ ।''