ନେପାଳରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ଏବଂ ଲୁମ୍ବିନୀ ଦିବସ ୨୦୨୨ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଅଭିଭାଷଣ

May 16th, 09:45 pm

କିଛି ସମୟ ପୂର୍ବରୁ ମାୟାଦେବୀ ମନ୍ଦିରରେ ଦର୍ଶନ କରିବାର ଯେଉଁ ସୁଯୋଗ ମୋତେ ପ୍ରାପ୍ତ ହୋଇଛି, ତାହା ମଧ୍ୟ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ସେହି ସ୍ଥାନ ଯେଉଁଠାରେ ସ୍ୱୟଂ ଭଗବାନ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ, ସେଠାକାର ଶକ୍ତି, ସେଠାକାର ଚେତନା, ତାହା ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଅନୁଭବ । ଏକଥା ଦେଖି ମଧ୍ୟ ମୁଁ ଖୁବ୍‌ ଆନନ୍ଦିତ ଯେ ଏହି ସ୍ଥାନ ନିମନ୍ତେ ୨୦୧୪ ମସିହାରେ ମୁଁ ମହାବୋଧି ବୃକ୍ଷର ଯେଉଁ ଚାରା ପ୍ରଦାନ କରିଥିଲି, ତାହା ଏବେ ବିକଶିତ ହୋଇ ଏକ ବୃକ୍ଷରେ ପରିଣତ ହୋଇଛି ।

ନେପାଳର ଲୁମ୍ବିନୀରେ ବୁଦ୍ଧଜୟନ୍ତୀ ସମାରୋହ

May 16th, 03:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର ଆରଜୁ ରାନା ଦେଉବା ମଧ୍ୟ ଯୋଗଦେଇଥିଲେ ।

କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

November 05th, 10:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।

ଉତ୍ତରପ୍ରଦେଶରେ କୁଶୀନଗର ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ

October 20th, 10:33 am

ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ କିରଣ ରିଜିଜ୍ଜୁ ଜୀ, ଶ୍ରୀ କିଷନ ରେଡ୍ଡୀ ଜୀ, ଜେନେରାଲ ବି.କେ. ସିଂ ଜୀ, ଶ୍ରୀ ଅର୍ଜୁନରାମ ମେଘୱାଲ ଜୀ, ଶ୍ରୀ ଶ୍ରୀପଦ ନାୟକ ଜୀ, ଶ୍ରୀମତୀ ମିନାକ୍ଷୀ ଲେଖି ଜୀ, ୟୁପି ସରକାରରେ ମନ୍ତ୍ରୀ ଶ୍ରୀ ନନ୍ଦଗୋପାଳ ନନ୍ଦୀ ଜୀ, ସଂସଦରେ ମୋର ସାଥୀ ଶ୍ରୀ ବିଜୟ କୁମାର ଦୁବେ ଜୀ, ବିଧାୟକ ଶ୍ରୀ ରଜନୀକାନ୍ତମଣି ତ୍ରିପାଠୀ ଜୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ-କୁଟନୀତିଜ୍ଞ, ଅନ୍ୟାନ୍ୟ ଜନପ୍ରତିନିଧି ବୃନ୍ଦ,

କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

October 20th, 10:32 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୦.୧୦.୨୦୨୧) କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି ।

Buddha is an example that strong will-power can bring a change in society: PM Modi

May 07th, 09:08 am

PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.

PM Modi addresses Virtual Vesak Global Celebration on Buddha Purnima

May 07th, 09:07 am

PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.

ନେପାଳର କାଠମାଣ୍ଡୁ ରାଷ୍ଟ୍ରୀୟ ସଭାଗୃହରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 12th, 04:39 pm

କାଠମାଣ୍ଡୁର ମହାନଗର ପାଳିକା ମୋ ପାଇଁ ଏହି ସ୍ୱାଗତ ସମାରୋହର ଆୟୋଜନ କରିଛନ୍ତି । ମୁଁ ଏଥିପାଇଁ ଆପଣ ସମସ୍ତଙ୍କ ନିକଟରେ ହୃଦୟର ସହିତ ବହୁତ ବହୁତ କୃତଜ୍ଞ । ଏହା କେବଳ ମୋର ନୁହେଁ ଏ ହେଉଛି ସମ୍ପୂର୍ଣ୍ଣ ଭାରତର ସମ୍ମାନ । କେବଳ ମୁଁ ହିଁ ନୁହେଁ, ଶହେ ପଚିଶ କୋଟି ଭାରତୀୟ ମଧ୍ୟ କୃତଜ୍ଞ । କାଠମାଣ୍ଡୁ ସହିତ ଏବଂ ନେପାଳ ସହିତ, ପ୍ରତ୍ୟେକ ଭାରତୀୟଙ୍କର ଏକ ନିଜସ୍ୱ ଭାବଗତ ସଂପର୍କ ରହିଛି ଆଉ ଏହି ସୌଭାଗ୍ୟ ମୋତେ ମଧ୍ୟ ମିଳିଛି ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

April 30th, 03:55 pm

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 30th, 03:42 pm

ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ଡ଼କ୍ଟର ମହେଶ ଶର୍ମା ମହାଶୟ, ଶ୍ରୀମାନ କିରଣ ରିଜିଜୁ ମହାଶୟ, ଆନ୍ତର୍ଜାତିକ ବୁଦ୍ଧିଷ୍ଟ ଫାଉଣ୍ଡେଶନର ମହାସଚିବ ଡ଼କ୍ଟର ଧମ୍ମପିୟେ ମହାଶୟ, ସମଗ୍ର ଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଓ ସୁଧିମଣ୍ଡଳୀ ।

ଭଗବାନ ବୁଦ୍ଧଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୀର୍ଷ ଉଦ୍ଧୃତାଂଶ

May 10th, 06:54 am

ବୁଦ୍ଧ ପୂର୍ଣ୍ଣିମା ଅବସରରେ ,ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଏଠାରେ ଗୌତମ ବୁଦ୍ଧଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୀର୍ଷ ଉଦ୍ଧୃତାଂଶର ସଂଗ୍ରହ ଅଛି ।

The convergence of Thailand's 'Look West' & India's 'Act East' policy lights the path to a bright future of our partnership: PM

June 17th, 02:27 pm



Buddha is India’s crown jewel. He is a great reformer who gave humanity a new world-view: PM at Bodh Gaya

September 05th, 12:57 pm



PM to visit Bodh Gaya on 5th September, 2015

September 04th, 06:50 pm