2020 ନଭେମ୍ବର 17ରେ ତୃତୀୟ ବାର୍ଷିକ ବ୍ଲୁମ୍ବର୍ଗ ନୂତନ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ଣ୍ଣାଙ୍ଗ ଭାଷଣ
November 17th, 06:42 pm
ମାଇକେଲ ଏବଂ ତାଙ୍କ ବ୍ଲୁମ୍ବର୍ଗ ଫିଲାନଥ୍ରୋପିଜ (ଲୋକହିତୈଷୀ ସଂସ୍ଥା) ଦ୍ୱାରା ଅନୁଷ୍ଠିତ ହେଉଥିବା ଏଭଳି ଏକ ମହାନ କାର୍ଯ୍ୟକୁ ପ୍ରଶଂସା କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ଏହି ଟିମ୍ଦ୍ୱାରା ଭାରତର ସ୍ମାର୍ଟସିଟି ମିଶନର ଡିଜାଇନ ପ୍ରସ୍ତୁତି ଅତ୍ୟନ୍ତ ସୁନ୍ଦର ହୋଇଛି ।ନିବେଶକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ଭାରତର ସହରାଞ୍ଚଳ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଉତ୍ତମ ସୁଯୋଗ ରହିଛି
November 17th, 06:41 pm
ଭାରତରେ ସହରାଞ୍ଚଳର ରୂପରେଖ ବଦଳାଇବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସେ ଫୋରମ୍କୁ ସୂଚନା ଦେଇଥିଲେ । ଭାରତରେ କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ସୁଲଭ ଆବାସ ଯୋଜନା, ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଆଇନ ଏବଂ 27ଟି ନଗରୀର ମେଟ୍ରୋ ରେଳ ସଂପର୍କରେ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘2022 ସୁଦ୍ଧା ପାଖାପାଖି 1000 କିମି ମେଟ୍ରୋରେଳ ଟ୍ରାକ ଭାରତରେ ବିଛାଇବାକୁ ଥିବା ଆମର ଲକ୍ଷ୍ୟ ଅନୁସାରେ କାମ ଆଗେଇ ଚାଲିଛୁ ଏବଂ ଏଥିରେ ଆମେ ସଫଳ ହେବୁ ।’