ଇନଫିନିଟି ଫୋରମ, ୨୦୨୧ର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 03rd, 11:23 am

ପ୍ରଯୁକ୍ତି ଏବଂ ଆର୍ଥିକ ଜଗତର ମୋର ଦେଶବାସୀ, ୭୦ରୁ ଅଧିକ ଦେଶରୁ ଭାଗ ନେଇଥିବା ହଜାର ହଜାର ପ୍ରତିନିଧିଗଣ ।

ଇନଫିନିଟି ମଞ୍ଚ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

December 03rd, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିନଟେକ ଇନଫିନିଟି ଫୋରମକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ।

2020 ନଭେମ୍ବର 17ରେ ତୃତୀୟ ବାର୍ଷିକ ବ୍ଲୁମ୍‌ବର୍ଗ ନୂତନ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ଣ୍ଣାଙ୍ଗ ଭାଷଣ

November 17th, 06:42 pm

ମାଇକେଲ ଏବଂ ତାଙ୍କ ବ୍ଲୁମ୍‌ବର୍ଗ ଫିଲାନଥ୍ରୋପିଜ (ଲୋକହିତୈଷୀ ସଂସ୍ଥା) ଦ୍ୱାରା ଅନୁଷ୍ଠିତ ହେଉଥିବା ଏଭଳି ଏକ ମହାନ କାର୍ଯ୍ୟକୁ ପ୍ରଶଂସା କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ଏହି ଟିମ୍‌ଦ୍ୱାରା ଭାରତର ସ୍ମାର୍ଟସିଟି ମିଶନର ଡିଜାଇନ ପ୍ରସ୍ତୁତି ଅତ୍ୟନ୍ତ ସୁନ୍ଦର ହୋଇଛି ।

ନିବେଶକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ଭାରତର ସହରାଞ୍ଚଳ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଉତ୍ତମ ସୁଯୋଗ ରହିଛି

November 17th, 06:41 pm

ଭାରତରେ ସହରାଞ୍ଚଳର ରୂପରେଖ ବଦଳାଇବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସେ ଫୋରମ୍‌କୁ ସୂଚନା ଦେଇଥିଲେ । ଭାରତରେ କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍‌ ଇଣ୍ଡିଆ, ସୁଲଭ ଆବାସ ଯୋଜନା, ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଆଇନ ଏବଂ 27ଟି ନଗରୀର ମେଟ୍ରୋ ରେଳ ସଂପର୍କରେ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘2022 ସୁଦ୍ଧା ପାଖାପାଖି 1000 କିମି ମେଟ୍ରୋରେଳ ଟ୍ରାକ ଭାରତରେ ବିଛାଇବାକୁ ଥିବା ଆମର ଲକ୍ଷ୍ୟ ଅନୁସାରେ କାମ ଆଗେଇ ଚାଲିଛୁ ଏବଂ ଏଥିରେ ଆମେ ସଫଳ ହେବୁ ।’

India is one of the brightest spots in world economy : PM Modi at Bloomberg Economic Summit

March 28th, 07:03 pm