A decade of service and empowerment for the Divyangjan

December 03rd, 08:44 pm

Prime Minister Narendra Modi writes, Today, December 3rd, is a significant day as the world observes International Day of Persons with Disabilities. It is a special occasion to salute the courage, resilience and achievements of the Divyangjan.

दिव्यांगजनों की सेवा और स्वाभिमान का अमृत दशक !

December 03rd, 04:49 pm

प्रधानमंत्री नरेन्द्र मोदी लिखते हैं, “आज 3 दिसंबर का महत्वपूर्ण दिन है। पूरा विश्व इस दिन को अंतरराष्ट्रीय दिव्यांग दिवस के रूप में मनाता है। आज का दिन दिव्यांगजनों के साहस, आत्मबल और उपलब्धियों को नमन करने का विशेष अवसर होता है।”

ଶ୍ରୀ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

November 09th, 08:30 am

ଶ୍ରୀ ରତନ ଟାଟାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତାଙ୍କ ଅନୁପସ୍ଥିତି କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଗଭୀର ଭାବରେ ଅନୁଭୂତ ହୋଇଛି । ଯୁବପିଢ଼ିଙ୍କ ପାଇଁ ଶ୍ରୀ ରତନ ଟାଟା ଏକ ପ୍ରେରଣା, ସ୍ମରଣ କରାଇ ଦେଇଛନ୍ତି ଯେ ସ୍ୱପ୍ନ ପୂରଣ ଯୋଗ୍ୟ ଏବଂ ସଫଳତା କରୁଣା ଓ ନମ୍ରତାର ସହ ରହିପାରେ ବୋଲି ସେ କହିଥିଲେ।

10 years of 'Make in India'

September 25th, 03:38 pm

Today is an occasion to salute each and every one of you who has made this initiative a roaring success. Each of you is a pioneer, visionary and innovator, whose tireless efforts have fuelled the success of ‘Make in India’ and thereby made our nation the focus of global attention as well as curiosity. It is the collective drive, relentless in nature, which has transformed a dream into a powerful movement.

ଆର୍ଥିକ ଅନ୍ତର୍ଭୁକ୍ତିକରଣର ଏକ ଦଶନ୍ଧି - ପିଏମ୍ ଜନଧନ ଯୋଜନା

August 28th, 12:12 pm

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହେବାର ଆଜି ଏକ ଦଶନ୍ଧି ପୂରଣ ହୋଇଛି। ମୋ ପାଇଁ ଏହି ପଦକ୍ଷେପ କେବଳ ଏକ ନୀତି ନୁହେଁ ବରଂ ଏହା ଏକ ଏପରି ଭାରତ ନିର୍ମାଣ କରିବାର ପ୍ରୟାସ ଥିଲା ଯେଉଁଠାରେ ପ୍ରତ୍ୟେକ ନାଗରିକ, ପ୍ରତ୍ୟେକଙ୍କ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ, ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ପ୍ରବେଶ କରିପାରିବେ।

ଭେଙ୍କେୟା ଗାରୁ: ଭାରତ ସେବାରେ ଜୀବନ

July 01st, 08:30 am

ଭେଙ୍କେୟା ନାଇଡୁଙ୍କ 75ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତର ପୂର୍ବତନ ଉପରାଷ୍ଟ୍ରପତି ତଥା ସମ୍ମାନିତ ରାଜନେତା ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଗାରୁ 75 ବର୍ଷରେ ପଦାର୍ପଣ କରିଛନ୍ତି। ମୁଁ ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରୁଛି ଏବଂ ତାଙ୍କ ସମସ୍ତ ଶୁଭେଚ୍ଛୁ ଏବଂ ସମର୍ଥକମାନଙ୍କୁ ଶୁଭେଚ୍ଛା ଜଣାଉଛି । ଏହା ଏପରି ଜଣେ ନେତାଙ୍କୁ ସମ୍ମାନିତ କରିବାର ଏକ ସୁଯୋଗ, ଯାହାଙ୍କ ଜୀବନ ଯାତ୍ରା ସମର୍ପଣ, ଅନୁକୂଳତା ଏବଂ ଜନସେବା ପ୍ରତି ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରେ।

Ramoji Rao Garu - a multifaceted persona

June 09th, 10:28 am

PM Modi penned a heartfelt tribute on the passing away of Ramoji Rao Garu. The PM said, I received the painful news of the passing away of Ramoji Rao Garu. This loss feels extremely personal, considering the close nature of our interactions. When I think of Ramoji Rao Garu, I recall a multifaceted luminary whose brilliance had no parallel.

କନ୍ୟାକୁମାରୀର ସାଧନାରୁ ନୂଆ ସଂକଳ୍ପ

June 03rd, 08:24 am

ସ୍ୱାମୀ ବିବେକାନନ୍ଦ ୧୮୯୭ ମସିହାରେ କହିଥିଲେ ଯେ ଆମେ ପରବର୍ତ୍ତୀ ୫୦ ବର୍ଷ କେବଳ ଦେଶ ପାଇଁ ଉତ୍ସର୍ଗ କରିବା ଉଚିତ। ଏହି ଡାକରାର ଠିକ୍ ୫୦ ବର୍ଷ ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନତା ଲାଭ କରିଥିଲା । ଆଜି ଆମ ପାଖରେ ସେହି ସୁବର୍ଣ୍ଣ ସୁଯୋଗ ରହିଛି। ଆସନ୍ତୁ ଆଗାମୀ ୨୫ ବର୍ଷ କେବଳ ଦେଶ ପାଇଁ ଉତ୍ସର୍ଗ କରିବା। ଆମର ପ୍ରୟାସ ଆଗାମୀ ପିଢ଼ି ଏବଂ ଆଗାମୀ ଶତାବ୍ଦୀ ପାଇଁ ଏକ ମଜବୁତ ଭିତ୍ତିଭୂମି ସୃଷ୍ଟି କରିବ ଏବଂ ଭାରତକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି।

Tribute to Srimat Swami Smaranananda Ji Maharaj

March 29th, 08:48 am

Srimat Swami Smaranananda Ji Maharaj was a pioneer of India's spiritual consciousness and his demise is like a personal loss. A few years ago, the demise of Swami Atmasthananda Ji and now the departure of Swami Smaranananda Ji on his eternal journey has left many people bereaved. My heart, like that of crores of devotees, saints and followers of Ramakrishna Math and Mission, is deeply saddened, said PM Modi

A tribute to Sant Shiromani Acharya Shri 108 Vidhyasagar Ji Maharaj Ji

February 21st, 09:15 am

PM Modi paid tributes to Sant Shiromani Acharya Shri 108 Vidhyasagar Ji Maharaj Ji. The PM said, Sant Shiromani Acharya Shri 108 Vidhyasagar Ji Maharaj Ji attained Samadhi and left us all saddened. His life is a spiritually rich epoch graced with profound wisdom, boundless compassion and an unwavering commitment to uplift humanity.

A tribute to Jan Nayak Karpoori Thakur Ji

January 23rd, 09:46 pm

On the birth centenary of Karpoori Thakur Ji, Prime Minister Narendra Modi paid rich tributes to him. He said, Jan Nayak Karpoori Thakur Ji’s life revolved around the twin pillars of simplicity and social justice. Till his last breath, his simple lifestyle and humble nature resonated deeply with the common people.

A tribute to Captain!

January 03rd, 08:41 am

A few days ago, we lost a greatly admired and respected icon, Thiru Vijayakanth Ji. He was truly a Captain for everyone- a person who lived his life for the betterment of others, providing leadership and a healing touch to people in need. Personally, Captain was a very dear friend - someone with whom I closely interacted and worked with on several occasions.

'ଧାରା 370 ଉପରେ ସୁପ୍ରିମ୍ କୋର୍ଟଙ୍କ ରାୟ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରିଛି'

December 12th, 09:00 am

ଗତ ଡିସେମ୍ବର 11 ତାରିଖରେ ମାନ୍ୟବର ସୁପ୍ରିମ୍ କୋର୍ଟ ଧାରା 370 ଓ 35(ଏ) ଉଚ୍ଛେଦ ନେଇ ଏକ ଐତିହାସିକ ରାୟ ଶୁଣାଇଥିଲେ। ଅଦାଲତ ତାଙ୍କ ରାୟ ଜରିଆରେ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ବଜାୟ ରଖିଛନ୍ତି, ଯାହାକୁ ପ୍ରତ୍ୟେକ ଭାରତୀୟ ମନେ ରଖିଛନ୍ତି। ଅଦାଲତ ସଠିକ୍ ଭାବେ କହିଛନ୍ତି ଯେ 2019 ଅଗଷ୍ଟ 5 ତାରିଖରେ ନିଆଯାଇଥିବା ନିଷ୍ପତ୍ତି ସାମ୍ବିଧାନିକ ଏକତା ବୃଦ୍ଧି ଉଦ୍ଦେଶ୍ୟରେ କରାଯାଇଥିଲା, ବିଭାଜନ ନୁହେଁ। ଧାରା 370 ସ୍ଥାୟୀ ନଥିଲା ବୋଲି ମଧ୍ୟ ଅଦାଲତ ସ୍ୱୀକାର କରିଛନ୍ତି।

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

November 30th, 09:52 am

ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। 'ବସୁଧୈବ କୁଟୁମ୍ବକମ୍'- 'ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ'ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି ।

ସେ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

October 07th, 09:00 am

କିଛି ଦିନ ତଳେ ଆମେ ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ହରାଇଛୁ । କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି । ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନ୍ ଭାରତକୁ ଭଲ ପାଉଥିଲେ । ସେ ଚାହୁଁଥିଲେ, ଆମ ଦେଶ ସମୃଦ୍ଧ ହେଉ, ବିଶେଷ କରି ଆମ କୃଷକମାନେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ କରନ୍ତୁ । ଶିକ୍ଷାଗତ ଦୃଷ୍ଟିରୁ ସେ ଯେକୌଣସି କ୍ୟାରିୟର ବାଛି ପାରିଥାନ୍ତେ, କିନ୍ତୁ ୧୯୪୩ ମସିହାର ବଙ୍ଗ ଦୁର୍ଭିକ୍ଷ ଦେଖି ସେ ଏତେ ପ୍ରଭାବିତ ହୋଇଥିଲେ ଯେ କୃଷି କ୍ଷେତ୍ରରେ ଅଧ୍ୟୟନ ପାଇଁ ପଣ କରିଥିଲେ ।

G20 University Connect – Encouraging our Yuva Shakti

September 24th, 08:56 pm

PM Narendra Modi has asked the youth to take part in G20 University Connect Finale on the 26th of this month. He said, Over the last one year, the G-20 University Connect programme brought together India’s Yuva Shakti. The initiative, spanning the entire year, proved to be incredibly fulfilling, yielding highly satisfying outcomes.

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

September 07th, 09:37 am

‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ । ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ, ଏହି ବିଚାର ମାନବ-କେନ୍ଦ୍ରୖକ ପ୍ରଗତିର ଆହ୍ୱାନ ରୂପରେ ପ୍ରକଟ ହୋଇଛି । ‘ଏକ ବିଶ୍ୱ’ ରୂପରେ, ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ । ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ ।

ଭାରତର ଅଭିବୃଦ୍ଧିଶୀଳ ସମୃଦ୍ଧି

August 18th, 03:56 pm

ଏକ ଲିଙ୍କ୍ଡଇନ୍ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅର୍ଥନୀତି ବିଷୟରେ ଦୁଇଟି ଗବେଷଣାର ସୂଚନା ସେୟାର କରିଛନ୍ତି - ଗୋଟିଏ ଏସବିଆଇ ରିସର୍ଚ୍ଚର ଏବଂ ଅନ୍ୟଟି ପ୍ରସିଦ୍ଧ ସାମ୍ବାଦିକ ଶ୍ରୀ ଅନିଲ ପଦ୍ମନାଭନଙ୍କ ଦ୍ୱାରା । ସେ କହିଛନ୍ତି, ଏହି ବିଶ୍ଳେଷଣ ଏପରି କିଛି ଉପରେ ଆଲୋକପାତ କରେ ଯାହା ଆମକୁ ବହୁତ ଖୁସି କରିବା ଉଚିତ୍ । ସମାନ ଏବଂ ସାମୂହିକ ସମୃଦ୍ଧି ହାସଲ କରିବା ରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରୁଛି ।

मदन दास जी भावी पीढ़ी के लिए प्रेरणा के प्रतीक: पीएम मोदी

August 06th, 01:11 pm

पीएम मोदी ने राष्ट्रीय स्वयंसेवक संघ के वरिष्ठ प्रचारक मदन दास देवी जी के निधन पर एक श्रद्धांजलि लेख में कहा कि वे पूरी तरह से संगठन को समर्पित व्यक्ति थे तथा शब्दों से परे जाकर कार्यकर्ता की भावनाओं को समझ लेना उनकी अनूठी विशेषता थी। उन्होंने कहा कि मदन दास जी को भारत के युवाओं पर अटूट भरोसा था और वह देश भर के युवाओं को आपस में जोड़ने की क्षमता रखते थे। प्रधानमंत्री ने कहा कि मदन दास जी जैसे प्रभावशाली व्यक्तित्व के विचार और मूल्य सदैव हमारा मार्गदर्शन करते रहेंगे।

Madan Das Ji a beacon of inspiration for future generation: PM Modi

August 06th, 10:50 am

A few days ago, when we lost Shri Madan Das Devi Ji, lakhs of Karyakartas, including myself, were saddened beyond words. It’s a challenging reality to grapple with – the idea that a personality as impactful as Madan Das Ji is no longer among us. Yet, we are consoled by the knowledge that his influence will live on. His teachings and principles will continue to serve as a beacon of inspiration and guidance in the journey ahead.