ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ‘ସଙ୍କଳ୍ପ ଶପଥ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 30th, 10:31 am
କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର କ୍ୟାବିନେଟର ମୋର ସମସ୍ତ ସାଥୀ, ସରକାରଙ୍କ ଅଧିକାରୀ ଗଣ, ନୀତି ଆୟୋଗର ସମସ୍ତ ସାଥୀ ଆଉ ଏହି କାର୍ଯ୍ୟକ୍ରମରେ ଦେଶର ଭିନ୍ନ- ଭିନ୍ନ ଅଂଚଳରୁ, ଭିନ୍ନ-ସଂଖ୍ୟାରେ ଜନପ୍ରତିନିଧି ମଧ୍ୟ ଆଜି ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି ଆଉ ଏହି ବିଷୟରେ ରୁଚି ରଖୁଥିବା ଲୋକମାନେ ମଧ୍ୟ ଆଜି ଆମ ସହିତ ଭିନ୍ନ- ଭିନ୍ନ ମାଧ୍ୟମରେ ଯୋଡ଼ି ହୋଇଛନ୍ତି, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଆଉ ଏହି କାର୍ଯ୍ୟକ୍ରମ ପାଇଁ ଆପଣ ସମସ୍ତଙ୍କୁ, ବିଶେଷ କରି ନୀତି ଆୟୋଗଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଆଉ ଆପଣ ସମସ୍ତଙ୍କୁ ଶୁଭକାମନା ମଧ୍ୟ ଜଣାଉଛି ।ଆକାଂକ୍ଷୀ ବ୍ଲକ୍ ଗୁଡିକ ପାଇଁ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ 'ସଂକଳ୍ପ ସପ୍ତାହ'ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 30th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଦେଶର ଆକାଂକ୍ଷୀ ବ୍ଲକମାନଙ୍କ ପାଇଁ 'ସଂକଳ୍ପ ସପ୍ତାହ' ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ଉଦ୍ଘାଟନ କରିଥିଲେ ।Unity in diversity is our pride, our identity: Prime Minister Modi
October 31st, 10:39 am
Prime Minister Modi participated in the Ekta Diwas Parade organized in Kevadia to mark the birth anniversary of Sardar Patel. Addressing the event, PM Modi recalled Sardar Patel’s invaluable contributions towards India’s unification. He dedicated the Government’s decision of abrogating Article 370 from Jammu and Kashmir, to Sardar Patel.ଦେଶର ବିବିଧତା ମଧ୍ୟରେ ଏକତାର ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ
October 31st, 10:38 am
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ ବିବିଧତା ଏବଂ ହଜାର ହଜାର ବର୍ଷ ପୁରୁଣା ଜୀବନଶୈଳୀକୁ ପ୍ରଶଂସା କରିଛନ୍ତି । ଏହା ଜାତୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ସହାୟତା କରୁଛି ବୋଲି ସେ କହିଛନ୍ତି ।ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ଅନୁଷ୍ଠିତ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 25th, 06:35 pm
ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ସମ୍ପନ୍ନ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ବିଡିସି ନିର୍ବାଚନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ସମ୍ପନ୍ନ ହୋଇଥିବାରୁ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ।