କିର୍ଗିଜ ସାଧାରଣତନ୍ତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଵାକ୍ଷରିତ ବୁଝାମଣା ପତ୍ର

କିର୍ଗିଜ ସାଧାରଣତନ୍ତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଵାକ୍ଷରିତ ବୁଝାମଣା ପତ୍ର

June 14th, 10:01 pm



କିର୍ଗିଜସ୍ତାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବକ୍ତବ୍ୟ

କିର୍ଗିଜସ୍ତାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବକ୍ତବ୍ୟ

June 14th, 08:46 pm

ମୋର ପ୍ରତିନିଧିମଣ୍ଡଳ ଏବଂ ମୋର ଜୋରଦାର ସତ୍କାର କରିବା ପାଇଁ ମୁଁ ରାଷ୍ଟ୍ରପତି ଜୀନବେକୋବଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି । ମୁଁ କିର୍ଗିଜସ୍ତାନର ପାଖାପାଖି 30 ବର୍ଷର ଅଭୂତପୂର୍ବ ଉପଲବ୍ଧିକୁ ନେଇ ଅଭିନନ୍ଦନ ଜଣାଉଛି । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶକ୍ତିଶାଳୀ ଲୋକତନ୍ତ୍ର ଏବଂ ପ୍ରତିଭାସମ୍ପନ୍ନ ଜନସାଧାରଣଙ୍କ ପାଇଁ ଏହି ଦେଶର ଭବିଷ୍ୟତ ଉଜ୍ଜ୍ୱଳ । ଭାରତର ଜନସାଧାରଣଙ୍କ ପ୍ରତି କିର୍ଗିଜ ଜନସାଧାରଣଙ୍କ ବନ୍ଧୁତ୍ୱ ଏବଂ ପ୍ରେମ ହୃଦୟକୁ ଛୁଇଁ ଯାଇଥାଏ । ମୋର ପୂର୍ବ ଗସ୍ତରେ ଏବଂ ଚଳିତ ଥର ମଧ୍ୟ ମୁଁ ବିଲକୁଲ ଏହିପରି ଆପଣାପଣ ଅନୁଭବ କରିଛି ।

ଭାରତ-କିର୍ଗିଜସ୍ତାନ ବ୍ୟବସାୟିକ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଭାରତ-କିର୍ଗିଜସ୍ତାନ ବ୍ୟବସାୟିକ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

June 14th, 01:09 pm

ଭାରତ ଓ କିର୍ଗିଜସ୍ତାନର ବ୍ୟବସାୟିକ ସମୁଦାୟ ମଧ୍ୟରେ ଏହି ବ୍ୟବସାୟିକ ଫୋରମର ଆୟୋଜନ ଅତ୍ୟନ୍ତ ଆନନ୍ଦର ବିଷୟ । ଏହା ମଧ୍ୟ ମହତ୍ୱପୂର୍ଣ୍ଣ ଯେ ମୋର ବିଶକେକ ଯାତ୍ରା ଦ୍ୱିପାକ୍ଷିକ ଚରଣର ଆରମ୍ଭ ଏହି ବ୍ୟବସାୟିକ ଫୋରମରୁ ହେଉଛି ।

"ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଶକେକରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ "

June 13th, 02:14 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କିଛି ସମୟ ପୂର୍ବରୁ ବିଶକେକରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ବିଶ୍ୱ ନେତାମାନଙ୍କ ସହିତ ସାକ୍ଷାତ କରିବେ ।

ବିଶକେକ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

June 12th, 06:24 pm

ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟମାନଙ୍କ ପରିଷଦ ବୈଠକରେ ଯୋଗ ଦେବା ଲାଗି 13-14 ଜୁନ 2019ରେ ମୁଁ ବିଶକେକ (କିର୍ଗିଜ୍ ସାଧାରଣତନ୍ତ୍ର) ଗସ୍ତ କରୁଛି ।

PM unveils statue of Mahatma Gandhi in Bishkek

July 12th, 10:04 pm



PM visits Kyrgyz-India Mountain Biomedical Research Centre; inaugurates first telemedicine link between India and Central Asia

July 12th, 09:54 pm



Joint Statement between the Kyrgyz Republic and the Republic of India

July 12th, 03:29 pm



Text of PM’s Statement to media in the Joint Press Briefing with President of Kyrgyzstan at Bishkek

July 12th, 01:06 pm