ପ୍ରଧାନମନ୍ତ୍ରୀ ମୋଦୀ ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ବିପ୍ଳବ ଦେବଙ୍କ ଶପଥ ଗ୍ରହଣ ସମାରୋହରେ ଜନତାଙ୍କୁ ସମ୍ବୋଧିତ କଲେ
March 09th, 01:16 pm
ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ବିପ୍ଳବ ଦେବ ଏବଂ ଅନ୍ୟ ମନ୍ତ୍ରୀଗଣଙ୍କ ଶପଥ ଗ୍ରହଣ ସମାରୋହ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତ୍ରିପୁରାରେ ଏକ ଜନସଭାକୁ ସମ୍ବୋଧିତ କଲେ । ସେ ଐତିହାସିକ ଜନମତ ପାଇଁ ତ୍ରିପୁରାର ଜନତାଙ୍କୁ ଧନ୍ୟବାଦ ଦେଲେ ଏବଂ କହିଲେ ନୂଆ ସରକାର ତ୍ରିପୁରାର ଲୋକମାନଙ୍କ ଆଶାଆକାଂକ୍ଷାକୁ ପୁରା କରିବାକୁ ପ୍ରୟାସ କରିବେ ।