This decade belongs to Uttarakhand: PM Modi
February 11th, 12:05 pm
Ahead of the upcoming Assembly elections in Uttarakhand, Prime Minister Narendra Modi addressed an election rally in Almora today. He said, “After campaigning in Uttarakhand, Uttar Pradesh and Goa yesterday, I'm back among you in Almora today. The enthusiasm people have for the BJP in every state is unparalleled.”PM Modi addresses a Vijay Sankalp Sabha in Almora, Uttarakhand
February 11th, 12:00 pm
Ahead of the upcoming Assembly elections in Uttarakhand, Prime Minister Narendra Modi addressed an election rally in Almora today. He said, “After campaigning in Uttarakhand, Uttar Pradesh and Goa yesterday, I'm back among you in Almora today. The enthusiasm people have for the BJP in every state is unparalleled.”When Congress was in power at both Centre and state, Uttarakhand was pushed back from all sides by applying double brakes: PM
February 10th, 02:10 pm
Prime Minister Narendra Modi today addressed a public meeting in Srinagar, Uttarakhand. PM Modi started his address by reiterating his connection with Uttarakhand. “People of Uttarakhand know my connection and my love for the ‘Devbhoomi’ of this state,” he said.PM Modi addresses a public meeting in Srinagar, Uttarakhand
February 10th, 02:06 pm
Prime Minister Narendra Modi today addressed a public meeting in Srinagar, Uttarakhand. PM Modi started his address by reiterating his connection with Uttarakhand. “People of Uttarakhand know my connection and my love for the ‘Devbhoomi’ of this state,” he said.ଜେନେରାଲ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ସଶସ୍ତ୍ର ସେନାର ଅନ୍ୟ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି
December 09th, 10:42 pm
ଜେନେରାଲ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ସଶସ୍ତ୍ର ସେନାର ଅନ୍ୟ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଜେନେରାଲ ବିପିନ ରାୱତ ଜଣେ ଉଲ୍ଲେଖନୀୟ ସୈନିକ ଥିଲେ: ପ୍ରଧାନମନ୍ତ୍ରୀ ମୋଦୀ
December 08th, 06:36 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେନେରାଲ ବିପିନ ରାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି , “ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ, ଯେଉଁଥିରେ ଆମେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କୁ ହରାଇଛୁ । ସେମାନେ ଅତି ପରିଶ୍ରମର ସହ ଭାରତର ସେବା କରିଛନ୍ତି । ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହ ଅଛି ।ନୂଆଦିଲ୍ଲୀର ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 16th, 11:01 am
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ବରିଷ୍ଠ ସହକର୍ମୀ ଶ୍ରୀମାନ ରାଜନାଥ ସିଂ ଜୀ,ହରଦୀପ ସିଂହ ପୁରୀ ଜୀ, ଅଜୟ ଭଟ୍ଟ ଜୀ, କୌଶଲ କିଶୋର ଜୀ, ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପନ ରାୱତ ଜୀ, ତିନି ସେନାର ମୁଖ୍ୟ, ବରିଷ୍ଠ ଅଧିକାରୀଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାଥିଗଣ ।ପ୍ରଧାନମନ୍ତ୍ରୀ କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଆଭେନ୍ୟୁରେ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ଉଦଘାଟନ କରିଛନ୍ତି
September 16th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଅଭେନ୍ୟୁରେ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧର ଉଦ୍ଘାଟନ କରିଛନ୍ତି । ସେ ଆଫ୍ରିକା ଆଭେନ୍ୟୁରେ ଥିବା ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ପରିଦର୍ଶନ କରି ସେନା, ନୌ ସେନା, ବାୟୁସେନା ଏବଂ ବେସାମରିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।କୋଭିଡ ପରିଚାଳନା ନିମନ୍ତେ ସଶସ୍ତ୍ର ସେନା ଦ୍ୱାରା କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
April 26th, 03:43 pm
ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । କରୋନା ମହାମାରୀ ପରିଚାଳନା ନେଇ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଓ ପ୍ରସ୍ତୁତି ସମ୍ପର୍କରେ ଉଭୟେ ସମୀକ୍ଷା କରିଥିଲେ ।ଭାରତର ପ୍ରଥମ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
January 01st, 03:15 pm
ଭାରତର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।