ବାୟୋଟେକ୍ନୋଲୋଜିରେ ଅତ୍ୟାଧୁନିକ ଗବେଷଣା ଓ ବିକାଶକୁ ସମର୍ଥନ ଦେବା ପାଇଁ 'ବାୟୋ-ରାଇଡ୍' ଯୋଜନାକୁ କ୍ୟାବିନେଟର ଅନୁମୋଦନ
September 18th, 03:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଦୁଇଟି ପ୍ରମୁଖ ଯୋଜନାକୁ ବାୟୋମ୍ୟାନୁଫାକ୍ଚରିଂ ଏବଂ ବାୟୋଫାଉଣ୍ଡରୀ ନାମକ ଏକ ନୂତନ ଉପାଦାନ ସହିତ 'ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଇନୋଭେସନ ଆଣ୍ଡ ଏଣ୍ଟରପ୍ରେନରସିପ୍ ଡେଭଲପମେଣ୍ଟ (ବାୟୋ-ରାଇଡ୍)' ଭାବେ ମିଶ୍ରଣ କରିବାକୁ ମଞ୍ଜୁରି ମିଳିଛି।