ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 11th, 12:41 pm
ଭିଏଣ୍ଟିଆନେରେ ୧୧ ଅକ୍ଟୋବର ୨୦୨୪ରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାୱାତ୍ରାଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିମ୍ସଟେକ୍ ବିଦେଶ ମନ୍ତ୍ରୀଗଣ
July 12th, 01:52 pm
ବିମ୍ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ସାକ୍ଷାତ କରିଛନ୍ତି ।India - Bangladesh Joint Statement during the State Visit of Prime Minister of Bangladesh to India
September 07th, 03:04 pm
PM Sheikh Hasina of Bangladesh, paid a State Visit to India at the invitation of PM Modi. The two Prime Ministers held discussions on the entire gamut of bilateral cooperation, including political and security cooperation, defence, border management, trade and connectivity, water resources, power and energy, development cooperation, cultural and people-to-people links.ଷଷ୍ଠ ଭାରତ- ଜର୍ମାନୀ ଆନ୍ତଃ- ସରକାରୀସ୍ତରୀୟ ବିଚାରବିମର୍ଷ ସମ୍ପର୍କୀତ ମିଳିତ ବିବୃତି
May 02nd, 08:28 pm
ଆଜି ଜର୍ମାନ ସଂଘୀୟ ଗଣରାଜ୍ୟ ସରକାର ଏବଂ ଭାରତୀୟ ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ସଂଘୀୟ ଚାନସେଲର ଓଲାଫ ସୋଲଜ୍ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ଅଧ୍ୟକ୍ଷତାରେ ଷଷ୍ଠ ଆନ୍ତଃ- ସରକାରୀ ସ୍ତରୀୟ ବିଚାର ଆଲୋଚନା ଅନୁଷ୍ଠିତ ହୋଇଛି । ଉଭୟ ରାଷ୍ଟ୍ରର ଦୁଇ ନେତାଙ୍କ ବ୍ୟତୀତ ଏହି ବିଚାରବିମର୍ଷରେ ଉଭୟ ରାଷ୍ଟ୍ରର ମନ୍ତ୍ରୀବୃନ୍ଦ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ପ୍ରତିନିଧି ଯେଉଁମାନେ କି ଆଲୋଚନା ସମ୍ପର୍କୀତ ମନ୍ତ୍ରଣାଳୟ ସହିତ ସଂପୃକ୍ତ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ ଓ ସେମାନଙ୍କ ନାମ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ
March 30th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଚମ ବିମଷ୍ଟେକ (ବଙ୍ଗୋପସାଗର ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଆର୍ଥିକ ସହଯୋଗ ପଦକ୍ଷେପ) ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି ।ଏହା ହେଉଛି ଡିଜିଟାଲ ବିପ୍ଳବ ଓ ଅଭିନବତ୍ୱର ନୂତନ ଯୁଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
January 16th, 11:52 pm
ବିମଷ୍ଟେକ୍ ରାଷ୍ଟ୍ରସମୂହ ସହଯୋଗର ହାତ ବଢ଼ାଇ ଚଳିତ ଶତାବ୍ଦୀକୁ ଏସିଆର ଶତାବ୍ଦୀରେ ପରିଣତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ବିମଷ୍ଟେକ୍ ରାଷ୍ଟ୍ରମାନଙ୍କରେ ବିଶ୍ୱର ଏକ ପଞ୍ଚମାଂଶ ଲୋକ ବସବାସ କରନ୍ତି ଏବଂ ସେମାନଙ୍କ ଜିଡିପିର ସାମୂହିକ ସାମର୍ଥ୍ୟ ହେଉଛି 3.8 ଟ୍ରିଲିଅନ ଡଲାର । ଆଜି “ପ୍ରାରମ୍ଭ: ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ” ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିକ କରି ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଜଣାଇଛନ୍ତି ।ଷ୍ଟାର୍ଟ ଅପ୍ ଇଣ୍ଡିଆ ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ:ପ୍ରାରମ୍ଭ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 16th, 05:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ ମତବିନିମୟ କରିବା ସହ ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଶନିବାର ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏଥିରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡିକର ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାୱେଡକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ସୋମପ୍ରକାଶ ଉପସ୍ଥିତ ଥିଲେ । ତାଙ୍କ ଉଦ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍ଗୁଡିକ ଆଜିକାର ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ବଦଳାଉଛି ।ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ: ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଉଦବୋଧନ ଧନ
January 16th, 05:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ ମତବିନିମୟ କରିବା ସହ ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଶନିବାର ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏଥିରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡିକର ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାୱେଡକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ସୋମପ୍ରକାଶ ଉପସ୍ଥିତ ଥିଲେ । ତାଙ୍କ ଉଦ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍ଗୁଡିକ ଆଜିକାର ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ବଦଳାଉଛି ।ଭାରତ ଆନ୍ତର୍ଜାତିକ ଷ୍ଟାର୍ଟଅପ ସମ୍ମିଳନୀ
January 14th, 04:45 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16ତାରିଖ ଦିନ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍ଘାଟନ କରିବେ । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି ।ମିଆଁମାର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ (ଫେବୃଆରୀ 26-29, 2020) କାଳରେ ଭାରତ – ମିଆଁମାର ପକ୍ଷରୁ ଜାରି ମିଳିତ ବିବୃତ୍ତି
February 27th, 03:22 pm
ମିଆଁମାର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ (ଫେବୃଆରୀ 26-29, 2020) କାଳରେ ଭାରତ – ମିଆଁମାର ପକ୍ଷରୁ ଜାରି ମିଳିତ ବିବୃତ୍ତିନୂଆ ସମୃଦ୍ଧି ପାଇଁ ପ୍ରାଚୀନ ସମ୍ପର୍କର ନିର୍ମାଣ
November 02nd, 01:23 pm
35ତମ ଆସିଆନ ଶିଖର ସମ୍ମିଳନୀ ଓ 16ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଓ ସୋମବାର ହେବାକୁ ଥିବା ତୃତୀୟ ଆରସିଇପି ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଇଥିଲା ‘ବ୍ୟାଂକକ ପୋଷ୍ଟ’ । ଏହି ଅବସରରେ ସେ କ୍ଷେତ୍ରୀୟ ଓ ବିଶ୍ୱ ସ୍ତରରେ ଭାରତର ଭୂମିକା ସମ୍ପର୍କରେ ମତାମତ ଦେଇଛନ୍ତି ।ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବେଳେ ଭାରତ – ବାଂଲାଦେଶ ପକ୍ଷରୁ ଜାରି ମିଳିତ ବିବୃତ୍ତି
October 05th, 06:40 pm
ଏହି ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପାରସ୍ପରିକ ସଦ୍ଭାବ ଏବଂ ଉଷ୍ମ ବାତାବରଣ ମଧ୍ୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ, ଦୁଇ ପ୍ରଧାନମନ୍ତ୍ରୀ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ବୁଝାମଣା ପତ୍ର/ରାଜିନାମା ସ୍ୱାକ୍ଷର ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ଘୋଷଣାନାମା, କାଠମାଣ୍ଡୁ, ନେପାଳ (30-31 ଅଗଷ୍ଟ, 2018)
August 31st, 12:40 pm
ଆମେ, ବାଂଲାଦେଶ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ, ଭୂଟାନ ରାଷ୍ଟ୍ରର ପ୍ରଧାନ ପରାମର୍ଶଦାତା, ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ, ମିଆଁମାର ସାଧାରଣତନ୍ତ୍ର ସଂଘର ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ଗଣତାନ୍ତ୍ରିକ ସମାଜବାଦୀ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏବଂ ଥାଇଲାଣ୍ଡ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ପାଇଁ 30-31 ଅଗଷ୍ଟରେ କାଠମାଣ୍ଡୁ ଠାରେ ପରସ୍ପର ସହ ସାକ୍ଷାତ କଲୁ ।"ପ୍ରଧାନମନ୍ତ୍ରୀ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି "
August 30th, 06:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।ନେପାଳର କାଠମାଣ୍ଡୁଠାରେ ବିମଷ୍ଟେକ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 30th, 05:28 pm
ବିମଷ୍ଟେକ ସଦସ୍ୟ ଦେଶମାନଙ୍କରୁ ଆସିଥିବା ମୋର ସାଥୀ ନେତୃମଣ୍ଡଳୀ, ସର୍ବପ୍ରଥମେ ତ’ ମୁଁ ଏହି ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ନେପାଳ ସରକାରଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ହୃଦୟର କୃତଜ୍ଞତା ପ୍ରକଟ କରିବାକୁ ଚାହୁଁଛି । ଯଦିଓ ମୋ ପାଇଁ ଏହା ପ୍ରଥମ ବିମଷ୍ଟେକ ଶିଖର ସମ୍ମିଳନୀ ଅଟେ, କିନ୍ତୁ 2016ରେ ମୋତେ ଗୋଆରେ ବ୍ରିକ୍ସ ଶିଖର ସମ୍ମିଳନୀ ସହିତ ବିମଷ୍ଟେକ ରିଟ୍ରିଟ ଆୟୋଜନ କରିବାର ସୁଯୋଗ ମିଳିଥିଲା । ଗୋଆରେ ଆମେ ପଦକ୍ଷେପ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଥିଲୁ, ଏହାର ଅନୁରୂପ ହିଁ ଆମର ଦଳ ପ୍ରଶଂସନୀୟ ପରବର୍ତ୍ତୀ ପଦକ୍ଷେପ ନେଇଛି ।ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ନେପାଳର କାଠମାଣ୍ଡୁରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
August 30th, 09:30 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ନେପାଳର କାଠମାଣ୍ଡୁରେ ପହଂଚିଛନ୍ତି । ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ଦିଗରେ” ପାରସ୍ପରିକ ଆକାଂକ୍ଷା ଏବଂ ଆହ୍ୱାନର ସମ୍ମୁଖୀନ ହେବା ଲାଗି ମିଳିତ ପ୍ରୟାସ କରିବା ଲାଗି ବଳ ଯୋଗାଇବ । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଶ୍ୱ ନେତାମାନଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହିତ ସାକ୍ଷାତ କରିବେ ଏବଂ ଭାରତ-ନେପାଳ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପଶୁପତିନାଥ ମନ୍ଦିର ପରିସରରେ ନେପାଳ ଭାରତ ମୈତ୍ରୀ ଧର୍ମଶାଳା ଉଦଘାଟନ କରିବେ ।ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
August 29th, 07:08 pm
“ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ଗସ୍ତରେ ଯାଇ 30-31 ଅଗଷ୍ଟରେ ମୁଁ କାଠମାଣ୍ଡୁରେ ଉପସ୍ଥିତ ରହିବି ।ସାଙ୍ଗ୍ରି ଲା ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 01st, 07:00 pm
ଆପଣଙ୍କ ବନ୍ଧୁତା ପାଇଁ , ଭାରତ- ସିଙ୍ଗାପୁର ସହଭାଗୀତା ଏବଂ ଏହି କ୍ଷେତ୍ରର ଉତ୍ତମ ଭବିଷ୍ୟତ ସକାଶେ ଆପଣଙ୍କ ନେତୃତ୍ୱ ନିମନ୍ତେ ଆପଣଙ୍କୁ ଅଶେଷ ଧନ୍ୟବାଦ ।ନେପାଳକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଗସ୍ତ (ମେ 11-12, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
May 11th, 09:30 pm
ନେପାଳ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କେପି ଶର୍ମା ଓଲିଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ 11ରୁ 12 ମେ 2018ରେ ନେପାଳକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ଜୁନ 7 2017
June 07th, 08:08 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।