PM Modi receives congratulatory messages from leaders of global organizations on successful completion of 10 years of Swachh Bharat Mission
October 02nd, 02:03 pm
Prime Minister Narendra Modi received congratulatory messages from global leaders on the 10th anniversary of the Swachh Bharat Mission. Leaders from the WHO, World Bank, and ADB praised the initiative's transformative impact on India's sanitation and cleanliness under PM Modi’s leadership.ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀବିଶ୍ୱ ନେତାଙ୍କ ଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିବା ଜାରି ରଖିଛନ୍ତି
June 10th, 12:00 pm
ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଅବସରରେ ଅଭିନନ୍ଦନ ବାର୍ତ୍ତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ବିଶ୍ୱ ନେତାଙ୍କ ବାର୍ତ୍ତାର ଉତ୍ତର ଦେଇଛନ୍ତି ଶ୍ରୀ ମୋଦି ।PM Modi’s Candid Conversation with Bill Gates
March 29th, 06:59 pm
Prime Minister Narendra Modi and Bill Gates came together for an engaging and insightful exchange. The conversation spanned a range of topics, including the future of Artificial Intelligence, the importance of Digital Public Infrastructure, and vaccination programs in India.ମନ୍ କୀ ବାତର ପ୍ରଶଂସା କରିଥିବାରୁ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ
May 01st, 12:30 pm
ମନ୍ କୀ ବାତର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ
March 04th, 12:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରେ ଶ୍ରୀ ବିଲ୍ ଗେଟ୍ସଙ୍କୁ ଭେଟିଛନ୍ତି ।୨୦୦ କୋଟି ଟିକାଦାନ ଅତିକ୍ରମ କରିଥିବାରୁ ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
July 20th, 03:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଟୀକାକରଣ ଅଭିଯାନକୁ ଶକ୍ତି ଦେବାରେ ବୈଜ୍ଞାନିକ, ଡାକ୍ତର ଏବଂ ନର୍ସଙ୍କ ସାମୂହିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।ଜୁନ ୫ରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ “ଲାଇଫ ମୁଭମେଣ୍ଟ’ ବୈଶ୍ୱିକ ପ୍ରୟାସ
June 04th, 02:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଜୁନ୫, ୨୦୨୨) ବୈଶ୍ୱିକ ପ୍ରୟାସ, ପରିବେଶ ପାଇଁ ଜୀବନ ଶୈଳୀ ଆନ୍ଦୋଳନ (ଲାଇଫ)ର ଶୁଭାରମ୍ଭ କରିବେ । ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ଲାଇଫ’ର ପୂର୍ଣ୍ଣାଙ୍ଗ ଇଂରାଜୀ ଅର୍ଥ ହେଲା, “ଲାଇଫ ଷ୍ଟାଇଲ ଫର ଦି ଏନଭିରୋନମେଣ୍ଟ” ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ”ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯିବ । ବିଶେଷକରି ଶିକ୍ଷାବିତ୍, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯିବ । ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା । ଆସନ୍ତାକାଲିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିବେ ।ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଅବସରରେ ଶ୍ରୀ ବିଲ୍ ଗେଟ୍ସଙ୍କ ସହ ବୈଠକ କରିଛନ୍ତି
November 02nd, 07:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ରେ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଶିଖର ସମ୍ବିଳନୀ ଅବସରରେ ଶ୍ରୀ ବିଲ୍ ଗେଟ୍ସଙ୍କୁ ଭେଟିଛନ୍ତି ।ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପ୍ରଶଂସା କରିଥିବାରୁ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
September 29th, 10:01 pm
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଗ୍ରାଣ୍ଡ ଚାଲେଞ୍ଜ ବାର୍ଷିକ ବୈଠକ 2020ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 19th, 08:31 pm
ମିଲିଣ୍ଡା ଏବଂ ବିଲଗେଟ୍ସ, ମୋ ମନ୍ତ୍ରିମଣ୍ଡଳର ଡ. ହର୍ଷବର୍ଦ୍ଧନ, ବିଶ୍ୱବ୍ୟାପୀ ପ୍ରତିନିଧିଗଣ, ବୈଜ୍ଞାନିକ, ଗବେଷକ, ଛାତ୍ରଛାତ୍ରୀ ବନ୍ଧୁଗଣ । ଷୋଡଶ ବୃହତ ଆହ୍ୱାନ ସମ୍ପର୍କିତ ବାର୍ଷିକ ବୈଠକରେ ଆପଣମାନଙ୍କ ଗହଣରେ ରହି ମୁଁ ବହୁତ ଖୁସି ।ଗ୍ରାଣ୍ଡ ଚାଲେଞ୍ଜେସ ବାର୍ଷିକ ବୈଠକ 2020ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
October 19th, 08:30 pm
ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ମହାମାରୀ ଆମକୁ ଗୋଷ୍ଠୀଗତ ଭାବେ କାମ କରିବାର ମହତ୍ତ୍ୱ ନେଇ ଅନୁଭବ କରାଇଛି । ସେ କହିଛନ୍ତି, ରୋଗଗୁଡ଼ିକର କୌଣସି ଭୌଗୋଳିକ ସୀମା ନ ଥାଏ ଏବଂ ତାହା ବିଶ୍ୱାସ, ଜାତି, ଲିଙ୍ଗ ଅଥବା ବର୍ଣ୍ଣ ଆଧାରରେ ଭେଦଭାବ କରି ନ ଥାଏ । ସେ କହିଛନ୍ତି, ଏହି ରୋଗଗୁଡ଼ିକରେ ଅନେକ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ସାମିଲ ରହିଛି, ଯାହା କି ଲୋକମାନଙ୍କୁ ପ୍ରଭାବିତ କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଶେଷକରି ବିଗତ କିଛି ମାସ ମଧ୍ୟରେ କୋଭିଡ-19 ସହ ଚାଲିଥିବା ଲଢ଼େଇରେ ସାମିଲ ହୋଇଥିବା ଭାରତର ଏକ ସୁଦୃଢ଼ ତଥା ଜୀବନ୍ତ ବୈଜ୍ଞାନିକ ସମୁଦାୟ ଏବଂ ଭଲ ବୈଜ୍ଞାନିକ ପ୍ରତିଷ୍ଠାନ ଦେଶର ସବୁଠୁ ବଡ଼ ସମ୍ପତ୍ତି ହୋଇପାରିଛି । ନିୟନ୍ତ୍ରଣଠାରୁ ଦକ୍ଷତା ନିର୍ମାଣ ପର୍ଯ୍ୟନ୍ତ ସମସ୍ତ ଆଶ୍ଚର୍ଯ୍ୟଜନକ ସଫଳତା ସେମାନେ ହାସଲ କରିଛନ୍ତି ।PM to deliver keynote address at inaugural function of Grand Challenges Annual Meeting 2020
October 17th, 11:36 am
Prime Minister Shri Narendra Modi will deliver the keynote address at the inaugural function of Grand Challenges Annual Meeting 2020, on 19th October at 7:30 PM via video conferencing.Prime Minister’s interaction with Mr. Bill Gates
May 14th, 10:26 pm
PM Narendra Modi interacted with Bill & Melinda Gates Foundation co-chair, Mr. Bill Gates via video conference. They discussed the global response to COVID-19 and the importance of global coordination on scientific innovation as well as R&D to combat the pandemic.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିଲ ଗେଟ୍ସ
November 18th, 07:42 pm
ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ ମିଃ. ବିଲ ଗେଟ୍ସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ନ୍ୟୁୟର୍କ ଠାରେ ଉଭୟ ପରସ୍ପରକୁ ଭେଟିଥିଲେ ।ଗ୍ଲୋବାଲ ଗୋଲକିପର୍ସ ଗୋଲ୍ସ ପୁରସ୍କାର 2019 ପ୍ରଦାନ ଲାଗି ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
September 20th, 07:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ଲୋବାଲ ଗୋଲକିପର୍ସ ଗୋଲ୍ସ ପୁରସ୍କାର 2019 ପ୍ରଦାନ କରାଯିବ । ଏଥିପାଇଁ ସେ ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ସାକାର କରିବା ଲାଗି ବିଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ଵଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଭାରତ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛି ।ସୋସିଆଲ ମିଡିଆ କର୍ଣ୍ଣର 16 ନଭେମ୍ବର 2016
November 16th, 07:58 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ । ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Mr. Bill Gates calls on PM
December 04th, 08:08 pm