ଡିସେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ
December 16th, 03:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ । ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ ।Congress is so confident of its loss, it has entered the bye-bye mode: PM Modi
July 08th, 07:45 pm
Prime Minister Narendra Modi addressed a mega rally in Bikaner, Rajasthan. He began the rally be recalling the famous sweets and namkeen of Bikaner. He acknowledged that for him Bikaner is special as it is also known by the name ‘Choti Kashi’ and like Kashi, Bikaner also has its own history and antiquity.PM Modi addresses a public rally in Rajasthan’s Bikaner
July 08th, 05:52 pm
Prime Minister Narendra Modi addressed a mega rally in Bikaner, Rajasthan. He began the rally be recalling the famous sweets and namkeen of Bikaner. He acknowledged that for him Bikaner is special as it is also known by the name ‘Choti Kashi’ and like Kashi, Bikaner also has its own history and antiquity.ରାଜସ୍ଥାନର ବିକାନେରରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 08th, 05:00 pm
ଭିତିଭୁମିର ଏହି ବିକାଶର ସବୁଠାରୁ ଅଧିକ ଲାଭ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଏବଂ କୁଟୀର ଶିଳ୍ପକୁ ମିଳିଥାଏ । ବିକାନେର ତ’ ଆଚାର, ପାମ୍ପଡ, ନମକିନ୍, ଏବଂ ଏଭଳି ସମସ୍ତ ଉତ୍ପାଦଗୁଡିକ ପାଇଁ ହେଉଛି ସାରା ଦେଶରେ ପ୍ରସିଦ୍ଧ । ଯୋଗାଯୋଗ ଆହୁରି ଭଲ ହେବ, ତେବେ ଯାଇଁ ଏଠାକାର କୁଟୀର ଶିଳ୍ପ କମ୍ ଖର୍ଚ୍ଚରେ ନିଜର ସାମଗ୍ରୀ ଦେଶର କୋଣ- ଅନୁକୋଣ ପର୍ଯ୍ୟନ୍ତ ପହଂଚାଇ ପାରିବେ । ଦେଶବାସୀଙ୍କୁ ମଧ୍ୟ ବିକାନେରର ସ୍ୱାଦିଷ୍ଟ ଉତ୍ପାଦର ଆନନ୍ଦ ଅଧିକ ସହଜରେ ମିଳି ପାରିବ ।ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିକାନୀର ଠାରେ ୨୪,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
July 08th, 04:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆଜି ରାଜସ୍ଥାନର ବିକାନୀର ଠାରେ ୨୪,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ପ୍ରାୟ ୧୧,୧୨୫ କୋଟି ଟଙ୍କା ବ୍ୟୟରେ ଅମୃତସର - ଜାମନଗର ଆର୍ôଥକ କରିଡରର ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗ, ପ୍ରାୟ ୧୦,୯୫୦ କୋଟି ଟଙ୍କା ମୂଲ୍ୟର ସବୁଜ ଶକ୍ତି କରିଡର ପାଇଁ ଆନ୍ତଃ ରାଜ୍ୟ ଟ୍ରାନ୍ସମିସନ ଲାଇନର ପ୍ରଥମ ପର୍ଯ୍ୟାୟ, ପାଖାପାଖି ୧,୩୪୦ କୋଟି ଟଙ୍କା ମୂଲ୍ୟରେ ପାୱାର ଗ୍ରୀଡ୍ ଦ୍ୱାରା ବିକଶିତ ହେବାକୁ ଥିବା ବିକାନୀରରୁ ଭିୱାଡି ଟ୍ରାନ୍ସମିସନ୍ ଲାଇନ୍ ଏବଂ ବିକାନୀର ଠାରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଡାକ୍ତରଖ।।ନା । ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ବିକାନୀର ରେଳ ଷ୍ଟେସନର ପୁନଃବିକାଶ ଏବଂ ୪୩ କିଲୋମିଟର ଦୀର୍ଘ ଚୁରୁ - ରତନଗଡ ବିଭାଗ ରେଳ ଲାଇନ୍କୁ ଦ୍ୱିଗୁଣିତ କରିବା ଭଳି ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।