
PM greets people of Bihar on Bihar Diwas
March 22nd, 09:06 am
The Prime Minister, Shri Narendra Modi greeted people of Bihar on the Bihar Diwas. Shri Modi lauded Bihar’s rich heritage, its contribution to Indian history, and the relentless spirit of its people in driving the state’s development.
ବିହାର ଦିବସ ଅବସରରେ ବିହାର ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 22nd, 09:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ଦିବସ ଅବସରରେ ବିହାରର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ବିହାର ନିଜର ସମୃଦ୍ଧ ଇତିହାସ ଏବଂ ଜୀବନ୍ତ ସଂସ୍କୃତି ପାଇଁ ପ୍ରସିଦ୍ଧ ଅଟେ। ବିହାରର ଲୋକମାନେ ରାଷ୍ଟ୍ରୀୟ ଜୀବନର ସମସ୍ତ କ୍ଷେତ୍ରରେ ନିଜର ଯୋଗଦାନ ଦେଉଛନ୍ତି ଏବଂ ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ସଙ୍କଳ୍ପ ବଳରେ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ବିହାର ଦିବସ ଅବସରରେ ବିହାରର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 22nd, 09:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ଦିବସ ଅବସରରେ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ବିହାର ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
March 22nd, 10:00 am
ବିହାର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ବିହାର ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 22nd, 10:25 am
ବିହାର ଦିବସ ଅବସରରେ ବିହାରର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ବିହାର ଦିବସରେ ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
March 22nd, 12:37 pm
The Prime Minister Shri Narendra Modi has greeted the people of Bihar on Bihar Diwas Greetings to the people of Bihar on Bihar Diwas. My Best Wishes, the Prime Minister said.PM greets the people of Bihar, on Bihar Diwas
March 22nd, 10:01 am