India has immense potential to become a great knowledge economy in the world: PM Modi
October 19th, 12:36 pm
The Prime Minister, Shri Narendra Modi launched Mission Schools of Excellence at Trimandir, Adalaj, Gujarat today. The Mission has been conceived with a total outlay of 10,000 Crores. During the event at Trimandir, the Prime Minister also launched projects worth around Rs 4260 crores. The Mission will help strengthen education infrastructure in Gujarat by setting up new classrooms, smart classrooms, computer labs and overall upgradation of the infrastructure of schools in the State.PM launches Mission Schools of Excellence at Trimandir, Adalaj, Gujarat
October 19th, 12:33 pm
The Prime Minister, Shri Narendra Modi launched Mission Schools of Excellence at Trimandir, Adalaj, Gujarat today. The Mission has been conceived with a total outlay of 10,000 Crores. During the event at Trimandir, the Prime Minister also launched projects worth around Rs 4260 crores. The Mission will help strengthen education infrastructure in Gujarat by setting up new classrooms, smart classrooms, computer labs and overall upgradation of the infrastructure of schools in the State.India is committed to provide 'ease of doing business' to its youth, so they can focus on bringing ‘ease of living’ to the countrymen: PM
November 07th, 11:00 am
PM Modi addressed convocation ceremony of IIT Delhi via video conferencing. In his remarks, PM Modi said that quality innovation by the country's youth will help build 'Brand India' globally. He added, COVID-19 has taught the world that while globalisation is important, self reliance is also equally important. We are now heavily focussed on ease of doing business in India so that youth like you can bring transformation to our people’s lives.ଆଇଆଇଟି ଦିଲ୍ଲୀର 51ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 07th, 10:59 am
ଆଇଆଇଟିର ସଦ୍ୟ ସ୍ନାତକ ଉପାଧିପ୍ରାପ୍ତ ବିଦ୍ୟାର୍ଥୀମାନେ ଦେଶର ଆବଶ୍ୟକତାକୁ ଚିହ୍ନଟ କରି ତାହାର ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବଦ୍ୟାର୍ଥୀମାନେ ସାଧାରଣ ମଣିଷର ଆଶା ଆକାଂକ୍ଷାକୁ ଚିହ୍ନଟ କରି ଆତ୍ମନିର୍ଭର ଭାରତ ଗଠନ ପରିପ୍ରେକ୍ଷୀରେ ସେ ଦିଗରେ କାର୍ଯ୍ୟ କରିବା ଉଚିତ । ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଦିଲ୍ଲୀର 51ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।ବୈଭବ 2020 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
October 02nd, 06:21 pm
“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଅଧିକ ସଂଖ୍ୟକ ଯୁବପିଢ଼ି ବିଜ୍ଞାନ ପ୍ରତି ଆଗ୍ରହୀ ହୁଅନ୍ତୁ। ଏଥିପାଇଁ ଆମେ ସମସ୍ତେ ଇତିହାସର ବିଜ୍ଞାନ ଏବଂ ବିଜ୍ଞାନର ଇତିହାସ ବିଷୟରେ ଭଲ ଭାବେ ଅବଗତ ହେବାର ଆବଶ୍ୟକତା ରହିଛି ।” ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଏବଂ ନିବାସୀ ଭାରତୀୟ ଗବେଷକ ଓ ଶିକ୍ଷାବିତମାନଙ୍କୁ ନେଇ ଆୟୋଜିତ ଏକ ବୈଶ୍ୱିକ ଭର୍ଚୁଆଲ ସମ୍ମିଳନୀ –ବୈଶ୍ୱିକ ଭାରତୀୟ ବୈଜ୍ଞାନିକ (ବୈଭବ)କୁ ଉଦଘାଟନ କରି ଏହା କହିଛନ୍ତି ।ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ପରେଡ଼ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 04th, 11:07 am
କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗ ଶ୍ରୀ ଅମିତ ଶାହ ଜୀ, ଡକ୍ଟର ଜୀତେନ୍ଦ୍ର ସିଂହ ଜୀ, ଜି କ୍ରିଷ୍ଣା ରେଡ୍ଡୀ ଜୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀର ଅଧିକାରୀଗଣ ଯେଉଁମାନେ ଆଜି ଏହି ଦୀକ୍ଷାନ୍ତ ପରେଡ଼ରେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ 71 ଆରଆରର ମୋର ଯୁବ ବନ୍ଧୁଗଣ ଯେଉଁମାନେ ଯୁବ ମାନସିକତା ନେଇ ଭାରତୀୟ ପୁଲିସ ସେବାର ନେତୃତ୍ୱ ନେବାକୁ ଯାଉଛନ୍ତି ।ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
September 04th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (04.09.2020) ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ଠାରେ ଅନୁଷ୍ଠିତ ଦୀକ୍ଷାନ୍ତ ପରେଡ ସମାରୋହରେ ସେ ଭାବବିନିମୟ କରିଛନ୍ତି ।ଲକ୍ଷ୍ନୌରେ ଡିଫେନ୍ସଏକ୍ସପୋ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
February 05th, 01:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ, ଉତ୍ତରପ୍ରଦେଶରେ ଡିଫେନ୍ସଏକ୍ସପୋର 11ତମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଦ୍ୱିବାର୍ଷିକ ସାମରିକ ପ୍ରଦର୍ଶନୀରେ ବିଶ୍ୱସ୍ତରୀୟ ପ୍ରତିରକ୍ଷା କେନ୍ଦ୍ର ଭାବରେ ଭାରତର ସମ୍ଭାବନା ପ୍ରଦର୍ଶିତ କରାଯାଉଛି । ଡିଫେନ୍ସଏକ୍ସପୋ 2020 ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନ ମଞ୍ଚ ହେବା ସହିତ ବିଶ୍ୱର ପ୍ରମୁଖ ଡିଫେନ୍ସଏକ୍ସପୋ ପାଲଟିଛି । ଚଳିତ ଏକ୍ସପୋରେ ବିଶ୍ୱର ଏକ ହଜାରରୁ ଅଧିକ ପ୍ରତିରକ୍ଷା ନିର୍ମାତା ଓ 150 କମ୍ପାନୀ ଭାଗ ନେଇଛନ୍ତି ।Our scientific institutions should align with future requirements and try to find solutions for local problems: PM
February 28th, 04:01 pm
Conferring the Shanti Swarup Bhatnagar Prizes, PM Modi today said that India deserves nothing but the best, when it comes to innovations in the field of science and technology. He added that science must be fundamental, while on the other hand, technology must be local.Prime Minister confers Shanti Swarup Bhatnagar Prizes for Science and Technology
February 28th, 04:00 pm
Conferring the Shanti Swarup Bhatnagar Prizes, PM Modi today said that India deserves nothing but the best, when it comes to innovations in the field of science and technology. He added that science must be fundamental, while on the other hand, technology must be local.ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ପାଇଁ ଐତିହାସିକ ସହାୟତା ଓ ସଂପର୍କ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 02nd, 05:51 pm
ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଅରୁଣ ଜେଟଲୀ ମହାଶୟ, ଗିରିରାଜ ସିଂହ ମହାଶୟ, ଶିବ ପ୍ରସାଦ ଶୁକ୍ଳ ମହାଶୟ, ପୋଣ ରାଧାକୃଷ୍ଣନ ମହାଶୟ, ଅନ୍ୟାନ୍ୟ ସହଯୋଗୀଗଣ, ବ୍ୟାଙ୍କିଙ୍ଗ କ୍ଷେତ୍ରରୁ, ଆର୍ଥିକ ସଂସ୍ଥାନମାନଙ୍କରୁ, ବ୍ୟବସାୟ ଏବଂ କାରବାର ଜଗତର ଆପଣମାନେ ସମସ୍ତ ମହାନୁଭବଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ସମଗ୍ର ଦେଶରୁ ମୋ ସହିତ ଜଡ଼ିତ ଲଘୁ ଉଦ୍ୟମୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!ଏମଏସଏମଇ କ୍ଷେତ୍ର ଲାଗି ଐତିହାସିକ ସହାୟତା ଓ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
November 02nd, 05:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଲାଗି ଐତିହାସିକ ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ 12ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରଚଳନ କରିଛନ୍ତି, ଯାହା ଦେଶରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି, ସମ୍ପ୍ରସାରଣ ଏବଂ ସୁବିଧା କ୍ଷେତ୍ରରେ ସହାୟକ ହେବ ।ଆଇଆଇଟି ବମ୍ବେର 56ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
August 11th, 12:10 pm
ଆଜି ହେଉଛି 11 ଅଗଷ୍ଟ, 110 ବର୍ଷ ପୂର୍ବେ ଦେଶର ସ୍ୱାଧୀନତା ପାଇଁ ଆଜିର ଦିନରେ ହିଁ, ଖୁଦୀରାମ ବୋଷ ମାତୃଭୂମି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଦେଇଥିଲେ । ମୁଁ ସେହି ବୀର ବିପ୍ଳବୀଙ୍କୁ ପ୍ରଣାମ କରୁଛି, ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।"ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ "
August 11th, 12:10 pm
ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇଆଇଟି ହେଉଛି 'ଭାରତର ଇନଷ୍ଟ୍ରୁମେଣ୍ଟ ଅଫ ଟ୍ରାନ୍ସଫୋର୍ମେଶନ ' । ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ୟାର୍ଥୀମାନଙ୍କୁ ଭାରତରେ ନବାଚାର କରିବା ଏବଂ ମାନବତା କଲ୍ୟାଣ ପାଇଁ ନବୀନତାର ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଉନ୍ନତ କୃଷି ଉତ୍ପାଦକତା ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତ୍ତନକୁ କମ କରିବାରେ ସ୍ୱଚ୍ଛ ଉର୍ଜାରୁ ଜଳ ସଂରକ୍ଷଣ ପର୍ଯ୍ୟନ୍ତ ,କୁପୋଷଣକୁ ପ୍ରଭାବୀ ଢଙ୍ଗରେ କମ କରିବାଠୁ ନେଇ ଅପବ୍ୟୟ ସଂଚାଳନ ପର୍ଯ୍ୟନ୍ତ ,ଆମେ ଏହା ସୁନିଶ୍ଚିତ କରିବାକୁ ଅଛି ଯେ ଭାରତୀୟ ପ୍ରୟୋଗଶାଳା ଏବଂ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବାଚାର ସୁନିଶ୍ଚିତ ହେଉ ।ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ବ୍ରିକ୍ସ ଲୋକସମ୍ପର୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 27th, 02:35 pm
ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ରାମଫୋସାଙ୍କୁ ବ୍ରିକ୍ସରେ ଲୋକସମ୍ପର୍କ ପ୍ରକ୍ରୀୟାକୁ ମଜବୁତ କିରଥିବାରୁ ଶୁଭେଚ୍ଛା ଜଣାଉଛି । ବ୍ରିକ୍ସ ଏବଂ ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥାଗୁଡିକ ମଧ୍ୟରେ ଏହି ସମ୍ବାଦ ବିକାଶର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ମତ ବିନିମୟର ଏକ ଉତ୍ତମ ସୁଯୋଗ । ବହୁ ସଂଖ୍ୟାରେ ଆଫ୍ରିକା ଦେଶଗୁଡିକର ଏଠାରେ ଉପସ୍ଥିତି ହେବା ସ୍ୱାଭାବିକ, ଏବଂ ପ୍ରସନ୍ନତାର ବିଷୟ ମଧ୍ୟ । ଆଫ୍ରିକା ସହିତ ଭାରତର ସଂପର୍କ ଐତିହାସିକ ଏବଂ ନିବିଡ ।ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ
April 21st, 11:01 pm
ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀପ୍ରଶାସନିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସେବାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 21st, 05:45 pm
ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ କହିଥିଲେ ଯେ ଏହା ହେଉଛି ପ୍ରଶଂସା, ସମୀକ୍ଷା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ସମୟ । ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି ।ମଣିପୁରରେ ଆୟୋଜିତ 105ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 16th, 11:32 am
ନିକଟ ଅତୀତରେ ପରଲୋକ ଗମନ କରିଥିବା ତିନି ଜଣ ଅତ୍ୟନ୍ତ ସମ୍ମାନାସ୍ପଦ ଭାରତୀୟ ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ସେମାନେ ହେଲେ ପଦ୍ମବିଭୂଷଣ ପ୍ରଫେସର ଯଶପାଲ, ପଦ୍ମ ବିଭୂଷଣ ପ୍ରଫେସର ୟୁଆର ରାଓ ଏବଂ ପଦ୍ମଶ୍ରୀ ଡ. ବଳଦେବ ରାଜ । ଏମାନେ ସମସ୍ତେ ଭାରତୀୟ ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ।ହାଇଦ୍ରାବାଦ ଆଇଟି ବିଶ୍ୱ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 19th, 11:30 am
ସୂଚନା ଓ ପ୍ରଯୁକ୍ତି ବିଶ୍ୱ କଂଗ୍ରେସକୁ ଉଦ୍ଘାଟନ କରି ମୁଁ ଆନନ୍ଦିତ । ପ୍ରଥମ ଥର ଲାଗି ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହା ନାସକମ, ୱିଟସା ଏବଂ ତେଲଙ୍ଗାନା ସରକାରଙ୍କ ସହଭାଗୀତାରେ ଆୟୋଜନ କରାଯାଇଛି ।ଡାଭୋସ ବିଶ୍ୱ ଅର୍ଥନୈତିକ ଫୋରମରେ “ବିଖଣ୍ଡିତ ବିଶ୍ଵରେ ସମ୍ମିଳିତ ଭବିଷ୍ୟତର ସଂରଚନା” ବିଷୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ (23, ଜାନୁଆରୀ, 2018)
January 23rd, 05:02 pm
ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ଏହି 48ତମ ବାର୍ଷିକ ବୈଠକରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ସର୍ବପ୍ରଥମେ ମୁଁ ଶ୍ରୀ କ୍ଲଜ ସ୍କ୍ଵାବଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ଏବଂ ବିଶ୍ୱ ଅର୍ଥନୈତିକ ଫୋରମକୁ ଏକ ସଶକ୍ତ ଏବଂ ବ୍ୟାପକ ମଂଚରେ ପରିଣତ କରିବା ଲାଗି ଅନେକ-ଅନେକ ସାଧୁବାଦ ଜଣାଉଛି । ତାଙ୍କର ଦୂରଦୃଷ୍ଟିରେ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଯାହାର ଉଦ୍ଦେଶ୍ୟ ବିଶ୍ୱର ସ୍ଥିତି ସୁଧାରିବ । ସେ ଏହି ଏଜେଣ୍ଡାକୁ ଆର୍ଥିକ ଏବଂ ରାଜନୈତିକ ବିଚାରରେ ଅତ୍ୟନ୍ତ ଦୃଢ଼ତାର ସହିତ ଯୋଡ଼ିଦେଇଛନ୍ତି । ଏଥିସହିତ ଆମକୁ ସାଦର ସ୍ୱାଗତ-ସତ୍କାର କରିବା ଲାଗି ସ୍ୱିଜରଲାଣ୍ଡ ସରକାର ଏବଂ ଏହାର ନାଗରିକମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି ।