ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ପ୍ରଥମ ପର୍ଯ୍ୟାୟ ଛାତ୍ରାବାସର ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 15th, 11:07 am
କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ମନସୁଖ ମାଣ୍ଡବ୍ୟ, ଶ୍ରୀ ପୁରୁଷୋତମ ଭାଇ ରୁପାଲା, ଦର୍ଶନା ବେନ୍, ଲୋକସଭାରେ ମୋର ସାଂସଦ ସାଥୀ ଏବଂ ଗୁଜରାଟ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍. ପାଟିଲ ମହୋଦୟ, ସୌରାଷ୍ଟ୍ର ପଟେଲ ସେବା ସମାଜର ଅଧ୍ୟକ୍ଷ ଶ୍ରୀ କାନ୍ଜୀ ଭାଇ, ସେବା ସମାଜର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଓ ଭଉଣୀମାନେ! \'ସୌରାଷ୍ଟ୍ର ପଟେଲ ସେବା ସମାଜ\' ଦ୍ୱାରା ଆଜି ବିଜୟା ଦଶମୀ ଅବସରରେ ଏକ ପବିତ୍ର କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ମୁଁ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ଦେଶକୁ ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
October 15th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଇଥିଲେ ।ସର୍ଦ୍ଦାର ଭବନର ଲୋକାର୍ପଣ ଏବଂ ସର୍ଦ୍ଦାରଧାମ ଫେଜ- IIର ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 11:01 am
କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ଭାଇ ରୂପାଣୀ ମହାଶୟ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀ ପୁରୁଷୋତମ ରୂପାଲା ମହାଶୟ, ଶ୍ରୀ ମନସୁଖଭାଇ ମାଣ୍ଡଭ୍ୟ ମହାଶୟ, ଭଉଣୀ ଅନୁପ୍ରିୟା ପଟେଲ ମହାଶୟା, ଲୋକସଭାରେ ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଜନତାପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସି. ଆର ପାଟିଲ ମହାଶୟ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ସମସ୍ତ ସହଯୋଗୀ ସାଂସଦ ସାଥୀ, ଗୁଜରାଟର ବିଧାୟକଗଣ, ସର୍ଦ୍ଦାର ଧାମର ସମସ୍ତ ଟ୍ରଷ୍ଟି, ମୋର ମିତ୍ର ଭାଇ ଶ୍ରୀ ଗାଗଜୀ ଭାଇ, ଟ୍ରଷ୍ଟ୍ରର ସମସ୍ତ ସମ୍ମାନିତ ସଦସ୍ୟଗଣ, ଏହି ପବିତ୍ର କାର୍ଯ୍ୟକୁ ଆଗେଇ ନେବାରେ ନିଜର ଯୋଗଦାନ ଦେଇଥିବା ସମସ୍ତ ସାଥୀ, ଭାଇ ଓ ଭଉଣୀମାନେ!ପ୍ରଧାନମନ୍ତ୍ରୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୁମି ପୂଜନ କରିଛନ୍ତି
September 11th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୂମିପୂଜନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଥିଲେ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୧ରେ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଓ ସର୍ଦ୍ଦାରଧାମ ଫେଜ-୨ କନ୍ୟା ଛାତ୍ରାଳୟର ଭୂମିପୂଜନ କରିବେ
September 10th, 01:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୧, ୨୦୨୧ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ବସାଧାରଣ ଭବନର ଲୋକାର୍ପଣ ଓ ସର୍ବସାଧାରଣ ଫେଜ-୨ କନ୍ୟା ଛାତ୍ରାଳୟର ଭୂମିପୂଜନ କରିବେ ।ଶ୍ରୀରାମ ମନ୍ଦିର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 05th, 04:31 pm
ଆଜି ଏହି ଜୟଘୋଷ କେବଳ ସୀତାରାମଙ୍କ ନଗରୀରେ ଶୁଣାଯାଉନାହିଁ । ଏହା ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି । ସବୁ ଦେଶବାସୀଙ୍କ ତରଫରୁ ବିଶ୍ୱବ୍ୟାପୀ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ ଅବସରରେ କୋଟି କୋଟି ଭାରତ ଭକ୍ତ ଓ ରାମଭକ୍ତଙ୍କୁ ଆଜିର ଏହି ପବିତ୍ର ଅବସରରେ ଅଶେଷ ଅଭିନନ୍ଦନ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ର ଭୂମି ପୂଜନ ସମ୍ପନ୍ନ
August 05th, 01:39 pm
ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ଉଦବୋଧନ ଦେଇ ଦେଶବାସୀ ଓ ସାରା ବିଶ୍ୱରେ ଥିବା ରାମଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାକୁ ଏକ ଐତିହାସିକ କ୍ଷଣ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଭାରତ ଆଜି ଏକ ଗୌରବମୟ ଅଧ୍ୟାୟର ଆରମ୍ଭ କରୁଛି । ଆଜି ସାରା ଦେଶବାସୀ ଉତ୍ସାହିତ ଏବଂ ଭାବପ୍ରବଣ ହୋଇଉଠିଛନ୍ତି । ସେମାନଙ୍କ ଦୀର୍ଘ ଶତାବ୍ଦୀର ସ୍ୱପ୍ନ ଆଜି ସାକାର ହୋଇପାରିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ସେମାନଙ୍କ ଜୀବନ କାଳ ମଧ୍ୟରେ ଏପରି କିଛି ଘଟୁଥିବା ବିଶ୍ୱାସ କରିପାରୁନାହାନ୍ତି । ସେ କହିଥିଲେ ଯେ ରାମ ଜନ୍ମଭୂମି ବାରମ୍ବାର ଭାଙ୍ଗିବା ଏବଂ ପୁନଃନିର୍ମାଣ ହେବା ଚକ୍ରରୁ ମୁକ୍ତ ହୋଇଛି । ଏବେ ଟେଂଟ ସ୍ଥାନରେ ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।The influence of Ram is global, says PM Modi in Ayodhya
August 05th, 01:25 pm
Speaking in Ayodhya, after the Bhoomi Pujan of Ram Temple, Prime Minister Modi mentioned about several nations, where Ram is revered. He said that influence of Ram is global and a grand Ram Temple in Ayodhya would showcase the rich heritage of Indian culture to the world.Ram belongs to everyone, says PM Modi
August 05th, 01:23 pm
After Bhoomi Pujan of grand Ram Temple in Ayodhya, Prime Minister Narendra Modi said that Bhagwaan Ram is omnipresent, He belongs to everyone and is the source of India’s unity in persity. PM Modi said, “There is no aspect of life where Ram does not inspire. Ram is in the faith of India; Ram is in the ideals of India. There is Ram in the pinity of India.”Ram Temple will unify the entire nation, says PM Modi in Ayodhya
August 05th, 01:21 pm
Prime Minister Narendra Modi said the process of construction of Ram Temple will unify the entire nation. He said the historic moment is a proof of the resolve of crores of devotees of Ram.In Ayodhya, PM Modi remembers untiring efforts of everyone associated with Ram Mandir movement
August 05th, 01:18 pm
After the Bhoomi Pujan of the Ram Janmabhoomi Temple in Ayodhya, PM Narendra Modi remembered the sacrifices and untiring efforts of each and everyone associated with the Ram Mandir movement. He bowed to them and remarked, “This day is a symbol of their resolve, their sacrifices and determination. During the Ram Mandir movement, there was dedication, there were challenges but also there was resolution.”