ଉତରପ୍ରଦେଶର ଜେୱରଠାରେ ଅବସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନବନ୍ଦରର ଭିତିପ୍ରସ୍ତର ସ୍ଥାପନ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 01:06 pm
ଉତରପ୍ରଦେଶର ଲୋକପ୍ରିୟ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଏଠାକାର କର୍ମଠ ଉପ-ମୁଖ୍ୟମନ୍ତ୍ରୀ ତଥା ଆମର ପୂର୍ବତନ ସହଯୋଗୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଜେନେରାଲ୍ ଭି. କେ. ସିଂହ ଜୀ, ସଞ୍ଜୀବ୍ ବାଲ୍ୟାନ୍ ଜୀ, ଏସ୍. ପି. ସିଂହ ବାଘେଲ୍ ଜୀ, ବି. ଏଲ୍ ବର୍ମା ଜୀ, ଉତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଜୀ, ଶ୍ରୀ ଜୟ ପ୍ରତାପ ସିଂହ ଜୀ, ଶ୍ରୀକାନ୍ତ ଶର୍ମା ଜୀ, ଭୂପେନ୍ଦ୍ର ଚୌଧୁରୀ ଜୀ, ଶ୍ରୀ ନନ୍ଦଗୋପାଳ ଗୁପ୍ତା ଜୀ, ଅନିଲ ଶର୍ମା ଜୀ, ଧର୍ମ ସିଂହ ସାଇନି ଜୀ, ଅଶୋକ କଟାରିଆ ଜୀ, ଶ୍ରୀ ଜି. ଏସ୍.ଧର୍ମେଶ ଜୀ, ସଂସଦରେ ମୋର ସହଯୋଗୀ ଡକ୍ଟର ମହେଶ ଶର୍ମା ଜୀ, ଶ୍ରୀ ସୁରେନ୍ଦ୍ର ସିଂହ ନାଗର ଜୀ, ଶ୍ରୀ ଭୋଲା ସିଂହ ଜୀ, ସ୍ଥାନୀୟ ବିଧାୟକ ଶୀ ଧୀରେନ୍ଦ୍ର ସିଂହ ଜୀ, ମଂଚରେ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ଲୋକପ୍ରତିନିଧିଗଣ ଏବଂ ବିପୁଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ଉତ୍ତର ପ୍ରଦେଶର ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ
November 25th, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ଶ୍ରୀ ସଞ୍ଜିବ ବାଲିୟାଁ, ଶ୍ରୀ ଏସପି ସିଂ ବାଘେଲ ଏବଂ ଶ୍ରୀ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ପ୍ରଥମ ପର୍ଯ୍ୟାୟ ଛାତ୍ରାବାସର ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 15th, 11:07 am
କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ମନସୁଖ ମାଣ୍ଡବ୍ୟ, ଶ୍ରୀ ପୁରୁଷୋତମ ଭାଇ ରୁପାଲା, ଦର୍ଶନା ବେନ୍, ଲୋକସଭାରେ ମୋର ସାଂସଦ ସାଥୀ ଏବଂ ଗୁଜରାଟ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍. ପାଟିଲ ମହୋଦୟ, ସୌରାଷ୍ଟ୍ର ପଟେଲ ସେବା ସମାଜର ଅଧ୍ୟକ୍ଷ ଶ୍ରୀ କାନ୍ଜୀ ଭାଇ, ସେବା ସମାଜର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଓ ଭଉଣୀମାନେ! \'ସୌରାଷ୍ଟ୍ର ପଟେଲ ସେବା ସମାଜ\' ଦ୍ୱାରା ଆଜି ବିଜୟା ଦଶମୀ ଅବସରରେ ଏକ ପବିତ୍ର କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ମୁଁ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ଦେଶକୁ ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
October 15th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଇଥିଲେ ।PM Modi prays at Hanuman Garhi Temple in Ayodhya
August 05th, 11:59 am
Soon after arriving in Ayodhya for Bhoomi Pujan of the Ram Janmabhoomi, PM Narendra Modi offered his prayers at the Hanuman Garhi Temple. Uttar Pradesh Chief Minister Yogi Adityanath accompanied the Prime Minister.ଗାନ୍ଧୀନଗର ରେଳଷ୍ଟେସନ କପ୍ଲେକ୍ସ ପୁନଃବିକାଶ କାର୍ଯ୍ୟକ୍ରମର ଭୂମିପୂଜା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 09th, 05:57 pm
PM Narendra Modi performed Bhoomipujan’ of the redevelopment project of Gandhinagar Railway Station on Monday. He said that NDA Government has put railways in the priority category. PM Modi added that Railway work under NDA Government is being done in ‘mission mode’. The Prime Minister said that railways add ‘Gati’ (speed) and ‘Pragati’ (progress) to the nation.PM Modi performs ‘Bhoomipujan’ of redevelopment of Gandhinagar railway station
January 09th, 05:56 pm
Prime Minister Narendra Modi today attended the Bhoomipujan of Gandhinagar railway station. Addressing the event PM Modi said that the Government has accorded topmost priority to the railways and to make the rail network modern. He said that NDA Government has put railways in the priority category and railway work under NDA Government is being done in ‘mission mode’.