କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ

March 12th, 12:35 pm

ମୁଁ ଆଦି ଚୁନଚୁନାଗିରୀ ଏବଂ ମେଲୁକୋଟେର ଗୁରୁମାନଙ୍କ ସମ୍ମୁଖରେ ମଧ୍ୟ ପ୍ରଣାମ କରୁଛି, ସେମାନଙ୍କର ଆଶୀର୍ବାଦ କାମନାକରୁଛି ।

କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

March 12th, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଲୋକାର୍ପିତ କରିଛନ୍ତି । ଯେଉଁ ପ୍ରକଳ୍ପ ଗୁଡ଼ିକ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ସେଗୁଡିକ ମଧ୍ୟରେ ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ଅନ୍ତର୍ଭୁକ୍ତ ଏବଂ ସେ ମଧ୍ୟ ମହୀଶୂର – କୁଶାଲନଗର ୪ - ଲେନ ବିଶିଷ୍ଟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣର ଶୀର୍ଷ ଉଦ୍ଧୃତାଂଶ

August 15th, 04:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।

"ଗୋଟିଏ ରାଷ୍ଟ୍ର ,ଗୋଟିଏ ସମ୍ବିଧାନ' ର ଭାବନା ଆଜି ବାସ୍ତବିକତାରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀ ମୋଦୀ "

August 15th, 01:43 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।

"ଭାରତର 73ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ "

August 15th, 07:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।

PM Modi addresses a public rally at Tiruppur, Tamil Nadu

February 10th, 05:55 pm

At a public meeting in Tamil Nadu’s Tiruppur, PM Narendra Modi said that the work culture of the NDA was different from previous governments. The PM launched a scathing attack on the Congress and remarked, “Those who got the opportunity to rule the nation for years did not bother about India’s defence sector. For them, this sector was only about brokering deals and helping their own set of friends… Why is it that every middleman caught has a link with some Congress leader of the other?”

ଓଡ଼ିଶାର ବାରିପଦାଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

January 05th, 03:00 pm

ସେ ଫଳକ ଉନ୍ମୋଚନ ପୂର୍ବକ ରସିକରାୟ ମନ୍ଦିର ଓ ପ୍ରାଚୀନ ହରିପୁରଗଡ଼ ଦୁର୍ଗର ପ୍ରତ୍ନତାତ୍ୱିକ ଖନନ ଢାଂଚାର ସଂରକ୍ଷଣ, ସୌନ୍ଦର୍ଯ୍ୟବର୍ଦ୍ଧନ ତଥା ବିକାଶ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ ।

"ପ୍ରଧାନମନ୍ତ୍ରୀ ମୋଦୀ ପୁଡୁଚେରୀ ,ଭେଲୋର ,କାଞ୍ଚିପୁରମ ,ଭିଲୁପୁରମ ଏବଂ ଦକ୍ଷିଣ ଚେନ୍ନାଇର ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଛନ୍ତି "

December 19th, 04:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ ମାଧ୍ୟମରେ ପୁଡୁଚେରୀ ,ଭେଲୋର ,କାଞ୍ଚିପୁରମ ,ଭିଲୁପୁରମ ଏବଂ ଦକ୍ଷିଣ ଚେନ୍ନାଇର ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ଏବଂ ରାଷ୍ଟ୍ରର କଲ୍ୟାଣ ପାଇଁ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଶକ୍ତି ,ଉତ୍ସାହ ଏବଂ ସମର୍ପଣ ଭାବନାର ପ୍ରଶଂସା କରି ନିଜ ମତ ବିନିମୟ ଆରମ୍ଭ କରିଛନ୍ତି ।

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 19th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଗୁରୁଗ୍ରାମସ୍ଥିତ ସୁଲତାନପୁରଠାରେ କୁଣ୍ଡଲୀ-ମାନେସର-ପଲବଲ (କେଏମପି) ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନର ଉଦଘାଟନ କରିଛନ୍ତି । ସେ ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ମଧ୍ୟ ଉଦଘାଟନ କରିଥିଲେ ଏବଂ ଏଥିସହିତ ସେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Transportation is a medium for prosperity, empowerment and accessibility: PM Modi

November 19th, 12:00 pm

PM Modi addressed a public meeting in Haryana’s Sultanpur, after inauguration of the Western Peripheral Expressway and Ballabhgarh- Mujesar section of metro link. He also laid the foundation stone of Vishwakarma University. Addressing the gathering, PM Modi mentioned how due to delay of the previous government at Centre had stalled the project for years. The PM also cited various development initiatives of the NDA Government aimed at enhancing the quality of life of citizens.

ନର୍ମଦା କୂଳରେ ବିଶ୍ୱର ଉଚ୍ଚତମ “ଷ୍ଟେଚ୍ୟୁ ଅଫ ୟୁନିଟି” ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

October 31st, 10:50 am

ଗୁଜରାଟର ନର୍ମଦା ଜିଲ୍ଲାର କେବଡିୟାଠାରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକ ସୁଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ହେଉଛି 182 ମିଟର । “ଷ୍ଟେଚ୍ୟୁ ଅଫ ୟୁନିଟି” ଭାବେ ପରିଚିତ ଏହି ପ୍ରତିମା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି । ଆଜି ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଉଚ୍ଚତମ ପ୍ରତିମୂର୍ତ୍ତିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଥମେ ଏକ କଳସରେ ନର୍ମଦା ନଦୀର ମାଟି ଓ ଜଳକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଗଣମାନ୍ୟ ଅତିଥିମାନେ ଭର୍ତ୍ତି କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ଲିଭର ଉପରେ ଚାପ ପ୍ରୟୋଗ କରି ସର୍ଦ୍ଦାର ପଟେଲଙ୍କ “ଷ୍ଟେଚ୍ୟୁ ଅଫ ୟୁନିଟି”କୁ ଉନ୍ମୋଚନ କରିଥିଲେ ।

Sardar Patel wanted India to be strong, secure, sensitive, alert and inclusive: PM Modi

October 31st, 10:31 am

PM Modi dedicated the world’s largest statue, the ‘Statue of Unity’ to the nation. The 182 metres high statue of Sardar Patel, on the banks of River Narmada is a tribute to the great leader. Addressing a gathering at the event, the PM recalled Sardar Patel’s invaluable contribution towards India’s unification and termed the statue to be reflection of New India’s aspirations, which could be fulfilled through the mantra of ‘Ek Bharat, Shreshtha Bharat.’

ନିଉ ଇଣ୍ଡିଆ ସମ୍ମେଳନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 16th, 08:10 pm

ସେ କହିଥିଲେ ଯେ ଦେଶ ଆଜି ଏକ ପରିବର୍ତ୍ତନର ପର୍ଯ୍ୟାୟ ଦେଇ ଗତି କରୁଛି । ବିଶ୍ୱରେ ଭାରତକୁ ଏକ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଭାରତରେ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ସେ କହିଥିଲେ ଯେ ସରକାର କେବଳ ଏକ ସହାୟକର ଭୂମିକା ତୁଲାଉଛନ୍ତି, ପ୍ରକୃତରେ ଏ ଦେଶର ଯୁବକମାନେ ହିଁ ଉପଲବ୍ଧ ସୁଯୋଗର ଉପଯୋଗ କରିବା ସହିତ ନିଜେ ମଧ୍ୟ ନିଜ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ।

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ନିଉ ଇଣ୍ଡିଆ ସମ୍ମେଳନର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 16th, 08:10 am

ମଂଚରେ ଉପସ୍ଥିତ ଡାଲମିୟାଁ ଭାରତ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାଇ ଡାଲମିୟାଁ, Youth for Developmentର ମାର୍ଗଦର୍ଶକ ମୃତ୍ୟୁଞୟ ସିଂହ ମହାଶୟ, ଅଧ୍ୟକ୍ଷ ଭାଇ ପ୍ରଫୁଲ ନିଗମ ମହାଶୟ, Rural Achiever ଶ୍ରୀ ଚୈତ ରାଜ ପାୱାର ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ସଜ୍ଜନମଣ୍ଡଳୀ ଏବଂ ମୋର ଶ୍ରଦ୍ଧେୟ ଯୁବ ସାଥୀମାନେ । ଏଠାରେ ମୋତେ ଦେଶର କିଛି କୃତି ବ୍ୟକ୍ତିଙ୍କୁ, ଯେଉଁମାନେ ଏହି ବିଶେଷ ପଦକ୍ଷେକୁ ସହଯୋଗ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି । ଗୋଟିଏ ଲାଇବ୍ରେରୀର ଶୁଭାରମ୍ଭ କରାଯାଇଛି ଏବଂ ଗ୍ରାମୀଣ ଭାରତକୁ ନେଇ ଏକ ଶ୍ଵେତପତ୍ର ମଧ୍ୟ ଜାରି କରାଯାଇଛି । ମୋତେ ଖୁସି ଲାଗୁଛି ଯେ ଆପଣମାନେ ଦେଶର ଆବଶ୍ୟକତାକୁ ଦେଖି, ସେହି ଆବଶ୍ୟକତାକୁ ପ୍ରାଥମିକତା ପ୍ରଦାନ କରି ନିଜ ନିଜର କାର୍ଯ୍ୟ କରୁଛନ୍ତି । ଆପଣମାନେ ସମସ୍ତେ ଏ ପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏବଂ ଏହି ପ୍ରୟାସ ସଫଳତାର ସହ ନିରନ୍ତର ଆଗକୁ ଅଗ୍ରସର ହେଉ ସେଥିପାଇଁ ସରକାରଙ୍କ ସହଯୋଗ ମଧ୍ୟ ରହିବ ଏବଂ ମୋର ଶୁଭକାମନା ମଧ୍ୟ ରହିବ ।

ସର୍ବନିମ୍ନ ସମର୍ଥନ ମୂଲ୍ୟ ସମ୍ପର୍କରେ କଂଗ୍ରେସ ମିଛ ଏବଂ ମିଥ୍ୟା ପ୍ରଚାର କରୁଛି :ପ୍ରଧାନମନ୍ତ୍ରୀ ମୋଦୀ

July 11th, 02:21 pm

ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବରେ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିଛନ୍ତି

July 11th, 02:20 pm

ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।

ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକର ଉଦ୍ଘାଟନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

June 26th, 10:50 am

ଆଜି ମୁଁ ମୁମ୍ବାଇକୁ ଆସି ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକରେ ଯୋଗ ଦେଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ବ୍ୟାଙ୍କ୍‌ ସହ ଆମେ ତଥା ଅନ୍ୟ ସଦସ୍ୟ ରାଷ୍ଟ୍ରଗଣ ସଂପର୍କ ଗଭୀର କରିବାର ଏହା ଏକ ସୁଯୋଗ ।

ସହରମାନଙ୍କରେ ସୁବିଧାଜନକ ,ଆରାମଦାୟକ ଏବଂ ଶସ୍ତାରେ ପରିବହନ ବ୍ୟବସ୍ଥାର ନିର୍ମାଣ ଆମର ପ୍ରାଥମିକତା :ପ୍ରଧାନମନ୍ତ୍ରୀ ମୋଦୀ

June 24th, 10:30 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ବହାଦୁରଗଡ଼-ମୁଣ୍ଡକା ମେଟ୍ରୋ ଲାଇନର ଉଦ୍ଘାଟନ କରିଛନ୍ତି । ଦିଲ୍ଲୀ ମେଟ୍ରୋର ଏହି ନୂଆ ରାସ୍ତାର ଆରମ୍ଭ ହେବାରେ ହରିୟାଣା ଏବଂ ଦିଲ୍ଲୀର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦେଖି ବହୁତ ପ୍ରସନ୍ନତା ହେଉଛି କି ବହାଦୁରଗଡ଼ ଦିଲ୍ଲୀ ମେଟ୍ରୋ ସହ ମିଶିଗଲା ।

ବାହାଦୁରଗଡ- ମୁଣ୍ଡକା ମେଟ୍ରୋ ଲାଇନକୁ ଭିଡିଓ କନଫେରେନ୍ସ ଯୋଗେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

June 24th, 10:30 am

ବାହାଦୁରଗଡ-ମୁଣ୍ଡକା ମେଟ୍ରୋ ଲାଇନକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି ।

ଉତ୍ତରପ୍ରଦେଶର ବାଗପତଠାରେ ‘ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ’ ରାଷ୍ଟ୍ରକୁ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 27th, 06:50 pm

ଚାରି ବର୍ଷ ପୂର୍ବେ ଆପଣମାନେ ଅପାର ସମର୍ଥନ ସହିତ ମୋତେ ସମଗ୍ର ଦେଶର ସେବା କରିବାର ସୁଯୋଗ ଦେଇଥିଲେ । ମଇ ମାସର ଏହି ଗରମରେ ଆଉ ଦ୍ୱିପ୍ରହରରେ ଯେତେବେଳେ ସୂର୍ଯ୍ୟ ଏତେ ପରିମାଣରେ ତାତି ଉଠୁଛି ।