ଚଣ୍ଡିଗଡରେ ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

December 02nd, 07:05 pm

02.12.2024 : ଡିସେମ୍ବର ୩, ୨୦୨୪ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଗଡ଼ଠାରେ ତିନୋଟି ଯୁଗାନ୍ତକାରୀ ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

Parliament is not just walls but is the center of aspiration of 140 crore citizens: PM Modi in Lok Sabha

June 26th, 11:30 am

PM Modi addressed the Lok Sabha after the House elected Shri Om Birla as the Speaker of the House. Noting the significance of Shri Birla taking over second time during the Amrit Kaal, the Prime Minister expressed the hope that his experience of five years and the members’ experience with him will enable the re-elected Speaker to guide the house in these important times.

ବାଚସ୍ପତି ନିର୍ବାଚିତ ହେବା ପରେ ଲୋକସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 26th, 11:26 am

ଗୃହର ବାଚସ୍ପତି ଭାବେ ଶ୍ରୀ ଓମ୍ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାକୁ ସମ୍ବୋଧିତ କରିଛନ୍ତି ।

ଇଣ୍ଡି ମେଣ୍ଟ ଦେଶକୁ ବିଭାଜିତ କରିପାରେ କିନ୍ତୁ ଦେଶକୁ ଆଗକୁ ନେଇପାରିବ ନାହିଁ: ବିହାରର ମହାରାଜଗଞ୍ଜରେ ପ୍ରଧାନମନ୍ତ୍ରୀ ମୋଦୀ

May 21st, 11:20 am

ବିହାରର ମହାରାଜଗଞ୍ଜରେ ନିଜର ଦ୍ୱିତୀୟ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇବା ସହ ଏକ ବିକଶିତ ବିହାର ଏବଂ ସମୃଦ୍ଧ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ କହିଥିଲେ । ଜୁନ୍ ୪ ତାରିଖ ପାଖେଇ ଆସୁଥିବା ବେଳେ ବିରୋଧୀଙ୍କ ବଢୁଥିବା ସମାଲୋଚନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଇଣ୍ଡି ମେଣ୍ଟ ସହ୍ୟ କରିପାରିବ ନାହିଁ ଯେ ଏହି ଦେଶର ଲୋକମାନେ ଆସନ୍ତା ପାଞ୍ଚ ବର୍ଷ ପାଇଁ ପୁଣି ଥରେ ମୋଦୀଙ୍କୁ ବାଛିବାକୁ ଯାଉଛନ୍ତି।

ବିହାରର ଚମ୍ପାରଣ ଓ ମହାରାଜଗଞ୍ଜରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 21st, 11:00 am

ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଚମ୍ପାରଣ ଏବଂ ମହାରାଜଗଞ୍ଜରେ ଉତ୍ସାହଜନକ ଜନସଭାକୁ ସମ୍ବୋଧିତ କରି ତାଙ୍କ ନେତୃତ୍ୱରେ ଭାରତ ଗ୍ରହଣ କରିଥିବା ପରିବର୍ତନଶୀଳ ଯାତ୍ରା ଏବଂ ଏହି ଗତିଜାରି ରଖିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ, ବିଶେଷ କରି ଇଣ୍ଡି ମେଣ୍ଟର ବିଫଳତାକୁ ପଦାରେ ପକାଇବା ସହିତ ତାଙ୍କ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ।

Many people want India and its government to remain weak so that they can take advantage of it: PM in Ballari

April 28th, 02:28 pm

Prime Minister Narendra Modi launched the poll campaign in full swing for the NDA in Karnataka. He addressed a mega rally in Ballari. In Ballari, the crowd appeared highly enthusiastic to hear from their favorite leader. PM Modi remarked, “Today, as India advances rapidly, there are certain countries and institutions that are displeased by it. A weakened India, a feeble government, suits their interests. In such circumstances, these entities used to manipulate situations to their advantage. Congress, too, thrived on rampant corruption, hence they were content. However, the resolute BJP government does not succumb to pressure, thus posing challenges to such forces. I want to convey to Congress and its allies, regardless of their efforts... India will continue to progress, and so will Karnataka.”

Your every vote will strengthen Modi's resolutions: PM Modi in Davanagere

April 28th, 12:20 pm

Addressing his third rally of the day in Davanagere, PM Modi iterated, “Today, on one hand, the BJP government is propelling the country forward. On the other hand, the Congress is pushing Karnataka backward. While Modi's mantra is 24/7 For 2047, emphasizing continuous development for a developed India, the Congress's work culture is – ‘Break Karo, Break Lagao’.”

Congress insulted our Rajas and Maharajas, but when it comes to Nizams & Nawabs, their mouths are sealed: PM Modi in Belagavi

April 28th, 12:00 pm

Prime Minister Narendra Modi today launched the poll campaign in full swing for the NDA in Karnataka. He addressed back-to-back mega rallies in Belagav. PM Modi stated, “When India progresses, everyone becomes happy. But the Congress has been so indulged in 'Parivarhit' that it gets perturbed by every single developmental stride India makes.”

PM Modi addresses public meetings in Belagavi, Uttara Kannada, Davanagere & Ballari, Karnataka

April 28th, 11:00 am

Prime Minister Narendra Modi today launched the poll campaign in full swing for the NDA in Karnataka. He addressed back-to-back mega rallies in Belagavi, Uttara Kannada, Davanagere and Ballari. PM Modi stated, “When India progresses, everyone becomes happy. But the Congress has been so indulged in 'Parivarhit' that it gets perturbed by every single developmental stride India makes.”

ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩ ସଂସଦରେ ପାରିତ ହେବା ଆମ ଦେଶର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା: ପ୍ରଧାନମନ୍ତ୍ରୀ

December 21st, 09:10 pm

ସଂସଦରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩ ବିଲ୍ ପାରିତ ହେବା ଘଟଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ଏହି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଅନୁମୋଦନ ଲାଭ କରିବା ଆମ ଦେଶର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ବିଲ୍ ଆଇନରେ ପରିଣତ ହେବା ଦ୍ୱାରା ସମାଜର ଗରିବ, ଅବହେଳିତ, ବଞ୍ôଚତ ଓ ଦୁର୍ବଳ ବର୍ଗର ଲୋକଙ୍କୁ ସୁରକ୍ଷା ମିଳିବ । ଏହା ଛଡା ଏସବୁ ଆଇନ ସଂଗଠିତ ଅପରାଧ, ଆତଙ୍କବାଦ ଓ ସେଭଳି ଅନ୍ୟାନ୍ୟ ଅପରାଧର ଦୃଢ ମୁକାବିଲା କରିବାରେ ସହାୟକ ହେବ ।