Bharat Tex 2024 is an excellent platform to highlight India's exceptional capabilities in the textile industry: PM Modi

February 26th, 11:10 am

PM Modi inaugurated Bharat Tex 2024, one of the largest-ever global textile events to be organized in the country at Bharat Mandapam in New Delhi. He said that Bharat Tex connects the glorious history of Indian tradition with today’s talent; technology with traditions and is a thread to bring together style/sustainability/ scale/skill.

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ଭାରତ ଟେକ୍ସ-୨୦୨୪ ଉଦ୍‌ଘାଟିତ

February 26th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬.୦୨.୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବୈଶ୍ୱିକ ବୃହତ୍ତମ ବୟନ ମେଳା ଭାରତ ଟେକ୍ସ-୨୦୨୪କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ଫେବ୍ରୁଆରୀ ୨୬ରେ ଭାରତ ଟେକ୍ସ ୨୦୨୪ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 25th, 03:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୨୬ ପୂର୍ବାହ୍ନ ସାଢ଼େ ୧୦ଟାରେ ଭାରତ ମଣ୍ଡପମ୍‌, ନୂଆଦିଲ୍ଲୀରେ ଦେଶରେ ଆୟୋଜିତ ହେବାକୁ ଥିବା ଅଦ୍ୟାବଧି ସବୁଠୁ ବଡ଼ ବୈଶ୍ୱିକ ଟେକ୍ସଟାଇଲ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଭାରତ ଟେକ୍ସ ୨୦୨୪ର ଉଦ୍‌ଘାଟନ କରିବେ ।